Browsing Tag

raygada

ରାଷ୍ଟ୍ରପତିଙ୍କ ଠାରୁ ଫଳକ ସହ ମାନପତ୍ର ଗ୍ରହଣ କଲେ ଜିଲ୍ଲାପାଳ

ରାୟଗଡ଼ା: ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂ ଗ୍ରହଣ କରିଛନ୍ତି ଭୂମି ସମ୍ମାନ । ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କୁ ଭୂମି ସମ୍ମାନ ପ୍ରଦାନ…
Read More...

ରାୟଗଡ ଜିଲ୍ଲାର ଦୁଃଖ ପାଲଟିଛି ନାଗାବଳୀ ନଦୀ

ରାୟଗଡ/ମନୋଜ ସାହୁ:ରାୟଗଡ ଜିଲ୍ଲାର ଦୁଃଖ ପାଲଟିଛି ନାଗାବଳୀ ନଦୀ । ପ୍ରତିବର୍ଷ ବର୍ଷା ଦିନ ଆସିଲେ ନଦୀ କୁଳିଆ ଗାଁ ଗୁଡିକ ଭୟଭୀତ ହୋଇ ଦିନ କାଟିଥାନ୍ତି ।ନଦୀ କୂଳ ଖାଇବା ସହ ମାଟି ଅତଡ଼ା ଖସିବା ଯୋଗୁ ନାଗାବଳୀ ନଦୀ କୂଳରେ ବସବାସ କରୁଥିବା ଗ୍ରାମବାସୀ ଭଗବାନଙ୍କ ଭରସାରେ ଦିନ କଟିଥାନ୍ତି…
Read More...

ଡେଙ୍ଗୁ-ମ୍ୟାଲେରିଆକୁ ରୋକିବେ ମାଛ: ରାୟଗଡ଼ା ପ୍ରଶାସନ

ରାୟଗଡ଼ା: ମ୍ୟାଲେରିଆ ରୋକିବ ମାଛ । ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଡ୍ରେନରେ ଛଡ଼ାଯାଉଛି ହଜାର ହଜାର ସଂଖ୍ୟାରେ ଗମ୍ବୁସିଆ ମାଛ । ଏପରି ଅଭିନବ ପଦକ୍ଷେପ ରାୟଗଡ଼ା ପୌରସଂସ୍ଥା ପକ୍ଷରୁ ନିଆଯାଇଛି । ସହରର ବିଭିନ୍ନ ପାଣି ଜମୁଥିବା ସ୍ଥାନ ତଥା ଡ୍ରେନ ମାନଙ୍କରେ ଏହି ମାଛକୁ ଛଡ଼ା ଯାଉଛି ।…
Read More...

ରାମନାଗ ବ୍ଲକ କାର୍ଯ୍ୟଳୟରେ ଯୁଗ୍ମ ଅଭିଯୋଗେ ଶୁଣାଣି

ରାୟଗଡ଼ା:ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କାର୍ୟ୍ୟାଳୟ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ମୋଟ ୧୩ ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକର ତୁରନ୍ତ ଫଇସଲା…
Read More...

ମାଛ ବିକାଳି ଉପରକୁ ଚଢିଗଲା କଣ୍ଟେନର୍

ରାୟଗଡ଼ା: ଆଜି ସକାଳୁ ସକାଳୁ ଦେଖିବ।କୁ ମିଳିଛି ଏହି ଦୁଃଖଦ ଘଟଣା । ରାଉଲକେଲା ଠାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନର୍ ପୂର୍ତ୍ତ ଡାକ ବଙ୍ଗଳା ସମ୍ମୁଖରେ ମାଛ ବିକାଳି ଉପରେ ଚଢ଼ିଯିବା ଫଳରେ ବ୍ୟବସାୟୀ ର ଘଟଣା ସ୍ଥଳରେ ମୃତୁ ଘଟିଛି। ମୃତ ବ୍ୟବସାୟୀ ହେଲେ ଖଲିଗୁଡ଼ା ଗ୍ରାମର…
Read More...

ରାୟଗଡା ଉଗାଧି ଉତ୍ସବ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା/ମନୋଜ ସାହୁ: ଭାଇଚାରା ସୃଷ୍ଟି କରେ ଉଗଧି ଉତ୍ସବ । ରାୟଗଡା ଜିଲ୍ଲାରେ ବେସ ଉତ୍ସହର ସହିତ ପାଳିତ ହେଉଛି ଏହି ଉତ୍ସବ । ଉତ୍ସବ ପାଇଁ ତତ୍ପର ହୋଇପଡିଛନ୍ତି କମିଟି ସଦସ୍ୟ । ଏଥିପାଇଁ ଆରମ୍ଭ ହୋଇଯାଇଛି ବିଭିନ୍ନ ପ୍ରତିଯୋଗିତା । ପ୍ରାୟ ତିନି ଦିନ ଧରି ଏହି ପ୍ରତିଯୋଗିତା ଆୟୋଜିତ…
Read More...

ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ରାୟଗଡା-ମନୋଜ ସାହୁ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାନ୍ୟବର ସ୍ୱତନ୍ତ୍ର ବିଚାରପତି ଭିଜିଲାନ୍ସଙ୍କ ଦ୍ୱାରା କରାଯାଇଥିବା ନିର୍ଦେଶ ପ୍ରକାରେ ବାଲେଶ୍ବର ଜିଲ୍ଲାର କ୍ଷୁଦ୍ର ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ବାଲେଶ୍ବର ଠାରେ ଥିବା ସରକାରୀ…
Read More...

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡା ପୋଲିସ

ବାଲିଗୁଡା : ପ୍ରେମ ଜନିତ ବିଭୋତ୍ସ ହତ୍ୟାକାଣ୍ଡ ଘଟଣାରେ ବାଲିଗୁଡା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ l ପ୍ରେମିକକୁ ପିଟି ପିଟି ସଙ୍ଘବଧ ଭାବେ ହତ୍ୟା ଘଟଣାରେ ଆଉ ସାତ ଜଣ ଅଭିଯୁକ୍ତକୁ ଗିରଫ କଲା ବାଲିଗୁଡା ପୋଲିସ l ତେବେ ଏହି ପ୍ରେମ ଜନିତ ହତ୍ୟା ଘଟଣାରେ ମୋଟ 14 ଜଣକୁ ଏଯାବତ ଗିରଫ କରି…
Read More...

ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ରାୟଗଡା : ମାଟ୍ରିକ ପରୀକ୍ଷା ଦେବାକୁ ଆସି ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କପାପଦର ହାଇସ୍କୁଲରେ ଅଘଟଣ । ହଷ୍ଟେଲ ଛାତରୁ ପଡି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ଭରତ ବିଡିକା । କପାପଦର ହାଇସ୍କୁଲର ହଷ୍ଟେଲରେ…
Read More...

ପୁଣି ହାତୀ ଆକ୍ରମଣରେ ଜଣେ ମୃତ

(ରାୟଗଡା) : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ରାୟଗଡା ଜିଲ୍ଲା ଗୁଣୁପୁର ଚାଲକମ୍ବା ନିକଟରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସଉରାପ୍ରଧାନିଗୁଡା ଗ୍ରାମ ନିକଟ ଇରିଗେସନ କଲୋନି ରମେଶ ଗୌଡ। ଇରିଗେସନ କଲୋନୀ ରମେଶ ମଇଁଷି ଚରାଇବା ପାଇଁ…
Read More...