ପାଖେଇ ଆସୁଛି ରଥଯାତ୍ରା, ଆସନ୍ତା ଶୁକ୍ରବାର ପବିତ୍ର ଭଉଁରୀ ତିଥି
ପୁରୀ: ପାଖେଇ ଆସୁଛି ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ରଥଖଳା। ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ରଥ ନିର୍ମାଣ କାର୍ୟ୍ୟ ଆଜି ପନ୍ଦର ଦିନରେ ପହଞ୍ଚିଛି । ଆସନ୍ତା ଶୁକ୍ରବାର ପବିତ୍ର ଭଉଁରୀ ତିଥି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରେ ୬ଟି ଚକ…
Read More...
Read More...