Browsing Tag

repoters todaybbsr

ଆଖି ପିଛୁଳାକେ କୁମ୍ଭୀରକୁ ଗିଳିଲା ଅଜଗର, ଭିଡିଓ ଭାଇରାଲ

ଜଙ୍ଗଲ ମଝିରେ ଶିକାରୀ ଓ ଶିକାରର , ଜଣେ ବଳବାନ ଜଣେ କମଜୋର୍ , ଜୀବନ ଓ ମୃତ୍ୟୁର ଲଢେଇରେ ବଞ୍ଚିବାକୁ ସଙ୍ଘର୍ଷ । ହେଲେ ବେଳେବେଳେ ଏମିତି ବି ହୁଏ ସବୁବେଳେ ଶିକାର କରୁଥିବା ଶିକାରୀଟି ବି ପାଲଟିଯାଏ ଶିକାର । ତେବେ ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛିା ତେବେ ଭିଡିଓକୁ ଯିଏ…
Read More...

ଭୋକରେ ବିକଳ ପାକିସ୍ତାନ; ଖାଦ୍ୟ କିଣିବା ବଦଳରେ ଲୁଟପାତ କରୁଛନ୍ତି ଲୋକେ

ଗତ କିଛିମାସ ଧରି ପାକିସ୍ତାନରେ ଦେଖାଦେଇଛି ହା ହା କାର । ଭୋକବିକଳରେ ଡହଳବିକଳ ହେଉଛନ୍ତି ଲୋକେ । ପାକିସ୍ତାନର ଲୋକମାନଙ୍କୁ ଅନେକ କଷ୍ଟ କରିବାକୁ ପଡୁଛି ଖାଦ୍ୟ ଓ ପାନୀୟ ପାଇଁ । ସେଠାରେ ଅଟା ମଧ୍ୟ ମିଳୁନାହିଁ । ସେଥିପାଇଁ ଅନେକ ଦୋକାନ ମଧ୍ୟ ବନ୍ଦ ହୋଇଯାଇଛି । ଅପଣମାନେ କିଛିଦିନ ତଳେ…
Read More...

ରିଲିଜ ଆଗରୁ ‘ଆଦିପୁରୁଷ’ର ଟ୍ରେଲର ଲିକ୍

ମୁମ୍ବାଇ:ପ୍ରତି ବର୍ଷ ଭଳି ଏ ବର୍ଷ ବି ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ରିଲିଜ ହେବାକୁ ଯାଉଛି, ଯାହାକୁ ଦର୍ଶକମାନେ ଖୁବ୍ ଆଗ୍ରହ ସହ ଅପେକ୍ଷା କରିରହିଛନ୍ତି । ସେଥିମଧ୍ୟରେ ପ୍ରଭାସଙ୍କ ଅଭିନିତ ‘ଆଦିପୁରୁଷ’ ମଧ୍ୟ ରହିଛି । ଫିଲ୍ମଟିର ଟିଜର ଆଗରୁ ରିଲିଜ ହେଇସାରିିଥିବା ବେଳେ ବାକି ରହିଛି…
Read More...

ବିସ୍କୁଟରେ ବନାନ୍ତୁ ଖିରି

(ପ୍ରିୟଦର୍ଶନୀ ସ୍ୱାଇଁ / ରିପୋଟର୍ସ ଟୁଡ଼େ)ଭୁବନେଶ୍ୱର :  ସାଧାରଣ ସମସ୍ତେ ଚାଉଳ  ଖିରି,ସେମିଆ ଖିରି ,ପାସ୍ତା  ଖିରି ତିଆରି କରିଥିବେ । ଆପଣ ଆଜି ଯାଏଁ ବିସ୍କୁଟକୁ ଚା ସହିତ ଖାଇଛନ୍ତି , ହେଲେ ଆପଣ କେବେ ଭାବିଛନ୍ତି କି ବିସ୍କୁଟରେ  କ୍ଷୀରି ତିଆରି ହୁଏ । ଯଦି ଆପଣ ଜାଣି ନାହାନ୍ତି ତାହା…
Read More...