Browsing Tag

Repoters Today

ଫିଫା ବିଶ୍ୱକପ୍ ୨୦୨୨; କତରରେ ପହଞ୍ଚି ଷ୍ଟେଜ ପଫୋରମାନ୍ସ ପାଇଁ ପ୍ରସ୍ତୁତ ହେଲେ ନୋରା

ବ୍ୟୁରୋ: କତରରେ ପହଞ୍ଚିଲେ ନୋରା ଫତେଇ । କତରରେ ଚାଲିଥିବା ଫିପା ବିଶ୍ୱକପ୍ ୨୦୨୨ରେ ନୃତ୍ୟଶିଳ୍ପୀ ନୋରା ଏକ ଷ୍ଟେଜ ପରଫୋମାନ୍ସ ଦେବା ପାଇଁ ସମ୍ପୁନ୍ନ ପ୍ରସୁତି ସହ କାତାର ରେ ପହଞ୍ଚିଛନ୍ତି । ନଭେମ୍ବର ୨୯ତଥା ମଙ୍ଗଳବାର ରେ ବିଶ୍ୱକପ୍ ଫ୍ୟାନ ଫେଷ୍ଟିଭାଲରେ ପରଫୋମାନ୍ସ କରିବେ ନୋରା ।…
Read More...

ହିଞ୍ଜିଳିର ମିଶନ ଶକ୍ତି ରଣ ମେଳାରେ ଅତ୍ୟାଧିକ ଭିଡ ଯୋଗୁଁ ସୃଷ୍ଟି ହେଲା ଭୟଙ୍କର ପରିସ୍ଥିତି

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ମିଶନ ଶକ୍ତି ଋଣ ମେଳାକୁ ଆସିଥିବା ଅଧିକାଂଶ ମହିଳା ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ମହିଳା ଋଣ ମେଳାରେ ଯୋଗଦେବା ପାଇଁ ଆସିଥିବା ବେଳେ ପ୍ରଶାସନ ପକ୍ଷରୁ ସଭା ସ୍ଥଳରେ ମାତ୍ର ତିନି ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା…
Read More...

ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ସଭାପତି ହେବେ ପିଟି ଉଷା

ନୂଆଦିଲ୍ଲୀ: ନିକଟରେ ଭାରତୀୟ ଅଲମ୍ପିକ ସଂଘର ସଭାପତି ନିର୍ବାଚନ ହେବାକୁ ଯାଉଛି । ଏଥିରେ ପ୍ରଥମ ମହିଳା ସଭାପତି ହେବାକୁ ଯାଉଛନ୍ତି ପିଟି ଉଷା । ସୁଚନାମୁତାବକ, ୧୦ ଡିସେମ୍ବରରେ ନିର୍ମାଚନ ହେବାକୁ ଯାଉଛି ଗତକାଲି ତଥା ୨୭ ନଭେମ୍ବର ଦିନ ନାମାଙ୍କ ଭରିବାର ଶେଷ ଦିନ ଥିଲା । କିନ୍ତୁ ଅନ୍ୟ…
Read More...

ଶିକ୍ଷକ ପ୍ରସଙ୍ଗ ନେଇ ଗୃହରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ

ଭୁବନେଶ୍ୱର: ଶିକ୍ଷକ ପ୍ରସଙ୍ଗ ନେଇ ଗୃହ ରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ ରଖିଛନ୍ତି । ତେବେ ବିଧାୟକ ଶତପଥୀ କହିବା ମୁତାବକ, ନବୀନ ପଟ୍ଟନାୟକଙ୍କ ସରକାର ଶିକ୍ଷକଙ୍କ ଉପରେ ଅନେକ ଗୁଡିଏ ନିଷ୍ପତ୍ତି ନେଇଛନ୍ତି । ଏପରିକି ଠିକା ନିଯୁକ୍ତିକୁ ଉଚ୍ଛେଦ କରାଯାଇଛି । ଆମେ…
Read More...

