Browsing Tag

Reporters Today

୭୭ ବର୍ଷରେ ପାଦ ଥାପିଲା ଓଡିଶାର ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର-: ୭୭  ବର୍ଷରେ ପାଦ ଥାପିଲା ଓଡିଶାର ରାଜଧାନୀ ଭୁବନେଶ୍ୱର । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ ଆଜିର ଦିନରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ଆଜିର ଦିନରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ…
Read More...

ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢିଲା ସଚିବଙ୍କ ଜିଲ୍ଲା ଗସ୍ତ ଅବଧି

ବ୍ୟୁରୋ-: ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି । ଏହି ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଯାଇଛି । ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ…
Read More...

ଏପ୍ରିଲ ୧୧ରୁ ଓଡ଼ିଶାରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ

ବ୍ୟୁରୋ-: ଏପ୍ରିଲ ୧୧ରୁ ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ । ସେଥିପାଇଁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୧୦ ତାରିଖ ରାତିରେ ଭୁବନେଶ୍ୱର ପହଞ୍ଚିବେ ନଡ୍ଡା । ୧୧ରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ । ସୂଚନା ଅନୁସାରେ ଆସନ୍ତା ଏପ୍ରିଲ ୧୧ ତାରିଖରେ…
Read More...

ଆକାଉଣ୍ଟ ନମ୍ବର ଓ ଦଳ ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ

ବ୍ୟୁରୋ-: ରାଜା ଚକ୍ର ଓକିଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆମ ଜୀବନ ଖୋଲା ବହି, ଦଳର ନେତାମାନଙ୍କ ଜୀବନ ବି ଖୋଲା । ତାରା ବାହିନୀପତିଙ୍କ ଅଭିଯୋଗ ଉପରେ ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି । ସୂଚନାଯୋଗ୍ୟ, ରାଜା ଚକ୍ରଙ୍କ ଓକିଲ…
Read More...

ପଞ୍ଚଭୂତରେ ଲିନ ହେଲେ ବିଜେପି ନେତା ଗଦାଧର ପଣ୍ଡା

ସୁବର୍ଣ୍ଣପୁର-: ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ବଡ଼ଖମାର ଗ୍ରାମର ବରିଷ୍ଠ ବିଜେପି ନେତା ଗଦାଧର ପଣ୍ଡା (୭୦)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ସେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ  ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…
Read More...

ବିଲ୍ କରାଇବା ପାଇଁ ମାଗୁଥିଲେ ଲକ୍ଷେ ଟଙ୍କା

ବ୍ୟୁରୋ-: ଲାଞ୍ଚୁଆ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଭୁବନେଶ୍ବର ରୁରାଲ ୱାର୍କସର ଆସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ ଦାସ ଗିରଫ  । ୧ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ବିଲ୍ କରାଇବାକୁ କଣ୍ଟ୍ରାକ୍ଟରଙ୍କ ଠାରୁ ଲାଞ୍ଚ ନେଲାବେଳେ ଧରାପଡ଼ିଥିଲେ ଇଞ୍ଜିନିୟର । ସୂଚନା…
Read More...

ସମ୍ପତ୍ତି ତାଲିକା ସାର୍ବଜନୀନ କଲେ ସିଜେଆଇଙ୍କ ସମେତ ୩୦ ବିଚାରପତି

ବ୍ୟୁରୋ-: ସାର୍ବଜନୀନ ହେବ ସୁପ୍ରିମକୋର୍ଟ ବିଚାରପତିଙ୍କ ସମ୍ପତ୍ତି ତାଲିକା । ୩୦ ଜଣ ବିଚାରପତି ସମ୍ପତ୍ତି ସାର୍ବଜନୀନ କରିବାକୁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟ ୱେବସାଇଟ୍ ରେ ବିଚାରପତିଙ୍କ ସମ୍ପତ୍ତି ତାଲିକା ରହିବ । କୋର୍ଟ ୱେବସାଇଟ୍‌ରେ ବି ରହିବ ପ୍ରଧାନ ବିଚାରପତିଙ୍କ ସମ୍ପତ୍ତି…
Read More...

ବ୍ଲେଡରେ କାଟି କ୍ଷତ ସ୍ଥାନରେ ଲୁଣ ମାରିଲେ ନବମ ଶ୍ରେଣୀ ଛାତ୍ର

ବ୍ୟୁରୋ-: ସ୍କୁଲ ହଷ୍ଟେଲରେ ରହି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ଛାତ୍ରକୁ ଅକଥନୀୟ ନିର୍ଯାତନା ଦେବା ସହ ବ୍ଲେଡରେ ହାତ କାଟି ଦେଇଛି ସିନିୟର । ଖାଲି ସେତିକି ନୁହେଁ କ୍ଷତ ସ୍ଥାନରେ ଲୁଣ ମାରିବା ସହ ବନ୍ଦ ଘରେ ହାତକୁ ବାନ୍ଧି ୩-୪ ଘଣ୍ଟା ନିସ୍ତୁକ ପିଟିଛି । ଏପରି ଏକ ଅଭବନୀୟ ଘଟଣା…
Read More...

ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ସହ ଭବ୍ୟ ସ୍ୱାଗତ

ବ୍ୟୁରୋ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଷଷ୍ଠ ବିମଷ୍ଟ୍ରେକ୍ ସମ୍ମିଳନୀରେ ଯୋଗଦେବା ପାଇଁ ଦୁଇ ଦିନିଆ ଥାଇଲ୍ୟାଣ୍ଡ ଗସ୍ତରେ ପହଞ୍ଚିବା ପରେ ବ୍ୟାଙ୍କକରେ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ଗ୍ରହଣ କରିଥିଲେ । ଡନ୍ ମୁଏଆଙ୍ଗ ବିମାନବନ୍ଦରରେ ପହଞ୍ଚିବା ପରେ, ମୋଦିଙ୍କୁ ଭାରତୀୟ…
Read More...

ଜଙ୍ଗଲ ଭିତକୁ ଚମ୍ପଟ୍ ମାରିବା ବେଳେ ଏନ୍‌କାଉଣ୍ଟର କଲା ପୋଲିସ

ବ୍ୟୁରୋ-: ତାଳଚେର ତାଳବେଡା ଜଙ୍ଗଲରେ ପୋଲିସର ଏହି ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର । ସୁଶାନ୍ତର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସୁଶାନ୍ତ ତାଳଚେରସ୍ଥିତ…
Read More...