Browsing Tag

reporterstoday

ଆଇପିଏଲ ଟ୍ରେଡ ଗୁଜବକୁ ନେଇ ସିଏସକେକୁ ଉତ୍ତର ମାଗିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ମୁହଁ ଖୋଲିଲେ ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ଟ୍ରେଡ ଗୁଜବକୁ ନେଇ ସିଏସକେକୁ ଉତ୍ତର ମାଗିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ୨୦୨୬ ସିଜିନ ଆରମ୍ଭ ହେବା ପୂର୍ବରୁ ଗୁଜବକୁ ନେଇ ବିବାଦ ଦେଖାଦେଲାଣି । ଏବିଷୟରେ ଚେନ୍ନାଇ ସୁପରକିଙ୍ଗସ୍ କୁ ସ୍ପଷ୍ଟ ଉତ୍ତର…
Read More...

ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ । ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧ । ଖୁବଶିଘ୍ର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିବାକୁ ସେ ଯାଉଛନ୍ତି । ତେବେ ତାଙ୍କର ନିର୍ବନ୍ଧ ଫଟୋ…
Read More...

ଏଣିକି ସମସ୍ତ ଅଫିସରେ ଲାଗିବ AI କ୍ୟାମେରା

ଭୁବନେଶ୍ୱର;-ଏଣିକି ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଲାସ୍ତରୀୟ ସବୁ ସରକାରୀ ଅଫିସରେ ଏଆଇ କ୍ୟାମେରା ଲଗାଯିବ । ତେବେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିବା ସଚିବ ସ୍ତରୀୟ ବୈଠକରେ ୧୦ଟି…
Read More...

ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ରାକ୍ଷୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

କେନ୍ଦ୍ରାପଡା;- ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ । ଏଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗରରୁ । ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ରାକ୍ଷୀ ପୂର୍ଣ୍ଣିମାରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ…
Read More...

ରାଜ୍ୟରେ ଝଡ ପବନ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର; ରାଜ୍ୟରେ ଝଡ ପବନ ସହ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ପବନ ବହିବା ନେଇ ୨୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ଏସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହିତ ଘଣ୍ଟା ପ୍ରତି ୩୦ ରୁ କିଲୋମିଟର ବେଗରେ ପଗନ ବହିବା ନେଇ ସତର୍କ କରାଯାଇଛି । ୧୨-୧୩…
Read More...

ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ଏନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ବର୍ଷା ଘଡଘଡି ସହ ଝଡ ତୋଫାନର ପୂର୍ବାସନୁମାନ କରି ପୁରୀ , କେନ୍ଦ୍ରପଡା ,ମୟୂରଭଞ୍ଜ,ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ,…
Read More...

ଯୌତୁକ ନିର୍ଯାତନା ଦେବାରୁ ଝୁଲି ପଡିଥିଲେ ନବବଧୂ ; ଅଭିଯୋଗ ପରେ ଗିରଫ ହେଲା ସ୍ୱାମୀ

ଭୁବନେଶ୍ୱର;- ଯୌତୁକ ନିର୍ଯାତନା ଦେବାରୁ ଝୁଲି ପଡିଥିଲେ ନବବଧୂ । ଆଉ ଏଭଳି ଏକ ସଂଗୀନ ଅଭିଯୋଗ ଆସିଛି ରାଜଧାନୀର ମଞ୍ଚେଶ୍ୱର ଥାନା ଅଞ୍ଚଳରୁ । ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ, ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ପୋଲିସ୍ ।  ତେବେ ଏହି ମାମଲାରେ ମୃତ ମହିଳା…
Read More...

ଭାରତର ସୁରକ୍ଷା: CISF ସଂଖ୍ୟା 2.2 ଲକ୍ଷକୁ ବୃଦ୍ଧି

ରିପୋର୍ଟର୍ସ ଟୁଡେ ବ୍ୟୁରୋ ;- ଭାରତର ସୁରକ୍ଷା: CISF ସଂଖ୍ୟା 2.2 ଲକ୍ଷକୁ ବୃଦ୍ଧି, ଆଗାମୀ ପାଞ୍ଚ ବର୍ଷ ପାଇଁ ପ୍ରତିବର୍ଷ 14,000 ଜଣଙ୍କୁ ନିଯୁକ୍ତି ଦିଆଯିବ ଶିଳ୍ପ ସୁରକ୍ଷାକୁ ଆହୁରି ମଜବୁତ କରିବା ଏବଂ ଦେଶର ଆର୍ଥିକ ବିକାଶକୁ ଏକ ସୁରକ୍ଷିତ ଆଧାର ପ୍ରଦାନ କରିବା ଦିଗରେ ଏକ…
Read More...

କଳିଙ୍ଗଷ୍ଟାଡିୟମ ଆସିବାକୁ ଦର୍ଶକଙ୍କୁ ନିବେଦନ କଲେ ନୀରଜ ଚୋପ୍ରା

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- କଳିଙ୍ଗଷ୍ଟାଡିୟମ ଆସିବାକୁ ଦର୍ଶକଙ୍କୁ ନିବେଦନ କଲେ ନୀରଜ ଚୋପ୍ରା । ଭାରତ ପ୍ରଥମଥର ଲାଗି ଇଣ୍ଡିଆ ଓପନ୍ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତା ଅୟୋଜନ କରିବାକୁ ଯାଉଥିବା ବେଳେ ଏହା କଳିଙ୍ଗ ଷ୍ଟାଡିୟମରେ ହେବ । ସେପଟେ ଏନେଇ…
Read More...

ଦୁଇ ଭାଇ ଜଗା ଓ ବଳିଆଙ୍କୁ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମାଗିବେ ଦେବୀ ସୁଭଦ୍ରା

ପୁରୀ;- ଆଜି ପବିତ୍ର ରାକ୍ଷାୀ ପୂର୍ଣ୍ଣିମା । ଏହିଦିନ ଭାଇକୁ ରାକ୍ଷୀ ବାନ୍ଧୀ ଭଉଣୀ ମାଗେ ସୁରକ୍ଷା । ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘରେ ଗୋମାତାଙ୍କୁ ପୂଜା କରାଯାଇଥାଏ । ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ଧୁମଧାମରେ ଅନୁଷ୍ଠିତ…
Read More...