Browsing Tag

reporterstoday

ଆଜିଠୁ ବଦଳିବ ଏହି ନିୟମ ; ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ

ରିପୋଟର୍ସ ଟୁଡେ ବ୍ୟୁରୋ;-ଆଜିଠୁ ବଦଳିବ ଏହି ନିୟମ । ଯାହା ସାଧାରଣ ଲୋକଙ୍କ ବଜେଟକୁ କିଛି ମାତ୍ରାରେ ପ୍ରଭାବିତ କରିବ । ୧ ସେପ୍ଟେମ୍ବର ପରିବର୍ତ୍ତନ ହେବାକୁ ଥିବା ନିୟମରେ ଏସବିଆଇ କ୍ରେଡିଟ୍ କାର୍ଡ ଶୁଳ୍କ ବୃଦ୍ଧି ଠାରୁ ଆରମ୍ଭ କରି ଆଧାର କାର୍ଡ ଅପଡେଟ୍ ସମ୍ବନ୍ଧରେ ରହିଛି । କିଛି ନିୟମ…
Read More...

ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା

ରିପୋଟର୍ସ ଟୁଡେ ବ୍ୟୁରୋ;-ରାଜ୍ୟରେ ୪ ତାରିଖ ଯାଁଏ ଜାରି ରହିବ ବର୍ଷା । କାରଣ ଆସୁଛି ଆଉ ଏକ ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଓଡିଶା ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନ ରହିଛି…
Read More...

କାହିଁକି କୁହାଯାଏ ହକିର ଯାଦୁଗର ଧ୍ୟାନଚାନ୍ଦ ? ହିଟଲରଙ୍କ ସାମ୍ନାରେ ଜର୍ମାନ ବ୍ୟାଣ୍ଡ ବଜାଇଥିଲେ

ରିପୋଟର୍ସ ଟୁଡେ ବ୍ୟୁରୋ; ଆଜି ଦେଶ ପାଳୁଛି କ୍ରୀଡା ଦିବସ । କାରଣ ଆଜି ହେଉଛି ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ। ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ୨୯ ଅଗଷ୍ଟ ୧୯୦୫ରେ ଆଲ୍ଲାହାବାଦରେ ହୋଇଥିଲା। ମେଜର ଧ୍ୟାନଚାନ୍ଦଙ୍କୁ ହକିର 'ଯାଦୁକର' ବୋଲି କୁହାଯାଉଥିଲା। ମେଜର ଧ୍ୟାନଚାନ୍ଦଙ୍କ ହକିରେ…
Read More...

ସି.ଏମ୍ କିଷାନ୍ ଯୋଜନା ଆମ ସରକାରଙ୍କର ଅଭିନବ କୃଷକ କଲ୍ୟାଣକାରୀ ଯୋଜନା

ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ । ରାଜ୍ୟର ଚାଷୀ ପରିବାରକୁ ଆର୍ଥକ ସ୍ବାବଲମ୍ବୀ କରିବାପାଇଁ ଆମ ସରକାର ନିଜସ୍ବ ସମ୍ବଳରେ ସି.ଏମ୍ କିଷାନ୍ ନାମକ ଏକ କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏହି ସି.ଏମ୍ କିଷାନ୍ ଯୋଜନା ଆମ ସରକାରଙ୍କର ଏକ ଅଭିନବ କୃଷକ କଲ୍ୟାଣକାରୀ ଯୋଜନା ।…
Read More...

୨୫ ଦିନରେ ୧୬ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଜବତ;ଗରୁଡ଼ରେ ପୋଲିସକୁ ମିଳିଛି ସଫଳତା ;ଆଇଜି

ସୁବର୍ଣ୍ଣପୁର(ଓମ୍ ପ୍ରକାଶ ମିଶ୍ର) ;-ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍ ଗରୁଡ଼ ରେ ପୋଲିସ ବିଭାଗ କୁ ମିଳିଛି ବଡ ସଫଳତା । ଏ ନେଇ ଗତକାଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଆଇଜି ହିମାଂଶୁ ଲାଲ…
Read More...

ଚାଷୀଙ୍କୁ ମିଳିଲା ସିଏମ-କିଷାନ ଟଙ୍କା

ରିପୋଟର୍ସ ଟୁଡେ ବ୍ୟୁରୋ;- ଚାଷୀଙ୍କୁ ମିଳିଲା ସିଏମ-କିଷାନ ଟଙ୍କା । ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୧ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ରାଶି ଡିବିଟି ଜରିଆରେ ପ୍ରଦାନ କରିଛନ୍ତି । ୨୦୨୫-୨୬ ରବି ଋତୁ ପାଇଁ ଚାଷୀମାନଙ୍କୁ ସିଏମ-କିଷାନ ସହାୟତା…
Read More...

ରାଜ୍ୟରେ ଆଜି -ଆଉ କାଲି ପ୍ରବଳ ବର୍ଷା

ରିପୋଟର୍ସ ଟୁଡେ ବ୍ୟୁରୋ;- ରାଜ୍ୟରେ ଆଜି ଆଉ କାଲି ପ୍ରବଳ ବର୍ଷା । ବର୍ଷା ପାଇଁ ପୀକା ପଡିଛି ଗଣେଶ ପୂଜା । ଏବେବି ଜାରି ରହିଛି ବର୍ଷା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନାହିଁ ନିସ୍ତାର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ତାହା…
Read More...

ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା

ରିପୋଟର୍ସ ଟୁଡେ ବ୍ୟୁରୋ;- ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା । ନିଜେ ଫୋନ କରି ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ୟୁଟ୍ୟୁବର ନରେନ୍ଦ୍ର ସାହୁ । ଗଞ୍ଜାମ ପାତ୍ରପୁର ବ୍ଳକ ଜରଡା ଥାନା ବୁରାତାଳର ପିକନିକ ସ୍ପଟରୁ ନିଖୋଜ ହୋଇଯାଇଥିଲେ ସେ । ସେ ଏବେ ବୁରାତାଳ ପଞ୍ଚାୟତର ମାରମାରିଆ ଗାଁର…
Read More...

ଓଡିଶାର ସୁପ୍ରତିଷ୍ଠିତ ବଡ଼ିବିଲଡର ସନ୍ତୋଷ କୁମାର ବଡ଼ଜେନା(ବାବୁନି) ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି

ଭୁବନେଶ୍ୱର;-ଓଡିଶାର ସୁପ୍ରତିଷ୍ଠିତ ବଡ଼ିବିଲଡର, ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସୁନାମ କରିଥିବା ଭୁବନେଶ୍ୱର ଉପକଣ୍ଠ ନୂଆ ଗାଁ ଅଧିବାସୀ ସନ୍ତୋଷ କୁମାର ବଡ଼ଜେନା(ବାବୁନି) ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର ଯୁବନେତା ଚିନ୍ମୟନନ୍ଦ ବଡ଼ଜେନାଙ୍କ ବଡ଼…
Read More...

ଅଗଷ୍ଟ ୨୯ ତାରିଖ ଦିନ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟ ସରକାର ଆସନ୍ତା ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୨୯ ତାରିଖ ଦିନ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ। ସେହିପରି ସମସ୍ତ…
Read More...