ଗାଁରୁ ଉଦ୍ଧାର ହେଲା କୃଷ୍ଣସାର ମୃଗ
ହିଞ୍ଜିଳି(ରଜନୀକାନ୍ତ ପାତ୍ର): ଲଷ୍ମୀ ବଜାର ନିକଟରେ ମେଣ୍ଢାଖାଇ ପାହାଡ଼ ପଟୁ ଆସି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏକ ଅଣ୍ଡିରା ହରିଣ ଟିଏ ପଡି ରହିଥିବା ଦେଖିବାକୁ ମିଳିଛି। ପଡୋଶୀ ଗୃହକର୍ତ୍ତା ଜଣକ ତୁରନ୍ତ ଆସି ଏହି ଖବରଟି ସ୍ତାନୀୟ ଜଙ୍ଗଲ ଓ ପରିବେଶ ବିଭାଗରେ ଦେଇଥିଲେ। ଜଙ୍ଗଲ ବିଭାଗର…
Read More...
Read More...