ଜାଲ ପ୍ରମାଣପତ୍ର ଦେଇ ୨୮ ଛାତ୍ରଛାତ୍ରୀଙ୍କ ଆଡମିଶନ୍ ରଦ୍ଦ
ଭଦ୍ରକ- ମହଙ୍ଗା ପଡିଲା ଜାଲ୍ ପ୍ରମାଣପତ୍ର ଦେଇ ଆଡମିଶନ୍ । ଭଦ୍ରକ ସ୍ୱଂୟଶାସିତ ମହାବିଦ୍ୟାଳୟରେ ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ନାମଲେଖାକୁ ଉଚ୍ଚଶିକ୍ଷା ବିଭାଗ ରଦ୍ଦ କରିଛି । ଏନେଇ ବିଭାଗ ପକ୍ଷରୁ ମଙ୍ଗଗଳବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…
Read More...
Read More...