Browsing Tag

#REPOTERS TOADY

ମଣିପୁରର ଆଉ ଏକ ଭୟାନକ ଘଟଣା: ଗଣମାଧ୍ୟମରେ ପ୍ରଶାରିତ ହେଉଛି କଟାମୁଣ୍ଡ ଭିଡିଓ

ନୁଆଁଦିଲ୍ଲୀ: ମଣିପୁରର ‘କୁକି’ ସମ୍ପ୍ରଦାୟର ୨ମହିଳାଙ୍କୁ ଉଲଗ୍ନକରି ବାଟରେ ଚଲାଇବା ଭିଡିଓ ଭାଇରାଲ ହେବାର ଗୋଟିଏ ଦିନପରେ ଏବେ ପୁଣି ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି ‘କୁକି’ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ କଟାମୁଣ୍ଡ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କଥା ‘ଇଣ୍ଡିଆ…
Read More...

ଚନ୍ଦକା ବାରଙ୍ଗ ରାସ୍ତାରେ କାର-ଟ୍ରକ ମୁହାଁମୁହିଁ ଧକ୍କା; ଜଣେ ମୃତ

ଭୁବନେଶ୍ୱର: କାର-ଟ୍ରକ୍ ମୁହାଁମୁହିଁ ଧକ୍କା। ଚନ୍ଦକା ବାରଙ୍ଗ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଚନ୍ଦକା ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି। ବାରଙ୍ଗ ଚନ୍ଦକା ମଝି ରାସ୍ତାରେ ମର୍ମନ୍ତୁଦ ସଡ଼କ…
Read More...

ଗୋଟିଏ ଥାଳିରୁ ଡିନର କଲେ ସିଂହ ଓ ମହିଳା

ଭୂବନେଶ୍ୱର:ସୋସିଆଲ ମିଡିଆ ଜଗତର ନିଆରା କଥା ପ୍ରତିଦନ ଦେଖିବାକୁ ମିଳୁଛି କିଛି ନୁଆଁ ଘଟଣା ଏବଂ ଅନକେ ଅଜବ ଗୁଜବ ତଥ୍ୟ । ହେଲେ କେବେ ଭାବିଛନ୍ତି ଜଙ୍ଗଲର ରାଜା ସିଂହ ସହ ଏକ ସାଧାରଣ ମହିଳା ବସି ଚିକେନ ଖାଉଥିବେ । ଶୁଣିକି ନଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହିଭଳି ଏକ ଭିଡିଓ ସୋସିଆଲ…
Read More...

ବିଶେଶ୍ୱର ବସ୍ତିରୁ ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ କଲା ଅବକାରୀ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ମାରାଥନ ରେଡ଼ । ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ । ଭୁବନେଶ୍ୱର ବିଶେଶ୍ୱର ବସ୍ତିରୁ ଆଜି ବିପୁଳ ପରିମାଣର ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ଜବତ ହୋଇଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୫ ହଜାର ଗଞ୍ଜେଇ ସିଗାରେଟ…
Read More...

ଆସନ୍ତା  ୨୫ରୁ ରଷ୍ଟ୍ରପତିଙ୍କ ୩ ଦିନିଆ ଓଡିଶା ଗସ୍ତ, ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବଙ୍କ…

ଭୁବନେଶ୍ୱର: ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।୨୫ ତାରିଖରୁ ୩ ଦିନିଆ ଓଡିଶା  ଗସ୍ତରେ ଆସିବେ ରଷ୍ଟ୍ରପତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟ ସଚିବଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତଚ ହୋଇଛି । ଗତ ମେ ମାସରେ ମହାମହିମ ରାଷ୍ଟ୍ରପତି…
Read More...

