Browsing Tag

RI

ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ଭୁବନେଶ୍ଵର: ଅକ୍ଟୋବର ୮ରୁ RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା । ନଭେମ୍ବର ୩ୟ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା ଚାଲିବା ନେଇ ବିଜ୍ଞପ୍ତି । OSSSC ପକ୍ଷରୁ ପରୀକ୍ଷା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ସବୁ ଜିଲ୍ଲାରେ ପରୀକ୍ଷା ହେବା ନେଇ ସୂଚନା ଜାରି । ପୂର୍ବରୁ ଏହି ପରୀକ୍ଷାର…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ

ମାଲକାନଗିରି: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ । ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା ରାଲି କରାଯାଉଥିବା ବେଳେ ଦୁର୍ନୀତି ନକରିବା ପାଇଁ ସରକାରି କର୍ମଚାରୀ ମାନେ ଶପଥ ନେଉଛନ୍ତି । ଏହାରି ଭିତରେ…
Read More...

ଲାଞ୍ଚ ନେଇ ଧରା ପଡିଲେ ଆରଆଇ ରମାକାନ୍ତ ବେହେରା

ଜଗତସିଂହପୁର : ଲାଞ୍ଚ ନେଲା ବେଳେ ଆରଆଇ ବାବୁଙ୍କୁ ଧରିଲା ଭିଜିଲାନ୍ସ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଅନ୍ତରଗତ ବାହାରଣାର ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ଜମି ପାର୍ଟିସନ ସୁଟ୍ ତଦନ୍ତ ରିପୋର୍ଟ ଦେବା ପାଇଁ ନିକୁଞ୍ଜ ସ୍ୱାଇଁ ନାମକ ଜଣେ…
Read More...

ଜମି ମ୍ୟୁଟେସନ ପାଇଁ ୬ ହଜାର ଲାଞ୍ଚ ନେଇ ଧରାପଡିଲେ ଆରଆଇ

ଜଗତସିଂହପୁର: ଭିଜିଳାନ୍ସ ଜାଲରେ ଆରଆଇ । ଜମି ମ୍ୟୁଟେସନ ପାଇଁ ଲାଞ୍ଚ ନେଇ ଧରାପଡିଲେ ଏରସମା ସର୍କଲ ଗୋଡ଼ାର ଆରଆଇ ନୃସିଂହ ଚରଣ ରାଉତ। । ଜମି ମ୍ୟୁଟେସନ ପାଇଁ ୬ ହଜାର ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ମିଳିଥିବା ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଜମି ମ୍ୟୁଟେସନ…
Read More...

ବାଲି ମାଫିଆଙ୍କ ଆକ୍ରମଣରେ ଆରଆଇ ଗୁରୁତର

ବଲାଙ୍ଗୀର: ବାଲି ମାଫିଆଙ୍କ ଗୁଣ୍ଡାଗିରୀ । ଆରଆଇଙ୍କୁ ଆକ୍ରମଣ କଲେ ବାଲିମାଫିଆ । ବଲାଙ୍ଗୀରରେ ବାଲିମାଫିଆଙ୍କ ଆକ୍ରମଣରେ ଗୁରୁତର ହେଲେ ଆରଆଇ । ବାବୁଫାସଡର ଆରଆଇ ସୁଶାନ୍ତ ପଟେଲଙ୍କ ଉପରେ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ, ଅଙ୍ଗ ନଦୀରୁ ବାଲି ଚାଲଣ ବେଳେ ବାଲି ବୋଝେଇ ଗାଡ଼ିକୁ ଅଟକ…
Read More...