Browsing Tag

#rescuevan

ପଶୁଙ୍କ ଉଦ୍ଧାର ପାଇଁ ବନବିଭାଗକୁ ରେସ୍କ୍ୟୁ ଭ୍ୟାନ୍ ପ୍ରଦାନ କଲା ଆଇସିଆଇ ବ୍ୟାଙ୍କ୍

ଗଜପତି(ବିବେକାନନ୍ଦ ବେହେରା) : ଆମେ ବିଭିନ୍ନ ସମୟରେ ପଶୁ ଙ୍କ ଉଧାର ପାଇଁ ବହୁ ଅସୁବିଧା ର ସମୁଖୀନ ହୋଇଥାଉ ପଶୁମାନଙ୍କୁ ଉଧାର କରିବା କଷ୍ଟସାଧ୍ୟ ହୋଇଥାଏ । ତେଣୁ ଦୁଇ ପଦ ଆଗକୁ ଆସିଛି ପାରଳାଖେମୁଣ୍ଡି ଶାଖାର ଆଇସିଆଇ ବ୍ୟାଙ୍କ୍। ପଶୁଙ୍କ ଉଦ୍ଧାର ପାଇଁ ଗଜପତି ବନ ବିଭାଗ କୁ ପ୍ରଦାନ କଲା…
Read More...