ପ୍ରଥମ ମ୍ୟାଚରେ ଶତକ ମାରିଲେ ଜୟସ୍ବାଲ୍

ଭୁୁବନେଶ୍ୱର: କୁହାଯାଏ ଯେ ଯଦି ଜଣେ ବ୍ୟକ୍ତିର ପ୍ରତିଭା ଥାଏ, ତେବେ ସଫଳତା ସ୍ୱୟଂଚାଳିତ ଭାବରେ ତାଙ୍କ ପାଦକୁ ଚୁମ୍ବନ କରେ । ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୟସୱାଲ ଏହି କଥାକୁ ପ୍ରମାଣ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଭୂମିରେ ଯଶସ୍ବୀ ଡେବ୍ୟୁ ମ୍ୟାଚରେ ଏକ ଶତକ ହାସଲ କରିଛନ୍ତି ।…
Read More...

ରାୟଗଡ ଜିଲ୍ଲାର ଦୁଃଖ ପାଲଟିଛି ନାଗାବଳୀ ନଦୀ

ରାୟଗଡ/ମନୋଜ ସାହୁ:ରାୟଗଡ ଜିଲ୍ଲାର ଦୁଃଖ ପାଲଟିଛି ନାଗାବଳୀ ନଦୀ । ପ୍ରତିବର୍ଷ ବର୍ଷା ଦିନ ଆସିଲେ ନଦୀ କୁଳିଆ ଗାଁ ଗୁଡିକ ଭୟଭୀତ ହୋଇ ଦିନ କାଟିଥାନ୍ତି ।ନଦୀ କୂଳ ଖାଇବା ସହ ମାଟି ଅତଡ଼ା ଖସିବା ଯୋଗୁ ନାଗାବଳୀ ନଦୀ କୂଳରେ ବସବାସ କରୁଥିବା ଗ୍ରାମବାସୀ ଭଗବାନଙ୍କ ଭରସାରେ ଦିନ କଟିଥାନ୍ତି…
Read More...

କାଶ୍ମୀରରେ ପେଟ୍ରୋଲ ଅଭାବ; ପ୍ରବଳ ବର୍ଷା ପାଇଁ ଜାତୀୟ ରାଜପଥ ପ୍ରଭାବିତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହୋଇଛି। ଯେଉଁଥିପାଇଁ କାଶ୍ମୀରର ଲୋକଙ୍କ ଜୀବନ ବିଶୃଙ୍ଖଳିତ ହୋଇଛି। ହଠାତ୍ ବନ୍ୟା ଯୋଗୁଁ ଜାତୀୟ ରାଜପଥ ଜାମ୍ ହୋଇଯାଇଥିଲା ଏବଂ ଅନେକ ସ୍ଥାନରେ ଏହି ବନ୍ୟାରେ ରାଜପଥର କିଛି ଅଂଶ ଧୋଇ ହୋଇଯାଇଥିଲା। ଏହା ପରେ, ବର୍ତ୍ତମାନ…
Read More...

୨୪ ଘଣ୍ଟା ମଧ୍ୟରେ ୫ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି; ଅଧିକାରୀମାନେ କହିଲେ କାରଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଅମରନାଥ ଯାତ୍ରା ଆରମ୍ଭରୁ ଅନେକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ପାଞ୍ଚ ଜଣ ଅମରନାଥ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସହିତ ଚଳିତ ବର୍ଷର ଅମରନାଥ ଯାତ୍ରାରେ ମୃତ୍ୟୁ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି। ପ୍ରାକୃତିକ କାରଣରୁ ମୃତ୍ୟୁ ମଧ୍ୟରେ,…
Read More...

ଆସନ୍ତାକାଲି ଫ୍ରାନ୍ସ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜୁଲାଇ ୧୩ ରୁ ତିନି ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଫ୍ରାନ୍ସ ଏବଂ ପରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କୁ ସରକାରୀ ଗସ୍ତରେ ଯିବେ। ଏହି ଗସ୍ତର ପ୍ରଥମ ପର୍ୟ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୩ ଏବଂ ୧୪ ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ…
Read More...