Browsing Tag

Repoters Today

ଦକ୍ଷିଣ କାଳୀ ସଂଘ ପକ୍ଷରୁ ରକ୍ତଦାନ ଶିବିର

ସାଲେପୁର/ ଜ୍ୟୋସ୍ନାରାଣୀ ସିଂ :ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଂଚାୟତ ମା' ଦକ୍ଷୀଣ କାଳୀ ସେବକ ସଂଘ ହରିରାଜପୁର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ହରିରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ…
Read More...

ଲୋକପ୍ରିୟ ହେଉଛି ଶିଶୁ ମହୋତ୍ସବ ସୁରଭି ଅଭିଯାନ

ଉଦଳା/ ଦୀପକ ମିଶ୍ର :ବିଦ୍ୟାଳୟସ୍ତରରେ ପିଲାମାନଙ୍କର ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାର ଓ ଶିକ୍ଷା ବିଭାଗ ପକ୍ଷରୁ ଶିଶୁ ମହୋତ୍ସବ 'ସୁରଭି' ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନକୁ ନେଇ ପ୍ରତ୍ୟେକ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି ଏହି କାର୍ଯ୍ୟକ୍ରମ । ଠିକ୍ ସେହିଭଳି ବାଲେଶ୍ଵର…
Read More...

ଧର୍ମେନ୍ଦ୍ର ଆତ୍ମହତ୍ୟା ଘଟଣା ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର :ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ରେ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଜୋରଦାର ବର୍ଷିଛି । ସମୀର ଦାସଙ୍କ ଯୌନ କେଳେଙ୍କାରି କିମ୍ବା ଅର୍ଚ୍ଚନା ଘଟଣାରେ ବିଜୁ ଜନତା ଦଳର ନେତା ମାନଙ୍କ ଯୌନ କେଳେଙ୍କାରି ମାଧ୍ୟମରେ ଅପରାଧ ଓ ଅପରାଧୀ ସୃଷ୍ଟି କରାଯାଇଛି…
Read More...

ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ

ବ୍ୟୁରୋ:ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ସମୟ ଯେତିକି ପାଖୋଉଛି ପ୍ରଚାର ସେତେ ସରଗରମ ହେଉଛି । ସେହିଭଳି ଆସନ୍ତାକାଲିଠାରୁ ବିଜେପି ପକ୍ଷରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ୩ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱନି ବୈଷ୍ଣବ ,ବିଶ୍ୱେଶ୍ୱର ଟୁଡୁ । ତେବେ ୨୭ ଓ…
Read More...

ଥାନା ଅଧିକାରୀଙ୍କ କାର୍ରୁ ମୋଟା ଅଙ୍କର ଟଙ୍କା ଜବତ

କନ୍ଧମାଳ /ମନୋଜ ପଣ୍ଡା:କୋଟଗଡ ଥାନା ଅଧିକାରୀଙ୍କ କାରରୁ ଜବତ ହେଲା ଟଙ୍କା । ପାଖାପାଖି ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ପାଇବା ପରେ ଫୁଲବାଣୀ ଭିଜିଲାନ୍ସ ଟିମ୍ ପିଛା କରିଥିଲା । ବାଲିଗୁଡା ନିକଟରୁ ଉକ୍ତ ଅଧିକାରୀ ଧୀରଜ ଲେଙ୍କାଙ୍କ କାରରୁ ଏହି ଟଙ୍କା ଜବତ କରାଯାଇଥିଲା ।…
Read More...

ପୁରୀ ଜିଲ୍ଲାପାଳଙ୍କ ଦୀପାବଳି ଭେଟି

ଗୋପ/ ଜୟନ୍ତ ସେଠୀ: ପୁରୀ ଜିଲ୍ଲାପାଳ ଉତ୍କଳ ବାଳାଶ୍ରମର ଅନ୍ତବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୋଷାକ ଓ ମିଷ୍ଟାନ୍ନ ବଣ୍ଟନ କରିଛନ୍ତି। ସୋମବାର ଦିନ ଅନ୍ତବାସୀମାନଙ୍କ ସହ ଜିଲ୍ଲାପାଳ ମିଶିବା ସହ ସେମାନଙ୍କୁ ସୁନ୍ଦର ଭବିଷ୍ୟତ ନିର୍ମାଣ…
Read More...

ଇଡି ସ୍କାନରରେ ଅର୍ଚ୍ଚନା ନାଗ

ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଏବେ ଇଡି ସ୍କାନରରେ । ବେଆଇନ ଆର୍ଥିକ କାରବାରରେ ଖୁବ ଶୀଘ୍ର ଉଭୟଙ୍କୁ ତଦନ୍ତ ପରସରକୁ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏ ନେଇ ଆଜି ପୋଲିସ ପାଖରୁ ଏକ ଏଫ୍ଆଇଆର କପି ବୁକ୍ କରିଛି । ଉଭୟ ସ୍ୱାମୀ ଓ…
Read More...

୬ ମାସ ପରେ କରୋନା ସଂକ୍ରଣଣରେ ଲାଗିଲା ବଡ ବ୍ରେକ

ବ୍ୟୁରୋ: ଦୀର୍ଘ ୬ ମାସ ପରେ କରୋନା ସଂକ୍ରମଣରେ ଏକ ବଡ ଧରଣର ବିିରାମ ଲାଗିଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବନିମ୍ନ ସଂକ୍ରମଣ ରେକର୍ଡ ହୋଇଛି । ୧୩୩୪ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୬ ମୃତ୍ୟୁ ହୋଇଛି । ତେବେ ଏଥି ସହିତ ମୋଟ…
Read More...

ଆଲୋକ ପର୍ବ ପାଳନ ପାଇଁ କାର୍ଗିଲରେ ପହଞ୍ଚିଲେ ମୋଦି

ବ୍ୟୁରୋ : ଆଲୋକର ପର୍ବ ଦୀପାବଳି  ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ କାର୍ଗିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଉତ୍ସବକୁ ପାଳନ କରିବା ପାଇଁ ଯବାନମାନଙ୍କ ଗହଣରେ ଉପସ୍ଥିତ ରହିଛନ୍ତି ମୋଦି । ଲଦାଖ ସ୍ଥିତ କାର୍ଗିଲରେ ପହଞ୍ଚିବା ପରେ ପିଏମଓଙ୍କ କାର୍ଯ୍ୟାଳୟରୁ ଏହି ସୂଚନା…
Read More...

କାଳୀ ପୂଜା ପାଇଁ ଚଳଚଂଚଳ ହେଉଛି ଶ୍ରୀକ୍ଷେତ୍ର

ଗୋପ /ଜୟନ୍ତ ସେଠୀ : କାଳୀ ପୂଜା କୁ ନେଇ ଚଳଚଂଚଳ ହେଉଛି ଶ୍ରୀକ୍ଷେତ୍ର ପୂରୀ । ବିଶେଷ କରି ପୁରୀ ବାଲି ସାହିରେ ଥିବା ପ୍ରସିଦ୍ଧ ବାଟ କାଳୀ ମନ୍ଦିର ରେ କାଳୀ ପୂଜା ନେଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଚିଂଛି । କାଳୀ ପୂଜା ଦିନ ମା ବାଟ କାଳୀ ଙ୍କ ମହାକାଳୀ ପୂଜା ଅନୁଷ୍ଠିତ ହେବ। ପରମ୍ପରା…
Read More...