ମହାବୀର ର ରହସ୍ୟ ଜନକ ମୃତ୍ୟୁ,ତଦନ୍ତ ପାଇଁ ପହଁଚିଲେ ଏନଟିସିଏ କର୍ତ୍ତୁପକ୍ଷ
(ରିପୋର୍ଟସ ଟୁଡେ) କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘ ‘ ମହାବୀର’ର ମ୍ୟତ୍ୟୁ ସହିତ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି ସାତକୋଶିଆ ବ୍ୟାଘ୍ରପ୍ରକଳ୍ପ । ତେବେ ମହାବୀର ର ରହସ୍ୟଜନକ ମୃତ୍ୟୁ ଘଟରାରତଦନ୍ତ ପାଇଁ ଆଜି ସକାଳେ ଅନୁଗୁଳଠରେ ପହଞ୍ଚିଛନ୍ତି ଏନଟିସିଏ ଓ ଡବ୍ଲ୍ୟୁ ଆଇଆଇ…
Read More...
Read More...