Browsing Tag

raygada

ରାୟଗଡ଼ାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ରାୟଗଡ଼ା: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ, ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଦିନ ରାୟଗଡ଼ା ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଆଶ୍ରୟସ୍ଥଳୀଗୁଡ଼ିକର ବ୍ୟବସ୍ଥା ଯାଞ୍ଚ କରିବା ସହ ସ୍ଥାନାନ୍ତରିତ ଲୋକଙ୍କୁ ଯୋଗାଇ…
Read More...

ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପରିଦର୍ଶନ କଲେ ରାମନାଗୁଡ଼ା ବ୍ଲକ

ରାୟଗଡା:- ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନରେ ଜିଲ୍ଲାପାଳ ପ୍ରଥମେ କରଡା ଗ୍ରାମକୁ ଯାଇ ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ ବୁଲିଦେଖିଥିଲେ । ପରେ ଖାମ୍ବାଗୁଡ଼ାରେ ସ୍ୱୟଂ ସହାୟିକା…
Read More...

ମୁନିଗୁଡା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟରେ ଏନ୍‌ଏସି ଘୋଷଣା ପାଇଁ ଦାବୀ

ମୁନିଗୁଡ଼ା:- ମୁନିଗୁଡ଼ା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟର ସହଯୋଗରେ ଏନ୍‌ଏସି ଘୋଷଣା ପାଇଁ ଦାବୀ ତୀବ୍ର ହୋଇଛି। ଏହି ଦାବୀକୁ ସମର୍ଥନ କରି ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା । ପ୍ରଗତି ମଞ୍ଚ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ଏନ୍‌ଏସି ଘୋଷଣା ହେବ ନାହିଁ, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ…
Read More...

ସିଆରପିଏଫ ୦୪ ବାଟାଲିୟନ ଓ ପୋଲିସ ବାହିନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲାଞ୍ଜିଗଡ:- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଆଦିବାସୀ ମାନେ ଜଙ୍ଗଲ କାଟି ପୋଡୁଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବା ବଦଳରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟପ୍ରାଣୀ…
Read More...

ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା : ରାତି୩ଟାରୁ ୧୫ କିମି ଚାଲି ଜିଲ୍ଲା ପାଳଙ୍କ ପାଖରେ ପହଞ୍ଚିଲେ ପିଲା

ରାୟଗଡା : ରାୟଗଡାରେ ଘଟିଛି ଅଭାବନୀୟ ଘଟଣା । ମିଳୁନି ଭଲ ଖାଇବା କି ସୁଦ୍ଧ ପାନୀୟ ଜଳ । ଶୋଇବା ପାଇଁ ଭଲ ଖଟ କି ମଶାରୀ ନାହିଁ, କି ଖେଳିବା ପାଇଁ ସୁବଧା ନାହିଁ । ଏମିତି ଅବ୍ୟବସ୍ଥା ଘେରରେ ରହିଛି ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟ । ଯାହାକୁ ନେଇ ଦୀର୍ଘ ୧୫ କିଲୋମିଟର ଚାଲି ଚାଲି…
Read More...

ରାୟଗଡାରେ ଡ୍ରୋନ ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି ଔଷଧ

ରାୟଗଡା: ଏଥର ସହଜ ହେବ ଔଷଧ ବିତରଣ । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ରାୟଗଡାରେ ଡ୍ରୋନ ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି ଔଷଧ । ଯାହାକୁ ପରୀକ୍ଷା ମୂଳକ ଭାବେ ରାୟଗଡାରୁ ଗୁଡାରୀ ଡାକ୍ତୀକଖାନାକୁ ଔଷଧ ପଠାଯାଇଛି । ଏଥର ସମସ୍ତ ଯାଗାକୁ ଡ୍ରୋନ ମାଧ୍ୟମରେ ବିତରଣ ହେବ ଜୀବନ ରକ୍ଷାକାରୀ ଔଷଧ ।…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଡିଏଫଓ ବିଜୟ କୁମାର ପରିଡ଼ା ନିଲମ୍ବିତ

ରାୟଗଡା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାକୁ ଚାକିରିରୁ ନିଲମ୍ବିତ କରାଯାଇଛି । ସରକାରୀ ନିୟମ ଅନୁସାରେ, ଜେଲ୍‌ରେ ୪୮ ଘଣ୍ଟାରୁ ଅଧିକ ସମୟ ରହିଥିବାରୁ ଶ୍ରୀ ପରିଡ଼ାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ, ପରିବେଶ ଓ ଜଳବାୟୁ…
Read More...

ବୃକ୍ଷରୋପଣ ନାଁରେ ୩ କୋଟି ଠକିଥିବା ରାୟଗଡ଼ା ଡିଏଫ୍ଓ ବିଜୟ ପରିଡା ଗିରଫ

ଭୁବନେଶ୍ୱର: ଗିରଫ ହେଲେ ରାୟଗଡା ଡିଏଫଓ ବିଜୟ ପରିଡା । ଡିଏଫଙ୍କୁ ଗିରଫ କରିଛି ଭିଜିଲାନ୍ସ । ମୁନିଗୁଡା ଲଣ୍ଡା ପାହାଡରେ ବୃକ୍ଷରୋପଣ ନାଁରେ ଡିଏଫଓ ୩ କୋଟି ଟଙ୍କା ହରିଲୁଟ କରିଥିଲେ । ଏନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା । ଗତକାଲି…
Read More...

ରାୟଗଡା  ଜିଲ୍ଲାପାଳଙ୍କ ଯୁଗ୍ମ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବିଷମ କଟକ :ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ବିଷମ କଟକ  ପଞ୍ଚାୟତ ସମିତି ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଲା ମୁଖ୍ୟ…
Read More...

ରାୟଗଡା ଜିଲ୍ଲା ସଦର ମହକୁମାରେ 77ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡା/ ମନୋଜ କୁମାର ସାହୁ : ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟର ଖେଳ ପଡିଆରେ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚ ଶିକ୍ଷା…
Read More...