Browsing Tag

Repoters Today

୧୩ ଜଣ ଓଏଏସଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର /ହରପ୍ରସାଦ ବିଶୋଇ :୧୩ ଜଣଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି କରାଯାଇଛି । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ତୁଷାରକାନ୍ତ ମହାନ୍ତି, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଏ ଏବଂ ପିଜି ବିଭାଗ ସଚିବ ମନୋଜ କୁମାର ମହାନ୍ତି, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର…
Read More...

ଆଜିଠାରୁ ଆରମ୍ଭ ହେବ ଓଡିଶା ହକି ଫିଭର

ବ୍ୟୁରୋ:ଆଜି କଳିଙ୍ଗ ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ଭାରତ ଓ ନ୍ୟୁଜଲାଣ୍ଡ । ଓଡିଶା ତରଫରୁ ଆୟୋଜିତ ହୋଇଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ – ଲିଗ ର ଚତୁର୍ଥ ସଂସ୍କରଣର ଶୁଭାରମ୍ଭ କରିବେ ଏହି ଦୁଇ ଦଳ । ଏ ନେଇ ଆଜି କଳିଙ୍ଗ ଷ୍ଟାଡିୟମରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାର ମଜା…
Read More...

ଅଜଣା ଶବକୁ ନିଜ କାନ୍ଧରେ ଉଠାଇଲେ ପୋଲିସ କର୍ମଚାରୀ

ମାଲକାନାଗିରି /ସୂର୍ଯ୍ୟକାନ୍ତ ବେହେରା: ମାନବିକତାର ପରିଚୟ ଦେଲେ ଚିତ୍ରକୋଣ୍ଡା ଥାନା ର ପୋଲିସ କର୍ମଚାରୀ । ଏମିତି କିଛି ଦୃଶ୍ୟ ଏବେ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ । ଗତକାଲି ଚିତ୍ରକୋଣ୍ଡା ଥାନାର ଗୃହରକ୍ଷୀ ସୋନୁ ନାଗଙ୍କ ଦେହ ଅସୁସ୍ଥ…
Read More...

ହିଞ୍ଜିଳିକାଟୁରେ ବିଧାନସଭା ସ୍ତରୀୟ ବୈଠକ

ଗଞ୍ଜାମ /ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ମା ଶ୍ୟାମଳାଇ ମନ୍ଦିର କଲ୍ୟାଣମଣ୍ଡପରେ ଆମ୍ ଆଦମୀ ପାର୍ଟିର ହିଞ୍ଜିଳିକାଟୁ ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ବିଧାନସଭା ଇଂଚାର୍ଜ ମିଟୁ ସାବତଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ…
Read More...

ସାଲେପୁର ସରକାରୀ ସ୍କୁଲରୁ ଲୁଟ୍

ସାଲେପୁର/ ତାରାକାନ୍ତ : କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ସାଇଁପଡା ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଗତକାଲି ବିଳମ୍ବିତ ରାତିରେ ବ୍ୟାପକ ଲୁଟ୍ ହୋଇଛି । ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସ୍କୁଲତାଲା ଭାଙ୍ଗି ଗ୍ୟାସଟାଙ୍କି, ଚୁଲା, ଗ୍ରାଇଣ୍ଡର, ପାଣି ମଟର,…
Read More...

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନରେ ସିିଇଓଙ୍କ ପ୍ରେସମିଟ

ଭୁବନେଶ୍ୱର /ହରପ୍ରସାଦ ବିଶୋଇ: ରାଜନୈତିକ ଦଳଗୁଡିକ ବିରୋଧରେ ବହୁତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଛି । ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକଇବା ଭଳି ଅଭିଯୋଗ ହେବାପରେ ସିଇଓ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ସବିଶେଷ ସୂଚନା ଦେଇଛନ୍ତି । ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ…
Read More...

କୋରାପୁଟରେ ସୁରକ୍ଷା ପରିଷଦ ବୈଠକ

କୋରାପୁଟ -ମନୋଜ ଦାସ- ଆଜି କୋରାପୁଟ ସଦ୍ ଭାବନା ସଭାଗୃହ ଠାରେ ଜିଲ୍ଲା ଉପଭୋକ୍ତା ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ କୋରାପୁଟ ଜିଲ୍ଲାରେ ଘଟୁଥିବା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଓ ଅନଲାଇନ ଠକେଇରୁ ଲୋକ କେମିତି…
Read More...

ସଇଁତଲା ବ୍ଲକରେ ରାଧା ଗୋବିନ୍ଦଙ୍କ ପୂଜା ଅର୍ଚ୍ଚନା

ବଲାଙ୍ଗୀର/ ଜଗନ୍ନାଥ ଧରୁଆ :ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଠାରେ ଶ୍ରୀ ରାଧା ଗୋବିନ୍ଦ ପୂଜା ଅନୁଷ୍ଠିତ ହୋଇଯାଇଛି । ସେହି ପରି ଡୁଙ୍ଗୁରିପାଲି ଗିରି ଗୋବର୍ଦ୍ଧନ ପୂଜା ପୀଠରେ ନିକଟସ୍ଥ ଥିବା ବାବୁକେଲ ଗ୍ରାମ ରୁ ଏକ ଶୋଭାଯାତ୍ରା କରି ଶ୍ରୀ ରାଧା…
Read More...

ଭାବାନନ୍ଦ ଗ୍ରାମରୁ ମୃତ ଦେହ ଉଦ୍ଧାର

ହିଞ୍ଜିଳି /ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ପୁରଷତ୍ତମପୁରୁ ଥାନା ଭାବବନ୍ଧ ଗାଁ ନିକଟରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପାଖରେ ଏକ ମୋଟରସାଇକେଲ ପଡିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ତେବେ ଦୁର୍ଘଟଣା ଜନିତ ହେତୁ ମୃତ୍ୟୁବରଣ ହୋଇଥିବା ଅନୁମାନ କରୁଛି ପୋଲିସ ।…
Read More...

ପରଜଙ୍ଗରେ ଟ୍ରଲର ଗାଡି ଅଟକ

ପରଜଙ୍ଗ / ସୁଜିତ୍ ଦଳବେହେରା: ପାରାଦୀପ ରୁ ଅନୁଗୁଳ ଜିଲ୍ଲା ତାଳଚେର ଏଫ୍ ସି ଆଇ କୁ ଯାଉଥିବା ଟ୍ରଲର ଗାଡ଼ିକୁ ପରଜଙ୍ଗ ଡିହୋଡ଼ଲ ଛକ ନିକଟରେ ଅଟକ ରଖିଛନ୍ତି ଗ୍ରାମବାସୀ। ଗତ ରାତିରେ ଜେସିବି ମେସିନ ସାହାଯ୍ୟରେ ରାସ୍ତା ମରାମତି କରୁଥିବା ସମୟରେ ପାଇପ ଲାଇନ ଭାଙ୍ଗିଥିବ। ଓ ଏଲେଟ୍ରି ଲାଇନ…
Read More...