Browsing Tag

repoterstoday

ମନ୍ଦିରରେ କଳାକନା ବୁଲାଇଲେ ଚୋର

(ଗୋପ /ଜୟନ୍ତ କୁମାର ସେଠୀ) : ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରସିଦ୍ଧ ତନ୍ତ୍ର ପୀଠ ପୁରୀ ଜିଲା ସତ୍ୟବାଦୀ ଥାନା ବୀରଗୋବିନ୍ଦପୁର ଗ୍ରାମର ମା’ ଦକ୍ଷିଣକାଳୀ ପୀଠରୁ ଚୋରି ହୋଇଛି। ଗ୍ରୀଲ ତାଲାଭାଙ୍ଗି କେହି ଦୁର୍ବୃତ୍ତ ମନ୍ଦିରରେ କଳାକନା ବୁଲାଇ ମା’ଙ୍କ ସୁନା, ରୁପା ଅଳଙ୍କାର ସହ…
Read More...

ଙଚଝଉର ନୂଆ ଉଝଗଝ ପୋର୍ଟାଲ। ଉଦଘାଟିତ ହେଲା

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର । ଉଦଘାଟିତ ହେଲା ଙଚଝଉର ନୂଆ ଉଝଗଝ ପୋର୍ଟାଲ। ଉଝଗଝ ଅର୍ଥ ହେଉଛି କମ୍ପ୍ରେନସିଭ୍ ସିଲେକ୍ସନ ମ୍ୟନେଜମେଣ୍ଟ ସିଷ୍ଟମ୍। ଏହି ପୋର୍ଟାଲରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଙଚଝଉର ସମସ୍ତ ତଥ୍ୟ ମିଳିପାରିବ। ପଞ୍ଜୀକରଣ ବେଳେ…
Read More...

ବିଜେପିର ନୂଆ ସଭାପତି,ନଡ୍ଡା ସମ୍ଭାଳିବେ ଦାୟିତ୍ୱ

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ବିଜେପିକୁ ମିଳିଲା ନୂଆ ସଭାପତି ।ର୍ନିଦ୍ୱନ୍ଦ ଭାବରେ ବିଜେପିର ସଭାପତି ଭାବେ ନିର୍ବାଚିତ ହେଲେ ବିଜେପି କାର୍ୟ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜେପି ନଡ୍ଡା । ନିର୍ବିବାଦୀୟ ଭାବେ ଜେପି ନଡ୍ଡାଙ୍କୁ ଅଧ୍ୟକ୍ଷ…
Read More...

ଜାତୀୟ ଜଙ୍ଗଲ ରିପୋର୍ଟ,୨ବର୍ଷରେ ୫ହଜାର୧୮୮କି.ମି ଜଙ୍ଗଲ ବୃଦ୍ଧି

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ୍ ରିପୋର୍ଟ-୨୦୧୯ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଦେଶ କ୍ଷେତ୍ରଫଳର ୨୪.୫୬% ଅଞ୍ଚଳରେ ଜଙ୍ଗଲ ଅଛି । ଗତ ୨ ବର୍ଷ ମଧ୍ୟରେ ଦେଶର ଜଙ୍ଗଲ ୫ ହଜାର ୧୮୮କିମି ବଢ଼ିଛି।…
Read More...

ବିଷାକ୍ତ ଫଳ ଖାଇ ୩ ଛାତ୍ରଛାତ୍ରୀ ଅସୁସ୍ଥ

(ମୃତ୍ୟୁଞ୍ଜୟ ଭୋଈ/ରିପୋଟରର୍ସ ଟୁଡ଼େ) :ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଆଳତୁମା ଗ୍ରାମ ସ୍ଥିତ ଦଧିବାମନ ଜିଉ ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ଫଳ ଖାଇ ୩ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟ ନିକଟରେ ଥିବା…
Read More...

ବିବାହିତା ମହିଳାଙ୍କୁ ଗଣବଳାତ୍କାର

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇଜଣ ବିବାହିତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସିଙ୍ଗରାଇ ମୁଣ୍ଡା ଓ ଶୈଳେନ୍ଦ୍ର…
Read More...

ଧାନଖଳାରେ ନିଆଁ

(ମୃତ୍ୟୁଞ୍ଜୟ ଭୋଈ/ରିପୋଟରର୍ସ ଟୁଡ଼େ) : ଗତକାଲି ବିଳମ୍ବିତ ରାତିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ କେହି ଦୁର୍ବୃତ୍ତ ଗ୍ରାମର ଦୁଇଜଣ ଚାଷୀଙ୍କ ଧାନଖଳାରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଗ୍ରାମର ଅମର ଭୁଏ ଏବଂ ଅମର ବାଗଙ୍କ ୫ଏକର ଜମିରୁ ଅମଳ ହୋଇଥିବା ଧାନ ପୋଡ଼ି ପାଉଁଶ…
Read More...

ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ

(ଆଦର୍ଶ ରାଉତ / ରିପୋଟରର୍ସ ଟୁଡ଼େ) : ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ। ନୟାପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ସେ ଥାନାରୁ ମୁକୁଳିଛନ୍ତି। ଆଉ ଝିଅଘର ପାଖକୁ ଆସିବେ ନାହିଁ ବୋଲି କହିବା ସହ, ଏଣିକି ସ୍ତ୍ରୀକୁ ପାଇବା ପାଇଁ କୋର୍ଟରେ ଦେଖା ହେବ ବୋଲି ସ୍ୱାମୀ ରାକେଶ ବାରିକ…
Read More...

ଶ୍ରୀମନ୍ଦିର ଜମି ବିକ୍ରୟ ଅବଧିକୁ ୯ଯାଏଁ ବୃଦ୍ଧି

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ବିକ୍ରୟ ଅବଧିକୁ ବୃଦ୍ଧି କରାଯାଇଛି । ଡିସେମ୍ବର ୯ଯାଏଁ ସ୍ୱେଚ୍ଛାକୃତ ଘରୋଇ ଜମି ବିକ୍ରି ସୀମାକୁ ବୃଦ୍ଧି କରାଯାଇଛି । ବତ୍ତର୍ମାନ ସୁଦ୍ଧା ୭୫% ଜମି ସ୍ଥାନୀୟ ବାସିନ୍ଦା ସ୍ୱେଚ୍ଛାକୃତ ଭାବେ ସରକାରଙ୍କୁ…
Read More...

ଟ୍ରେନରୁ ଚୋରି କରି ରେଳ କର୍ମଚାରୀ ଗିରଫ

(ରିପୋଟରର୍ସ ଟୁଡ଼େ / ମୃତ୍ୟୁଞ୍ଜୟ ଭୋଇ ) : ଟ୍ରେନରୁ ଚୋରି କରି ରେଳ କର୍ମଚାରୀ ଗିରଫ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମଂଜୁରୀ ରୋଡ଼ ରେଳ ଷ୍ଟେସନରେ । ଟ୍ରେନ୍‌ରେ ଆସୁଥିବା ବିଭିନ୍ନ ପାର୍ସଲ ସାମଗ୍ରୀ ଚୋରି ସମ୍ପୃକ୍ତିରେ ଦୁଇ ରେଳ କର୍ମଚାରୀଙ୍କ ସହ ଜଣେ ସାଧାରଣ ଲୋକଙ୍କୁ ଗିରଫ…
Read More...