ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ
କଟକ: ଆସନ୍ତା ୨୬ ତାରିଖରେ ପ୍ରକାଣ ପାଇବ ମାଟ୍ରିକ ପରୀକ୍ଷା ଫଳ । ଆସନ୍ତା ରବିବାର ସକାଳ ସାଢେ ୧୦ ଟାରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି । ଏ ନେଇ ଅଧିକ ବିବରଣୀ ପ୍ରଦାନ କରିଛନ୍ତି ବୋର୍ଡ ଉପ-…
Read More...
Read More...