Browsing Tag

Repoters Today

ବିବାହ କରିବେ ତମନ୍ନା

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ତମନ୍ନା । ବର୍ତ୍ତମାନ ବଲିଉଡ ସୁନ୍ଦରୀ ତମନ୍ନାଙ୍କ ବିବାହ ପାଇଁ ି ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ଉଭୟ ବଲିଉଡ ଏବଂ ଦକ୍ଷିଣ ଭାରତୀୟ ସିନେମାର କାମ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ତମନ୍ନା । କିନ୍ତୁ…
Read More...

ଧର୍ମ ପାଇଁ ପ୍ରେମର ହତ୍ୟା

ଉତ୍ତରପ୍ରଦେଶ:ଧର୍ମ ଆଉ ପ୍ରେମ ଯେପରି ଟଙ୍କା ର ଦୁଇ ପାର୍ଶ୍ଵ । ପ୍ରେମ ପାଇଁ ଲୋକ କିଛି ଭି ବଳିଦାନ ଦେଇ ପାରନ୍ତି । କିନ୍ତୁ କେବେ ଧର୍ମ କୁ ଆଗରେ ରଖି ପ୍ରେମକୁ ବଳି ପକେଇବା ହୁଏ ତ ଆପଣ କେବେ ଶୁଣି ନଥିବେ । ଦର୍ଶକବନ୍ଧୁ ଆମେ ଏପରି ଏକ ରୋମ ଟା ଙ୍କୁରା କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ…
Read More...

ରାଇରଙ୍ଗପୁର ରେ ଜିଲ୍ଲାପାଳ ଙ୍କ ଦ୍ୱାରା ଭୋଟର ସହାୟତା କେନ୍ଦ୍ର ଶୁଭ ଉଦଘାଟନ

ରାଇରଙ୍ଗପୁର /  ସତ୍ୟନାରାୟଣ ପାଲ : ବାମନଘାଟି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଦ୍ୱାରା ଭୋଟର ସହାୟତା କେନ୍ଦ୍ର ର ଶୁଭ ଉଦଘାଟନ ହୋଇଯାଇଛି । ଆଗାମୀ 2023 ବର୍ଷ ଜାନୁଆରୀ ମାସ 5 ତାରିଖ ରେ ପ୍ରକାଶିତ ହେବାକୁ ଥିବା  ନୂତନ ଓ ତ୍ରୁଟି ଶୁନ୍ୟ…
Read More...

ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ହେବ ଟୋକା ଲଢେଇ

ପଦ୍ମପୁର/ହରପ୍ରସାଦ ବିଶୋୟୀ: ବିଜେଡିର ରୁଦ୍ର ବନାମ ବିଜେପିର ସୂର୍ୟ୍ୟ ପଦ୍ମପୁର ଉପନିର୍ବାଚନ ଏଥର ବିଭିନ୍ନ ଦୃଷ୍ଟିରୁ ନିଆରା ହେବ। କାରଣ ଏଥର ଏହି ନିର୍ବାଚନ ଯୁଦ୍ଧରେ ଦୁଇ ଟୋକା ମଧ୍ୟରେ ହେବ ଲଢେଇ। ସେମାନେ ହେଲେ ରୁଦ୍ର ଆଉ ସୂର୍ୟ୍ୟ। ଅର୍ଥାତ ଏଥର ପଦ୍ମପୁରରେ ବିଜେଡି ତରଫରୁ ଯୁବ…
Read More...

ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାର୍ତ୍ତା

ଭୁବନେଶ୍ୱର/ହରପ୍ରସାଦ ବିଷୋୟୀ: ସାରା ବିଶ୍ୱ ଶିଶୁଙ୍କ ପାଇଁ ଚିନ୍ତିତ । କାରଣ ବିଭିନ୍ନ କାରଣରୁ ସେମାନେ ସ୍କୁଲ ଆସି ପାରୁନାହାନ୍ତି । କେଉଁଠି ଅଭିଭାବକଙ୍କ କାରଣରୁ ତ ଆଉ କେଉଁ କାରଣରୁ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ରହିଛି ଯେ ସବୁବେଳେ ପିଲା ସ୍କୁଲ ଆସିବେ । ଆମେ…
Read More...

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଉପରେ ଗବେଷଣା କରି ପିଏଚଡି ହାସଲ କଲେ ଛାତ୍ରୀ

ପୁରୀ/ଜୟନ୍ତ କୁମାର ସେଠୀ: ରାଜସ୍ଥାନ ର ଜଣେ ଛାତ୍ରୀ ଆନ୍ତର୍ଜାତିକ ଖ୍ୟାତସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ଜୀବନ ଓ ତାଙ୍କ ବାଲୁକା କଳା ଉପରେ ଗବେଷଣା କରି ପିଏଚଡ଼ି ହାସଲ କରିଛନ୍ତି। ଛାତ୍ରୀ ଜଣକ ନେଇଛନ୍ତି କୋମଳ ପ୍ରଜାପତ। କୋମଳ ରାଜସ୍ଥାନ ର ଉଦୟପୁର ଭୂପାଲ ନୋବେଲସ…
Read More...

ଇନ୍ସୁରାନ୍ସ କରି ଜୀବନ ସୁରକ୍ଷା କରନ୍ତୁ

ସାଲେପୁର / ଜ୍ୟୋସ୍ନା ରାଣୀ ସିଂହ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପଞ୍ଚାୟତ ଅଧିନସ୍ଥ ୟୁକୋ ବ୍ୟାଙ୍କ ଓରତି ଶାଖା ତରଫରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ସ୍ଥାନୀୟ କୈଳାସ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭାରତ…
Read More...

ଅପପୃଷ୍ଟି ଓ ରକ୍ତହୀନତାରେ ରୋକ ଲାଗିବ

ହରିଚନ୍ଦନପୁର/ପରେଶ କୁମାର ସେଠୀ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓସ୍କା ଆୟୋଜକ ଓ ଆଜିମ ପ୍ରେମଜି ଫାଉଣ୍ଡେସନ ସହଯୋଗରେ ପୃଷ୍ଟିକର ବିକାଶ ସାଧନ ନିମନ୍ତେ ବ୍ଲକ ସ୍ତରୀୟ ପଞ୍ଚାୟତ ପ୍ରତିନିଧି…
Read More...

ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର/ଆଶିଷ କୁମାର ରାଉତ : ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ ହୋଯାଇଛି। ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଚଳିତ ମାସ ୧୦ ରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ୟ୍ୟକ୍ରମ ଆଜି…
Read More...

ଗୁଜୁରାଟର ନିର୍ବାଚନୀ ଇସ୍ତାହାର

ଗୁଜରାଟ:ଗୁଜରାଟ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ନିର୍ବାଚନ ଇସ୍ତାହାର ଘୋଷଣା ।ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣାପତ୍ର ଜାରି କରିଛନ୍ତି ।ଏହି ନିର୍ବାଚନ ଇସ୍ତହାରରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରିବା ସହିତ ୧୦ ଲକ୍ଷ ଚାକିରି ପ୍ରତିଶୃତି ଦେଇଛି ଦଳ । ଏହା ସହ…
Read More...