Browsing Tag

Repoters Today

ପଦ୍ମପୁର ଉପନିର୍ବାଚନ; ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ

ପଦ୍ମପୁର: ମତଦାନ ଦାନ ପାଇଁ ଆଉ ତିନି ଘଣ୍ଟା ବାକି ରହିଛି । ଏ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁରରେ ମତଦାନ ଚାଲିଛି । ସକାଳେ ୮ ଟି ଇଭିଏମ ରେ ତ୍ରୁଟି ଦେଖା ଦେଇଥିବା ବେଳେ ଏହାରି ଭିତରେ ଆଉ ୩ ଟି ବୁଥ ରେ ମାଇନର ତ୍ରୁଟି ଦେଖା ଦେଇଥିଲା ତାକୁ ବଦଳାଯାଇଛି । ଦିନ ୧ ଟା ସୁଦ୍ଧା…
Read More...

ପଦ୍ମପୁରରେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମତଦାନ; ସକାଳ ୯ ଟା ସୁଦ୍ଧା ୮.୫୦ ପ୍ରତିଶତ ମତଦାନ

ପଦ୍ମପୁର: ପଦ୍ମପୁରରେ ଜାରି ରହିଛି ମତଦାନ । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ୧୨ ଜଣ ଜୋର୍ଣ୍ଣାଲ ମାଜିଷ୍ଟ୍ରେଟ,୩୬ ସେକ୍ଟର ଅଫିସର, ୪୫ମୋବାଇଲ ପୋଲିସ ପାର୍ଟି ତନଖି କରୁଛନ୍ତି । ମକ ପୋଲ ସମୟର ୪ ଟି ବୁଥ , ମତଦାନ ସମୟରେ ୪ ଟା ବୁଥର ଇଭିଏମ ତ୍ରୁଟି ହୋଇଥିଲା । ବର୍ତ୍ତମାନ୍ ସୁଦ୍ଧା ୪…
Read More...

ପଦ୍ମପୁର ଉପନିର୍ବାଚନ; ଭୋଟ ଦେଉଛନ୍ତି ପଦ୍ମପୁରବାସୀ

ପଦ୍ମପୁର: ଆଜି ପଦ୍ମପୁର ଉପନିର୍ବାଚନ ପାଇଁ କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି । ଆଜି ସକାଳ ୭ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ଏହି ଉପନିର୍ବାଚନ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ଟି ବ୍ଲକର ମୋଟ…
Read More...

ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ ସ୍ୱପ୍ନ ନୁହେଁ ବର୍ତ୍ତମାନ ଏହା ବାସ୍ତବ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: 'ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ' ଆଉ ସ୍ୱପ୍ନ ନୁହେଁଏହା ବର୍ତ୍ତମାନ ଏକ ବାସ୍ତବତା । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଓଡିଶାର ପରିବର୍ତ୍ତନ ପଦକ୍ଷେପ ନକ୍ଷତ୍ର ଫଳାଫଳ ପ୍ରଦାନ କରିଛି। ଆଜି, ଆମର ସରକାରୀ ବିଦ୍ୟାଳୟଗୁଡ଼ିକ ବହୁ ଖୋଜା ଯାଇଥିବା ବିଦ୍ୟାଳୟ, ସମଗ୍ର ଦେଶରେ…
Read More...

ପଦ୍ମପୁର ଉପନିର୍ବାଚନ; ପ୍ରଚାରର ଶେଷ ଦିନରେ ଜନସମର୍ଥନକୁ ନିଜ ସପକ୍ଷକୁ ନେବା ପାଇଁ କାମ୍ପେନକୁ ଜୋରଦାର କରିଛନ୍ତି ସବୁ…

