Browsing Tag

Reporters Today

ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦:୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ  ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇ କହିଛନ୍ତି ଯେ, * ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର | ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା…
Read More...

ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ପାଇଁ ପ୍ରଚାର କରିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଝାଡଖଣ୍ଡ; ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଚାଲିଛି ଜୋରଦାର ପ୍ରଚାର । ସିଟ ହାତେଇବାକୁ ଜୋରସୋର କସରତ କରୁଛନ୍ତି ନେତା ।ସବୁଠାରୁ ବଡକଥା ହେଉଛି, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେଠାରେ ସାଜିବେ ଆକର୍ଷଣର କେନ୍ଦ୍ରବିନ୍ଦୁ ।ନିଜର ଦଳୀୟ ନେତାଙ୍କ ପାଇଁ…
Read More...

ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟ ସ୍ଥଗିତ

ଭୁବନେଶ୍ୱର;ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ । ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟ ସ୍ଥଗିତ । ପାଗ ଖରାପ ରହିଥିବାରୁ ସ୍ଥଗିତ ହେଲା ଗସ୍ତ କାର୍ଯ୍ୟକ୍ରମ ।ଆକାଶ ମାର୍ଗରୁ ପରିଦର୍ଶନ କରିଥାନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ବାତ୍ୟା ପରେ ଚିନ୍ତା ବଢାଇଛି…
Read More...

ଉପଜିଲ୍ଲାପାଳଙ୍କ ଦାଦାଗିରି; ଗଣମାଧ୍ୟମ ପ୍ରତିନିଧୀ ପ୍ରଶ୍ନ କରିବାରୁ ରାଗିଗଲେ ମ୍ୟାଡମ

ନୀଳଗିରି; ଗଣମାଧ୍ୟମ ପ୍ରତିନଧିଙ୍କୁ ନାଲି ଆଖି ଦେଖାଇଲେ ଉପଜିଲ୍ଲାପାଳ । ନୀଳଗିରି ଉପଜିଲ୍ଲାପାଳଙ୍କ ଦାଦାଗିରିକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଲୋକଙ୍କ ସମସ୍ୟାକୁ ନେଇ ଗଣମାଧ୍ୟମ ପ୍ରତିନିଧୀ ପ୍ରଶ୍ନ କରିବାରୁ ରାଗିଯାଇଥିଲେ । ତାପରେ ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ମ୍ୟାଡମ ପୁରା ହାଇପର…
Read More...

ବରିଷ୍ଠ ସେବାୟତ ବକ୍ସି ପଢିଆରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ ଭାଇରାଲ

ପୁରୀ / ସଞ୍ଜୟ ମହାପାତ୍ର:  ଶୁକ୍ରବାର ଦିନ ଶ୍ରୀମନ୍ଦିର ସୁପରଭାଇଜର ତଥା ବରିଷ୍ଠ ସେବାୟତ ବକ୍ସି ପଢିଆରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ ଭାଇରାଲ। ୧ ମିନିଟ ୧୨ସେକେଣ୍ଡ ଫୁଟେଜ ଭାଇରାଲ। ଦୁର୍ବୁତ୍ତ ଜଣଙ୍କ ବରିଷ୍ଠ ସେବାୟତଙ୍କୁ କିଭଳି ଚୋଟ ପରେ ଚୋଟ ପକାଇ ଚାଲିଛି ଭାଇରାଲ…
Read More...

ଚୀନର ସ୍ପାଏ ବେଲୁନକୁ ନଷ୍ଟ କଲା ଭାରତ

ରିପୋର୍ଟର୍ସ ଟୁଡେ; ଭାରତ ଆକାଶରେ ଚୀନର ବେଲୁନ । ଆକାଶରେ ବେଲୁନ ଦେଖିବା ପରେ ଏହାକୁ ନଷ୍ଟ କରିଛି ଭାରତ । ଚୀନର ସ୍ପାଏ ବେଲୁନ ଭାରତକୁ ଗୁଇନ୍ଦା ପାଇଁ ଆସିଥିଲା । ଯାହାକୁ ନଷ୍ଟ କରାଯାଇଛି । ଖବର ଅନୁଯାୟୀ, ଭାରତର ବାୟୁସେନା ଇଷ୍ଟର୍ଣ୍ଣ ଫ୍ରଣ୍ଟ ନିକଟରେ ପ୍ରାୟ ୫୫ ହଜାର ଉଚ୍ଚ ଆକାଶର ଏକ…
Read More...

ହଆଇସିୟୁରେ ଭର୍ତ୍ତି ହେଲେ ରତନ ଟାଟା! ‘X’ ମାଧ୍ୟମରେ କହିଲେ ଏମିତି କଥା…

ଜଣାଶୁଣା ବିଜନେସ ମ୍ୟାନ ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ନାଭାଲ ଟାଟା (୮୬) ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସୋମବାର ସକାଳେ ତାଙ୍କୁ ଡାକ୍ତରଖାନାର ଜରୁରୀକାଳୀନ କୋଠରୀକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ରାତି…
Read More...

ବାରିପଦା, ଭଦ୍ରକରେ ଖୋଲିଲା ଚାନ୍ଦି ଭଣ୍ଡାର

ଭୁବନେଶ୍ୱର : ଆନନ୍ଦ ଓ ଉତ୍ସାହର ପର୍ବ ଦୁର୍ଗା ପୂଜାକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛି ଓଡିଶା | ଏହି ଅବସରରେ ରାଜ୍ୟର ଅନ୍ୟତମ ଅଗ୍ରଣୀ ସିଲଭର ଚେନ ଛନ୍ଦି ଭଣ୍ଡାର ପରମ୍ପରା, ସୁନ୍ଦରତା ଏବଂ ସୂକ୍ଷ୍ମ କାରିଗରୀର ସ୍ବାଦକୁ ପ୍ରକାଶ କରୁଥିବା କଲେକ୍ସନଗୁଡିକ ଶଃ ପୂଜା ସେଲିବ୍ରେସନରେ…
Read More...

ନବ ଦାସଙ୍କ ପୂର୍ବତନ ପିଏସଓ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ପୂର୍ବତନ ନିଲମ୍ବିତ ପର୍ସନାଲ ସିକ୍ୟୁରିଟ ଅଫିସର (ପିଏସ୍ଓ ) ମିତ୍ରଭାନୁ ଦେଓଙ୍କୁ ପୁଲିସ ଚାକିରି ହରାଇବାକୁ ପଡ଼ିଛି। ସେ ଏହି ହତ୍ୟା ମାମଲାରେ ପୂର୍ବରୁ ନିଜର ଦାୟିତ୍ଵ ତଥା କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ନିଲମ୍ବିତ…
Read More...

ପୁରୀରେ ସମୁଦ୍ର ସଫେଇ ପାଇଁ ପ୍ରୟାସ ଆରମ୍ଭ

ପୁରୀ/ସଞ୍ଜୟ ମହାପାତ୍ର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସମ୍ପୂର୍ଣ ଭାରତ ବର୍ଷରେ ସ୍ୱଚ୍ଛତା ପକ୍ଷ ଆରମ୍ଭ ହୋଇଛି। ଏଥିଲାଗି ପୁରୀର ସାମାଜିକ ସାଂସ୍କୃତିକ ଧାର୍ମିକ ଓ ଅର୍ଥନୀତି ସହିତ ଜଡ଼ିତ ପୁରୀର ମହୋଦଧି ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା…
Read More...