Browsing Tag

repotars today

ସିଂଲା ଥାନା ରେ ନୂତନ ଥାନାଅଧିକାରୀଙ୍କ ଯୋଗଦାନ

ବାଲେଶ୍ଵର / ଅଜିତ କୁମାର ସାହୁ :ଦୀର୍ଘ ଦିନ ବ୍ୟବଧାନ ପରେ ଥାନାରେ ନୂତନ ଅଧିକାରି । ବାଲେଶ୍ଵର ଜିଲ୍ଲା ସିଂଲା ଥାନା ରେ ଦୀର୍ଘ ଦିନ ବ୍ୟବଧାନ ପରେ ନୂତନ ଥାନାଧିକାରୀ ଭାବରେ ଯୋଗ ଦେଇଛନ୍ତି ଇନିସପେକ୍ଟର ଶିବ ପ୍ରସାଦ ଭଦ୍ରା । ଏହା ପୂର୍ବରୁ ଶ୍ରୀ ଭଦ୍ରା ଜଳେଶ୍ୱର ଥାନାରେ ଆଡିସନାଲ ଆଇ ସି…
Read More...

ପୂର୍ବତନ ମାଓବାଦୀକୁ ଆନ୍ଦ୍ରପ୍ରଦେଶରୁ ଗିରଫ କଲା ମାଲକାନଗିରି ପୋଲିସ

ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ ଜଣେ ପୂର୍ବତନ ମାଓବାଦୀ କୁ ଗିରଫ କରିଛି ମାଲକାନଗିରି ପୋଲିସ । ପୂର୍ବରୁ ସେ ମାଲକାନଗିରି ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣା ଅପହରଣ ମାମଲାରେ ଗିରଫ ହୋଇଥିବା ବେଳେ ସେ ଜାମିନ ରେ ଆସି…
Read More...

ଏପ୍ରିଲ ୧୮ରେ ସମଲିଙ୍ଗୀ ବିବାହ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏପ୍ରିଲ ୧୮ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣିହେବ । ଏହି ମାମଲା ସାଧାରଣ ଲୋକଙ୍କ ସହ ଜଡିତ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଏହାକୁ ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି…
Read More...

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର

ରାଇରଙ୍ଗପୁର/ ସତ୍ୟାନାରୟଣ ପାଳ: ମୟୂରଭଞ୍ଜ ଜିଲ୍ଲା ଶାଖା ତରଫରୁ ଜିଲ୍ଲାସ୍ତରୀୟ ରାଇରଙ୍ଗପୁର କଲ୍ୟାଣ ମଣ୍ଡପ ପରିସରରେ ହ୍ୟୁମାନ ରାଇଟସ ଫ୍ରଣ୍ଟ ଇଣ୍ଡିଆ, ମାନବାଧିକାର ତାଲିମ ଶିବିର କାର୍ୟ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଝାଡ଼ଖଣ୍ଡ…
Read More...

FIH ପ୍ରୋଲିଗରେ ବଡ଼ ଟକ୍କର; ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ରାଉରକେଲା: ମୁହାଁ ମୁହିଁ ହେଲେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ଭାରତ । ରାଉରକେଲା ସ୍ଥିତ ବିର୍ସା ମୁଣ୍ଡାଷ୍ଟାଡିୟମରେ ଖେଳାଯାଇଛି । ଯାଇଛି । ହକି ପ୍ରୋ-ଲିଗ୍ରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଶ୍ ଆକର୍ଷଣୀୟ ରହିଥିଲା। ଖେଳର ମଧ୍ୟାନ୍ତର ଶେଷ ସୁଦ୍ଧା ଭାରତ ସ୍କୋର୍କୁ ୪-୧ରେ ରଖିଥିବା ବେଳେ…
Read More...

ବିରାଟଙ୍କ ଆଉ ଏକ ଶତକ

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଟେଷ୍ଟ ମ୍ୟାଚ ଖେଳାଯାଉଥିବା ବେଳେ ଆଜି ଶତକ ହାସଲ କରିଛନ୍ତି ବିରାଟ କୋହଲି । ସେ ୨୪୧ଟି ବଲରୁ ୫ଟି ଚୌକା ସହାୟତାରେ ଶତକ ହାସଲ କରିଛନ୍ତି । ଏହା ସହିତ ଆନ୍ତରର୍ଜାତୀୟ କ୍ରିକେଟରେ ସେ ୭୫ତମ ସତକ ହାସଲ…
Read More...

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଗଜପତି / ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇ ଯାଇଛି ।ଏହି କାର୍ୟ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଯାଇଛି।…
Read More...

ବିଦ୍ୟୁତ୍ କାର୍ୟ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା

ସାଲେପୁର / ତାରାକାନ୍ତ ନାୟକ : ବିଦ୍ୟୁତ୍ ସବ ଡିଭିଜନ କାର୍ୟ୍ୟାଳୟ ସମ୍ମୁଖରେ ଠିକା କର୍ମଚାରୀଙ୍କ ଧାରଣା । କଟକ ଜିଲ୍ଲା ସାଲେପୁର ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ପକ୍ଷରୁ ଆଜି ସାଲେପୁର ବିଦ୍ୟୁତ୍ ଡିଭିଜନ ଅଧୀନରେ କାର୍ୟ୍ୟରତ ଠିକା କର୍ମଚାରୀମାନେ ୯ ଦଫା ସମ୍ବଳିତ ଦାବିକୁ ନେଇ…
Read More...

ଶ୍ରୀ ଶ୍ରୀ ମଞ୍ଚେଶ୍ଵର ମହାଦେବଙ୍କ ମେଳଣ, ଯୋଗ ଦେଲେ ୨୭ ଗୋଟି ବିଭାନ

ସାଲେପୁର : କଟକ ଜିଲ୍ଲା ସାଲେପୁର ଅଞ୍ଚଳ ରେ ଦୋଳ ଉତ୍ସବ ଶାନ୍ତି ଶୃଙ୍ଖଳା ର ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରସିଦ୍ଧ ଚାଟେଶ୍ୱର ମେଳଣ, ପୁରୁଷୋତ୍ତମପୁର ଦାଣ୍ଡ ମେଳଣ, ମନୋହର ପୁର ମେଳଣ ସମେତ ଅଞ୍ଚଳର ବହୁ ସ୍ଥାନରେ ବିମାନ ମେଳଣ ଉତ୍ସବରେ ଶ୍ରଦ୍ଧାଳୁ ଓ ଜନ ସାଧାରଣଙ୍କ ଭିଡ ପରିଲକ୍ଷିତ…
Read More...

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ୟ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ/ ରଜନୀକାନ୍ତ ପାତ୍ର :ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫ ରୁ ସାନ ଖେମୁଣ୍ଡି ବ୍ଲକ ପୋଡାମାରୀ ଚୈତନ୍ୟ ବିଦ୍ୟା ପୀଠରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ୟ୍ୟକ୍ରମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଅଛି। ପୋଡ଼ାମାରି ସ୍ଵାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମୀରାବାଇ ପଣ୍ଡା ପାୱାର…
Read More...