ଚନ୍ଦନପୁର ବଜାରରେ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ

ପୁରୀ/ ଜୟନ୍ତ କୁମାର ସେଠି:ଚନ୍ଦନପୁର ବଜାରରେ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଭୟଙ୍କର ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ସଟ ସର୍କିଟ ଦ୍ୱାରା ଦୁଇଟି କ୍ୟାବିନ ଜଳି ଯାଇଛି । ତେବେ ନିଆଁ ଲାଗି ଜଳିଯାଇଥିବା କ୍ୟାବିନ ସ୍ଥାନୀୟ ବାସିନ୍ଦା ମନ୍ୁ ଜେନାଙ୍କର ଟିଭି ଦୋକାନ ,ପ୍ରସନ୍ନ…
Read More...

ରାଇଘର ଠାରେ ଜାତୀୟ ସମ୍ବିଧାନ ଦିବସ ଧୁମଧାମରେ ପାଳନ କଲେ ଅଞ୍ଚଳବାସୀ

ରାଇଘର/ଲଳିତ ସୁନାନୀ:ରାଇଘର ଠାରେ "ଜାତୀୟ ସମ୍ବିଧାନ ଦିବସ ପାଳିତ"ସ୍ଥାନୀୟ ଭୀମ ଆର୍ମି କମିଟି ଆନୁକୂଲ୍ୟ ରେ, "ଜାତୀୟ ସମ୍ବିଧାନ ଦିବସ" ପାଳିତ ହୋଇଛି । ରାଇଘର ଛକ ଠାରେ ଥିବା ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଦେଇ ସମ୍ବିଧାନ ପ୍ରଣେତା ଡ଼ଃ ଭୀମରାଓ ଆମ୍ବେଦକର…
Read More...

ପୁରୀ-କେଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବେଳାଭୂମିରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ପୁରୀ/ ଜୟନ୍ତ କୁମାର ସେଠି: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ମୃତ ଦେହ ପଡିଥିବା ଉଦ୍ଧାର ହୋଇଚି। ମୃତ ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ମେରାଇନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀ ଜଣକ…
Read More...

ବିଧାନସଭାରେ ପାରିତ ହେଲା ଓଡିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨; ଓଡିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ କାର୍ଯ୍ୟକାରୀ…

ଭୁବନେଶ୍ୱର:ବିଧାନସଭାରେ ପାରିତ ହେଲା ଓଡ଼ିଶା ଅଗ୍ନିଶମ ସଂଶୋଧନ ବିଲ୍ ୨୦୨୨। ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ପ୍ରଣୟନ ହୋଇ କାର୍ୟ୍ୟକାରୀ ହୋଇଆସୁଛି। ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ ସୁରକ୍ଷା…
Read More...

ଶ୍ୱଶୁର ହୋଇ ନିଭାଇଲେ ବାପାର କର୍ତ୍ତବ୍ୟ; ବିଧବା ବୋହୂକୁ ପୁଅର ସାଙ୍ଗ ସହ ବିବାହ କରାଇଲେ

ପଶ୍ଚିମବଙ୍ଗ: କଥାରେ ଅଛି ଶ୍ୱଶୁର ବାପା ସମାନ ଅଟନ୍ତି । କିନ୍ତୁ ଏହି କଥାଟା ଖୁବ୍ କମ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଏହି କଥାଟି ସତ କରି ଦେଖାଇଛନ୍ତି ଜଣେ ବ୍ୟକ୍ତି । ସେହି ବ୍ୟକ୍ତି ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଆସେନ ସୋଲ ଜିଲ୍ଳା ଜାମୁରିଆରର କିଶୋର…
Read More...

ଶ୍ରୀମନ୍ଦିର ପ୍ରକଳ୍ପ ତଦାରଖ କଲେ ସଚିବ ଭି.କେ ପାଣ୍ଡିଆନ୍

ପୁରୀ: ଶ୍ରୀମନ୍ଦିର ପ୍ରକଳ୍ପ ତଦାରଖ ପାଇଁ ପୁରୀରେ ପହଞ୍ଚିଛନ୍ତି  5T ସଚିବ ଭି.କେ ପାଣ୍ଡିଆନ୍ । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଛନ୍ତି । ସୂଚନାମୁତାବକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥାର…
Read More...