Browsing Tag

Repoters Today

ମହାରାଷ୍ଟ୍ର ଦେଖାଗଲା କୋଭିଡର ନୂଆ ଭାରିଆଣ୍ଟ

ବ୍ୟୁରୋ: କୋଭିଡ ଦୁନିଆରୁ ଯାଇଥଲେ ମଧ୍ୟ ବର୍ତ୍ତମାନ କିଛି ଦେଶରେ ଏହାର ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ବର୍ତ୍ତମାନ ବ୍ରିଟେନରେ ନୂଆ କୋଭିଡ ଭାରିଆଣ୍ଟ EG.୫.୧ ବା ଏରିସ୍ ନାମକ କରୋନା ଭାଇରସ ବୃଦ୍ଧି ଘଟିଛି । ଏହି ନୂଆ ଭାରିଆଣ୍ଟକୁ ନେଇ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି । ରାଜ୍ୟ…
Read More...

ପୋଲିସ ହାତରେ ଲାଗିଲା ଶୁଭଲକ୍ଷ୍ମୀଙ୍କ କଲ ଡିଟେଲ୍ସ ରିପୋର୍ଟ

ଭୂବନେଶ୍ୱର: ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଲା କଲ ଡିଟେଲ ରିପୋର୍ଟ । ଗତ ଦୁଇ ମାସର କଲ ଡିଟେଲ ରିପୋର୍ଟରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ମୃତ୍ୟୁ ପୂର୍ବରୁ କାହା ସହ କଥା ହୋଇଥିଲେ ତାହା ଜାଣିବା ପାଇଁ ସିଡିଆର ରିପୋର୍ଟ ମଗାଇଥିଲା…
Read More...

୧୨ରେ ଆସିପାରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ମୌସୁମି ନିଷ୍କ୍ରିୟ ରହିଛି । ଏହି ନିଷ୍କ୍ରିୟ ମୌସୁମିକୁ ସକ୍ରିୟ କରିବ ଘୂର୍ଣ୍ଣିବଳୟ । କମ ବର୍ଷା ଯୋଗୁଁ ତାପମାତ୍ରା ବୃଦ୍ଧି ଘଟିଛି ଏବଂ ଏହା ଫଳରେ ବିଜୁଳି ଘଡଘଡି ନିମନ୍ତେ ପାଗ ଅନୁକୂଳ ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରାନାଥ…
Read More...

ବିବାଦରେ ଫସିଲା OMG-୨; ଅଭିଯୋଗ ଆଣିଲେ ମହାକାଳଙ୍କ ପୂଜକ

ବ୍ୟୁରୋ: ବିବାଦରେ ଫଶିଲା OMG -୨ା ଟ୍ରେଲର ରଲିଜ ପରେ ଏହାର କିଛି ସିନକୁ ନେଇ ଆପତ୍ତି କରିଛନ୍ତି ମହାକାଳଙ୍କ ପୂଜକ । ଟ୍ରେଲରର ଏକ ଦୃଶ୍ୟରେ ଅକ୍ଷୟ କୁମାରଙ୍କୁ ଶିବଙ୍କ ବେଶ ଭୂଷାରେ ଦେଖିବାକୁ ମିଳିଛି । ସେ ବଜାରରେ ବୁଲି କଚୋରୀ କିଣୁଥିବାର ଦୃଶ୍ୟକୁ ଗ୍ରହଣ କରିପାରୁନାହାଁନ୍ତି…
Read More...

ୱେଷ୍ଟଇଣ୍ଡିଜକୁ ୭ ୱିକେଟ ରେ ପଛରେ ପକାଇ ଜିତିଲା ଟିମ ଇଣ୍ଡିଆ

ବ୍ୟୁରୋ: ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ବିଜୟ । ଏହି ବିଜୟ ଭାରତିୟଙ୍କ ମନରେ ଆଶା ବଢାଇଛି । ୱେଷ୍ଟଇଣ୍ଡିଜକୁ ୱିକେଟରେ ହରାଇ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି ଟିମ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ଜବରଦସ୍ତ ବ୍ୟାଟିଂ ରେ ଏହି ମ୍ୟାଚରେ ଭାରତ ବିଜୟ କରିଛି । ୧୬୦ ଟାର୍ଗେଟ…
Read More...

IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ,ପରିବାର ଲୋକ କଲେ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର: IIT ହାଇଦ୍ରାବାଦରେ ଓଡିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟ ହୋଇଛି । ହଷ୍ଟେଲ ବନ୍ଦ କୋଠରିରୁ ମିଳିଲା ମୃତ ଦେହ । ମୃତ ଛାତ୍ରୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଝିଅ ନମିତା ନାଏକ । ସଂଗାରେଡ୍ଡୀରେ ଥିବା ଆଇଆଇଟି, ହାଇଦ୍ରାବାଦରେ ନମିତା ଏମଟେକ କରୁଥିଲେ ।…
Read More...

ଅଜଣାଗାଡି ଧକ୍କାରେ କଲରାପତିଆ ବାଘର ମୃତ୍ୟୁ

ଭଞ୍ଜନଗର : ଗାଡି ଧକ୍କାରେ କଲରାପତିଆ ବାଘ ମୃତ୍ୟୁ । ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ନିକଟରେ ଗାଡି ଧକ୍କାରେ ବାଘର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାତିରେ ବାଘଟି ରାସ୍ତାରେ ବୁଲୁଥିବା ସମୟରେ ଅଜଣା ଗାଡିର ଧକ୍କାରେ ବାଘଟିର ମୃତ୍ୟୁ ଘଟିଛି । ବନ ବିଭାଗ ଦ୍ୱାରା ବାଘଟିକୁ…
Read More...

ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି , ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରମନ୍ଦିରରେ ହେବ ବନକଲାଗି । ବହୁ ବାଦ ବିବାଦ ପରେ ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ । ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ବନକଲାଗି ନୀତି ଅନୁଷ୍ଠିତ ହେବ । ନୀତି ସମୟରେ ସର୍ବସାଧାରଣ ନିମନ୍ତେ ୪ ଘଣ୍ଟା…
Read More...

କଟକରେ ଫୁଟିଲା ଗୁଳି: ଜଣେ ମୃତ

କଟକ: କଟକରେ ଫୁଟିଲା ଗୁଳି । କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଜଣେ ରଜମିସ୍ତ୍ରୀ ହୋଇଥିବା କୁହାଯାଉଛି । ସେ ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ।…
Read More...

ସ୍ବେଚ୍ଛାସେବୀ ଉଦୀୟମାନ ପକ୍ଷରୁ ବୈରୀ ଥାନାରେ ବୃକ୍ଷ ରୋପଣ 

ବଡଚଣା / ବେଦପ୍ରକାଶ ନାୟକ : ଯାଜପୁର ଜିଲ୍ଲା ବଡଚଣା ଉଦୀୟମାନ ଛତିଆ ଶାଖା ପକ୍ଷରୁ ବୈରୀ ଥାନା ପରିସରରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତିଆ ଶାଖାର ସଭାପତି ବିପିନ ବିଶ୍ୱାଳଙ୍କ ନେତୃତ୍ବରେ ଆୟୋଜିତ ସଚେତନତା କାର୍ୟ୍ୟକ୍ରମରେ ଥାନା ଏସ୍ ଆଇ ଜାହିର ଅବଦିନ୍ ଏହାକୁ…
Read More...