ପଦ୍ମପୁର:ପଦ୍ମପୁରରେ କମ୍ପୁଛି ପ୍ରଚାର । ପଦ୍ମପୁର ଉପନିର୍ବାଚନର ଆଜି ହେଉଛି ଶେଷ ଦିନ । ଏ ନେଇ ରାଜନୈତିକ ଦଳଗୁଡିକ ପ୍ରଚାର ଜୋରଦାର କରିଛନ୍ତି । ସନ୍ଧ୍ୟ ୫ଟା ପର୍ଯ୍ୟନ୍ତ କାମ୍ପେନ କରିପାରିବେ ପ୍ରାର୍ଥୀ । ଶେଷ ଦିନରେ କେଉଁ ଦଳ କେତେ ମାତ୍ରାରେ ପଦ୍ମପୁର ବାସୀଙ୍କୁ ନିଜ ସପକ୍ଷକୁ ନେଇ…
Read More...

ପଦ୍ମପୁର ଉପନିର୍ବାଚନ; ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ନବୀନ

ପଦ୍ମପୁର: ପଦ୍ମପୁର ମାଟିରେ ପାଦ ରଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବର୍ଷା ସିଂ ବରିହାଙ୍କ ପାଇଁ ପଚାର କରିବେ ମୁଖ୍ୟମନ୍ତ୍ରୀ ।ତେବେ ଆଜି କଂଗ୍ରେସ ଏବଂ ବିଜେପିକୁ ମାତ ଦେବାପାଇଁ ବିଜେଡି ସୁପ୍ରିମୋ କରିବେ ନିର୍ବାଚନ ପ୍ରଚାର । ପାଇକମାଳ, ଝାରବନ୍ଧ ଆଉ ପଦ୍ମପୁରରେ ଆଜି ହେବ…
Read More...

କିଟକୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: କିଟକୁ ମିଳିଲା ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ…
Read More...

ଆଉ ମାସେ ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ଭୁବନେଶ୍ୱର: ଗତ କିଛି ଦିନ ହେବ ନମ୍ବର ପ୍ଲେଟ୍ ପରିବର୍ତ୍ତନକୁ ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ଏ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ବର୍ତ୍ତମାନ ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ୧,୨,୩,୪ ନମ୍ବର ପାଇଁ ଆଉ ମାସେ ସମୟସୀମା ବୃଦ୍ଧି କରାଯାଇଛି ।…
Read More...

ପଦ୍ମପୁର ଉପନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ; ତର୍ଜମା କଲେ ସିଇଓ

ପଦ୍ମପୁର: ନିକଟରେ ହେବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ । ଉପନିର୍ବାଚନକୁ ଛଅ ଦିନ ରହିଥିବା ବେଳେ ପଦ୍ମପୁରରେ ନର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ତର୍ଜମା ଅରମ୍ଭ କରିଛନ୍ତି ସିଇଓ । ପଦ୍ମପୁର ଉପନିର୍ବାଚନ ପାଇଁ କିପରି ଚାଲିଛି ଏ ନେଇ ଗ୍ରାଉଣ୍ଡ ଜିରୋରେ…
Read More...

ଆନ୍ଦୋଳନରେ ଯୋଗ ଦେବାକୁ ରାଜଧାନୀ ଆସୁଥିଲେ ଶିକ୍ଷକ, ଅଧାବାଟରେ ଚାଲିଗଲା ଜୀବନ

ନୟାଗଡ:ଆନ୍ଦୋଳରେ ଯୋଗ ଦେବା ପାଇଁ ଆସୁଥିଲେ ଶିକ୍ଷକ । ଅନ୍ଦୋଳନରେ ଅନ୍ୟ ସାଥୀଙ୍କ ସହ ମିଶି ନିଜର ଦାବି ସରକାରଙ୍କ ନିକଟରେ ଜଣାଇଥାନ୍ତେ । ହେଲେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ମୃତ ଶିକ୍ଷକ ହେଉଛନ୍ତି ଅମର ଚାନ୍ଦ । ତେବେ ମୃତ ବ୍ୟକ୍ତି ଅମର…
Read More...