Browsing Tag

repoterstoday

ସ୍କୁଲରେ ଭୌତିକ କାଣ୍ଡ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ସ୍କୁଲରେ ଭୌତିକ କାଣ୍ଡ। ପାଠପଢ଼ା ଚାଲୁଥିବା ବେଳେ ମୁର୍ଚ୍ଛା ହୋଇ ଯାଉଛନ୍ତି ଛାତ୍ରୀ। ଏଣୁତେଣୁ ବି ଗପୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବାଲିପଦର ସ୍ଥିତ ରଘୁନାଥ ସ୍ୱାମୀ ଉଚ୍ଚ ବାଳିକା ବିଦ୍ୟାଳୟରେ। ହଠାତ୍ ସ୍କୁଲର ଛାତ୍ରୀ…
Read More...

ମାଲକାନଗିରି ଜିଲ୍ଲାରେ ପ୍ରଜାମେଳା

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ଖଜୁରିପଡ଼ାରେ ମାଓବାଦୀ ସଂଗଠନ ପକ୍ଷରୁ ଏହି ପ୍ରଜାମେଳି କରାଯାଇଥିଲା। ଏକାଠି ହୋଇଥିଲେ ନକାମାମୁଡି, ଯନ୍ତ୍ରୀ, ପଣସପୁଟ, ଆଣ୍ଡ୍ରପାଲି ପଞ୍ଚାୟତର ୨୫ଟି ଗାଁର ହଜାର ହଜାର ଲୋକ। ନାକାମାମୁଡି…
Read More...

ରାସ୍ତାରେ ଗଡ଼ିଲା ବିଲାତି

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଯାଜପୁର ୧୬ନଂ ଜାତୀୟ ରାଜପଥରେ ଗଡୁଛି ବିଲାତି। ଆଜି ସକାଳୁ ବିଲାତି ବୋଝେଇ ଏକ ଟାଟା ଏସିଇ ଗାଡି କଟକରୁ ଯାଜପୁର ଅଭିମୁଖେ ଯାଉଥିବା ସମୟରେ ଜାରକା ଛକ ନିକଟରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଥିବା ୩୦ରୁ ଅଧିକ ବିଲାତି ଟ୍ରେ…
Read More...

୯୬୦ ଲିଟର ମଦ ଜବତ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ବାଲେଶ୍ୱର ଖନ୍ତାପଡା ଥାନା ପଣାପଣା ଅଞ୍ଚଳରୁ ୯୬୦ଲିଟର ଦେଶୀ ମଦ ଜବତ ହୋଇଛି । ବାଲେଶ୍ୱର ଅବକାରୀ ବିଭାଗ ଚଢଉ କରି ୯୬୦ ଲିଟର ମଦ ଜବତ କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଖସି ଯାଇଥିବା ବେଳେ ମହିନ୍ଦ୍ରା ବୋଲେରୋକୁ ଜବତ କରିଛି ପୋଲିସ । ଅବକାରୀ…
Read More...

ରାଜଧାନୀରେ ମୌଳିକ ସୁବିଧାରୁ ବଞ୍ଚିତ ପରୀକ୍ଷାର୍ଥୀ

(ମୃତୁୃ୍ଞ୍ଜୟ / ରିପୋର୍ଟସ ଟୁଡ଼େ ): ରାଜାରାସ୍ତାରେ ପରୀକ୍ଷାର୍ଥୀ । ସରକାରୀ ଚାକରୀ ପାଇଁବା ଆଶାରେ ପରୀକ୍ଷା ଦେବାକୁ ରାଜଧାନୀକୁ ଛୁଟି ଆସୁଛନ୍ତି ଶହ ଶହ ପରୀକ୍ଷାର୍ଥୀ । ହେଲେ ଏହି ପରୀକ୍ଷାର୍ଥୀଙ୍କୁ ମିଳୁନି ମୌଳିକ ସୁବିଧା । ରହିବା , ଖାଇବା କ୍ଷେତ୍ରରେ ଦୁର୍ଦ୍ଦଶା ଭୋଗୁଛନ୍ତି…
Read More...

ପଶ୍ଚିମ ଓଡ଼ିଶାର ବିକାଶର ବ୍ଲୁପ୍ରିଷ୍ଟି ପ୍ରସ୍ତୁତ କରୁଛନ୍ତି ବବି

(ରିପୋଟରର୍ସଟୁଡ଼େ/ଭୁବନେଶ୍ୱର) : ଆସନ୍ତା ୧୭ ଓ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁରରେ ପ୍ରଚାର କରିବେ । ସୁପ୍ରିମୋଙ୍କ ପ୍ରଚାର କିପରି ସଫଳ ହେବ ସେନେଇ ମଧ୍ୟ ନେତାଙ୍କ ସହ ଆଲୋଚନା କରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବବି । ବିଭିନ୍ନ ସଭାରେ ବିଧାୟକ ପ୍ରଣବ…
Read More...

ହର ପଟ୍ଟନାୟକଙ୍କ ଆଜି ଜନ୍ମଦିନ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ): ‘ମା’ ରାଣ୍’, ‘ଚକମାଚୂର’, ‘ଫୁଲ ବୋବାଲ’ ଏ ହେଉଛି ହର ପଟ୍ଟନାୟକଙ୍କ କେତକ ଅଭୁଲା ଡାଇଲଗ୍, ଯାହାକୁ ଏବେବି ମନେ ରଖିଛନ୍ତି ଦର୍ଶକ। ଓଲିଉଡର ଏହି ଖ୍ୟାତନାମା ଅଭିନେତା ତଥା ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଆଜି ଜନ୍ମଦିନ। ଆଜି ଯଦି ସେ ଆମ ଗହଣରେ…
Read More...

ସାଙ୍ଗ ବଞ୍ଚାଇଲା ସାଙ୍ଗର ଜୀବନ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ): ସାଙ୍ଗ ବଞ୍ଚାଇଲା ସାଙ୍ଗର ଜୀବନ । ସମୁଦ୍ରରେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଲା । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଜ୍ଞାନ ରଞ୍ଜନଙ୍କ ସାହାସିକତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଗତକାଲି ଦଶମ ଶ୍ରେଣୀ ଛାତ୍ର ପୃଥ୍ଵୀରାଜ ବେହେରା ସାଙ୍ଗଙ୍କ ସହ…
Read More...

ଯେକୌଣସି ସ୍ଥାନରୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ ଅଟୋ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ): ଏଣିକି ଅଟୋ ଚାଳକ ଯେକୌଣସି ସ୍ଥାନରୁ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ। ବସ୍ ଭଳି ଅଟୋ ପାଇଁ ବିଭିନ୍ନ ଛକ ଓ ରାସ୍ତା କଡ଼ରେ ଅଟୋ ବେ’ କରାଯିବ। ଅଟୋରେ ଯିବାକୁ ଯାତ୍ରୀମାନେ ଆଟୋ ବେ’ରେ ଠିଆ ହୋଇ ଅଟୋ ସେବା ପାଇପାରିବେ। ଅଟୋ ଚାଳକ ଅନ୍ୟ ସ୍ଥାନରୁ ଅଟୋ…
Read More...

ଜଙ୍ଗଲରୁ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଠାବ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଜାମୁନାଳିଆ ଗାଁ ନିକଟରେ ଥିବା ସନ୍ନିକଟ ଜଙ୍ଗଲରୁ ଶନିବାର ସକାଳୁ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗାଁର ୮୦ ବର୍ଷୀୟ କୃଷ୍ଣଚନ୍ଦ୍ର ମାହାକୁଡ଼।…
Read More...