Browsing Tag

rohit sharma

ହିଟ୍‌ ମ୍ୟାନ ରୋହିତ ଶର୍ମାଙ୍କ ୨୦ ହଜାର ଅନ୍ତର୍ଜାତୀୟ ରନ୍‌ ପୂରଣ

ନୂଆଦିଲ୍ଲୀ: ରେକର୍ଡ କଲେ ହିଟ୍ ମ୍ୟାନ । ହିଟ୍‌ ମ୍ୟାନ ରୋହିତ ଶର୍ମାଙ୍କ ୨୦ ହଜାର ଅନ୍ତର୍ଜାତୀୟ ରନ୍‌ ପୂରଣ । ଏନେଇ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଚତୁର୍ଥ ଭାରତୀୟ ବ୍ୟାଟର ଭାବେ ୨୦ ହଜାର ଅନ୍ତର୍ଜାତୀୟ ରନ୍‌ ହାସଲ କରିଛନ୍ତି ରୋହିତ ଶର୍ମା । ତେବେ…
Read More...

ଯେଉଁମାନେ ନିଜ କ୍ୟାରିୟରରେ ଅଧିକ ସଫଳତା ପାଇ ନାହାଁନ୍ତି ସେମାନେ RO-KOଙ୍କ ଭବିଷ୍ୟତ ନିର୍ଣ୍ଣୟ କରୁଛନ୍ତି: ହରଭଜନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ଏହାକୁ ଦୁର୍ଭାଗ୍ୟଜନକ ମନେ କରନ୍ତି ଯେ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି କିମ୍ବଦନ୍ତୀଙ୍କ ଭବିଷ୍ୟତ ଏବେ ନିଜ କ୍ୟାରିୟରରେ କିଛି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇ ନଥିବା ଲୋକଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଉଛି । କିନ୍ତୁ ସେ ଆଶା…
Read More...

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ, ରାଞ୍ଚିରେ ପ୍ରଥମ ମ୍ୟାଚ

ଆଜିଠୁ ଭାରତ-ଦକ୍ଷିଣଆଫ୍ରିକା ଦିନିକିଆ ସିରିଜ । ରାଞ୍ଚିରେ ଖେଳାଯିବ ପ୍ରଥମ ମ୍ୟାଚ । ଲୋକେଶ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆଜି ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରାଞ୍ଚିରେ ଖେଳାଯିବ । ଅଭିଜ୍ଞ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ସିରିଜରେ ଖେଳିବେ ।…
Read More...

ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଦୁଇଥର ଟି୨୦ ବିଶ୍ବକପ ବିଜେତା ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ । ରୋହିତ ଶର୍ମାଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ । ଜୟ ଶାହ କହିଛନ୍ତି…
Read More...

ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଧିନାୟକ ରୋହିତ ଶର୍ମା

ମୁମ୍ବାଇ-: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି, ଯେଉଁଠାରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା। ତିନୋଟି ଟେଷ୍ଟରେ ମାତ୍ର ୩୧ ରନ୍ ସଂଗ୍ରହ କରିଥିବା…
Read More...

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

ରୋହିତ ଶର୍ମା ଜବରଜସ୍ତ ଫର୍ମରେ ଅଛନ୍ତି । ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ହିଟ ମ୍ୟାନ । ଖାସ କରି କରି ପାୱାରପ୍ଲେରେ ବୋଲରଙ୍କୁ ନିର୍ଘାତ ପିଟୁଛନ୍ତି । ଯାହାଫଳରେ ଖାଲି ପାୱାରପ୍ଲେ ନୁହେଁ ବରଂ ପୁରାମ୍ୟାଚର ଲୟ ବିଗାଡି ଦେଉଛନ୍ତି ରୋହିତ । ୨୦୨୩ ବିଶ୍ୱକପରେ ଏବେ ସୁଦ୍ଧା ରୋହିତ ଶର୍ମା…
Read More...

ରୋହିତଙ୍କ ସୁପର କ୍ୟାଚ ଦେଖି କୁଣ୍ଢାଇଲେ କୋହଲି

ଏସିଆ କପ ସୁପର-୪ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୪୧ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚରେ ରୋହିତ ଶର୍ମା ଏଭଳି ଏକ କ୍ୟାଚ ଧରିଥିଲେ, ଯାହା ପରେ ବିରାଟ କୋହଲି ଦୌଡି ଆସି ତାଙ୍କୁ କୁଣ୍ଢାଇ ପକାଇଥିଲେ । ଯାହାର ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସ ପ୍ରଶଂସା କରିବାରେ ଲାଗିଛନ୍ତି ।…
Read More...

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ: ଦିନିକିଆରେ ପୂରଣ କଲେ ୧୦ ହଜାର ରନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବଡ ରେକର୍ଡ କରିଛନ୍ତି । କଲମ୍ବୋରେ ଆର୍ ପ୍ରୋମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଏସିଆ କପର ସୁପର-୪ ମ୍ୟାଚରେ ରୋହିତ ଦିନିକିଆ କ୍ରିକେଟରେ ୧୦ ହଜାର ରନ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର,ସୌରଭ ଗାଙ୍ଗୁଲି,…
Read More...

ଅନଫିଟ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ, କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛନ୍ତି ଭାରତୀୟ ସିନିୟର କ୍ରିକେଟ୍‌ ଚୟନ କମିଟି । ଦୀର୍ଘ ଦିନ ପରେ ଟିମ୍‌କୁ ଫେରିଛନ୍ତି ଶ୍ରେୟସ ଆୟର ଏବଂ କେଏଲ୍‌ ରାହୁଲ୍‌ । ଅଧିନାୟକ ଦାୟିତ୍ବ ରୋହିତ ଶର୍ମା ତୁଲାଇବେ ସେହିପରି ଉପ…
Read More...

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

ମୁମ୍ବାଇ:ଦିନିକିଆ ବିଶ୍ୱକପକୁ ଆଉ ୫୫ଦିନ ବାକି ଅଛି । ଏହି ସମୟରେ ରେହିତ ଶର୍ମାଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଯାହାକୁ ନେଇ କ୍ରିକେଟ ଫ୍ୟାନ ମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଥିବା ଦେଖିବାକୁ ମିଳିଛି । ଭାରତୀୟ କ୍ରିକେଟ୍‌ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ମତରେ, ଦୀର୍ଘ ୧୨…
Read More...