Browsing Tag

reporterstoday

ହିନ୍ଦୋଳ ଅମଲା ସଙ୍ଘ ପକ୍ଷରୁ ସାମୁହିକ ଛୁଟି ଦରଖାସ୍ତ

ହିନ୍ଦୋଳ(ଗୌତମ ମୁଦୁଲି)ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ୍ତ ଅମଲା ମାନଙ୍କ ଦାବିପୂରଣ କରିବାରେ ରାଜ୍ୟସରକାର ବିଫଳ ହେବାରୁ ସାମୁହିକ ଛୁଟିରେ ଯିବାକୁ ଦରଖାସ୍ତ କରିଛନ୍ତି।ଗତ ୨୨/୬/୨୦୨୫ରେ ରାଜ୍ୟ ରେଡ଼କ୍ରସ ଭବନରେ ଆୟୋଜିତ ରାଜ୍ୟ ଅମଲା ସଂଘ ରାଜ୍ୟ…
Read More...

ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ପୁଣି ଆଉ ଏକ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରଣ ଆଣିଲେ ସାଇ ସ୍ୱରୂପ । ଅହମଦାବାଦରେ ଆୟୋଜିତ ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ଯୁବ ସନ୍ତରଣକାରୀ ସାଇ ସ୍ୱରୂପ ସ୍ୱାଇଁ ଚମତ୍କାର ପ୍ରଦର୍ଶନ କରି ୨ ସ୍ୱର୍ଣ୍ଣ ଓ କାଂସ୍ୟ ପଦ୍କ ଜିତିଛନ୍ତି ।…
Read More...

କଲେଜ ରୁ କ୍ରୀଡା ପ୍ରତିଭା ଖୋଜିବେ ସରକାର

ରିପୋର୍ଟର୍ସ ବ୍ୟୁରୋ ; କଲେଜରୁ କ୍ରୀଡା ପ୍ରତିଭା ଖୋଜିବେ ସରକାର । ଯୁକ୍ତ ଦୁଇ କଲେଜରେ କ୍ରୀଡା ପ୍ରତିଯୋଗିତା କରିବେ ରାଜ୍ୟସରକାର । ରାଜ୍ୟର ସମସ୍ତ ଯୁକ୍ତି ଦୁଇ କଲେଜରେ ହେବ କ୍ରୀଡା ପ୍ରତିଯୋଗିତା ।ଏନେଇ ସମସ୍ତ ଶିକ୍ଷାନୁଷ୍ଠାନର ଅଧକ୍ଷ୍ୟ ମାନଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…
Read More...

କେଉଁ କେଉଁ ସ୍ଥାନରେ ବର୍ଷା ସହ ଘଡଘଡି ହେବ ଜାଣନ୍ତୁ ?

ରିପୋର୍ଟର୍ସ ଟୁଡେ;-ରାଜ୍ୟର ବିଭିନ୍ନ ଜିଲ୍ଲା ବର୍ଷା ସହ ଘଡଘଡି ହେବାେ ସମ୍ଭାବନା ରହିଛି । ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସହ ଅନେକ ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲା ଗୁଡିକ ହେଉଛି, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କଟକ,…
Read More...

ଘାଇକୁ ଖସିଲା ସିଆରପିଏଫ ଯବାନଙ୍କ ଗାଡି; ୨ ଯବାନ ସହିଦ

ଜମ୍ମୁ;ବସନ୍ତଗଡରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ସିଆରପିଏଫ ଯବାନଙ୍କ ଗାଡି ଗଭୀର ଘାଇକୁ ଖସିପଡିଛି । ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲା କଣ୍ଡୱା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ଏହି ଦୁର୍ଘଟଣାରେ ୨ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର ଦଳ ଉପସ୍ଥିତ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ‘ପରୀକ୍ଷା ପେ ଚର୍ଚ୍ଚା ‘ ପାଇଁ ମିଳିଛି ଗିନିଜ ୱାଲ୍ଡ ରେକର୍ଡ ସାର୍ଟିଫିକେଟ୍ । ତେବେ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଭେଟି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଏବଂ ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରୀ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୃଥକ ପୃଥକ ଥାନାରେ ଥାର୍ଡ ଡିଗ୍ରି । ଥାନା ଭିତରେ ମାଡମରାଯାଇଥିବା ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାରୁ ଆସିଛି ଅଭିଯୋଗ । ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଥାର୍ଡ ଡିଗ୍ରୀ ହୋଇଥିବା ବାଲିଆ ଅଞ୍ଚଳର ପାର୍ଥ ସାରଥୀ ଦାସ ଅଭିଯୋଗ ଆଣିଛନ୍ତି । ଥାନା ଭିତରେ…
Read More...

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ

ଭୁବନେଶ୍ୱର;-ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ । କାରଣ କାଲି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ରାୟଗଡାରେ ,କେନ୍ଦୁଝର ରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଆଭ୍ୟନ୍ତରୀଣ ଓଡିଶା ଓ ଦକ୍ଷିଣ ଓଡିଶାରେ ବି ଘଡଘଡି ସହ ବର୍ଷା ହୋଇପାରେ । ବାଲେଶ୍ୱର,…
Read More...

ବିଜୟ ଉତ୍ସବ ପାଳିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ; ବିଜୟ ଉତ୍ସବ ପାଳିଲେ ସୁନୀଲ ଗାଭାସ୍କର । କାରଣ କେନିଙ୍ଗଟନ୍ ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହୋଇଛି । ଯାହାଫଳରେ ଅତ୍ୟନ୍ତ ଖୁସି ହୋଇଛନ୍ତି ବ୍ୟାଟସମ୍ୟାନ୍ ତଥା ଅଧିନାୟକ ସୁନୀଲ ଗାଭାସ୍କାର । ଇଂଲଣ୍ଡ ମାଟିରେ ବିଜୟ ଉତ୍ସବ ପାଳନ ବେଳେ ଗାଭାସ୍କର କହିଛନ୍ତି, ମେରେ ଦେଶ…
Read More...

ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି

ଭୁବନେଶ୍ୱର;ହକି ଦଳରେ ଓଡିଶାର ୩ଜଣ ସ୍ଥାନ ପାଇଛନ୍ତି । ଏହି ୩ଜଣ ହେଲେ ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍ ଓ ଶିଳାନନ୍ଦ ଲାକ୍ରା । ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି ୨୪ ଜଣିଆ ଦଳ ଘୋଷଣା ହୋଇଛି । ଦଳର ନେତୃତ୍ୱଭାର ପୂର୍ବପରି ହର୍ମନପ୍ରୀତ ସିଂହଙ୍କ ହାତରେ ରହିଛି । ଏସିଆ କପ୍…
Read More...