Browsing Tag

raygada

ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପରିଦର୍ଶନ କଲେ ରାମନାଗୁଡ଼ା ବ୍ଲକ

ରାୟଗଡା:- ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଆଜି ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନରେ ଜିଲ୍ଲାପାଳ ପ୍ରଥମେ କରଡା ଗ୍ରାମକୁ ଯାଇ ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ ବୁଲିଦେଖିଥିଲେ । ପରେ ଖାମ୍ବାଗୁଡ଼ାରେ ସ୍ୱୟଂ ସହାୟିକା…
Read More...

ମୁନିଗୁଡା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟରେ ଏନ୍‌ଏସି ଘୋଷଣା ପାଇଁ ଦାବୀ

ମୁନିଗୁଡ଼ା:- ମୁନିଗୁଡ଼ା ପ୍ରଗତି ମଞ୍ଚ ଓ ମିଳିତ ଆନୁକୁଲ୍ୟର ସହଯୋଗରେ ଏନ୍‌ଏସି ଘୋଷଣା ପାଇଁ ଦାବୀ ତୀବ୍ର ହୋଇଛି। ଏହି ଦାବୀକୁ ସମର୍ଥନ କରି ଦିଆଯାଇଛି ୧୨ ଘଣ୍ଟିଆ ବନ୍ଦ ଡାକରା । ପ୍ରଗତି ମଞ୍ଚ ସ୍ପଷ୍ଟ କରିଛି ଯେ, ଯେପର୍ଯ୍ୟନ୍ତ ଏନ୍‌ଏସି ଘୋଷଣା ହେବ ନାହିଁ, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ…
Read More...

ସିଆରପିଏଫ ୦୪ ବାଟାଲିୟନ ଓ ପୋଲିସ ବାହିନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଲାଞ୍ଜିଗଡ:- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଆଦିବାସୀ ମାନେ ଜଙ୍ଗଲ କାଟି ପୋଡୁଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବା ବଦଳରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟପ୍ରାଣୀ…
Read More...

ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା : ରାତି୩ଟାରୁ ୧୫ କିମି ଚାଲି ଜିଲ୍ଲା ପାଳଙ୍କ ପାଖରେ ପହଞ୍ଚିଲେ ପିଲା

ରାୟଗଡା : ରାୟଗଡାରେ ଘଟିଛି ଅଭାବନୀୟ ଘଟଣା । ମିଳୁନି ଭଲ ଖାଇବା କି ସୁଦ୍ଧ ପାନୀୟ ଜଳ । ଶୋଇବା ପାଇଁ ଭଲ ଖଟ କି ମଶାରୀ ନାହିଁ, କି ଖେଳିବା ପାଇଁ ସୁବଧା ନାହିଁ । ଏମିତି ଅବ୍ୟବସ୍ଥା ଘେରରେ ରହିଛି ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟ । ଯାହାକୁ ନେଇ ଦୀର୍ଘ ୧୫ କିଲୋମିଟର ଚାଲି ଚାଲି…
Read More...

ରାୟଗଡାରେ ଡ୍ରୋନ ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି ଔଷଧ

ରାୟଗଡା: ଏଥର ସହଜ ହେବ ଔଷଧ ବିତରଣ । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ରାୟଗଡାରେ ଡ୍ରୋନ ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି ଔଷଧ । ଯାହାକୁ ପରୀକ୍ଷା ମୂଳକ ଭାବେ ରାୟଗଡାରୁ ଗୁଡାରୀ ଡାକ୍ତୀକଖାନାକୁ ଔଷଧ ପଠାଯାଇଛି । ଏଥର ସମସ୍ତ ଯାଗାକୁ ଡ୍ରୋନ ମାଧ୍ୟମରେ ବିତରଣ ହେବ ଜୀବନ ରକ୍ଷାକାରୀ ଔଷଧ ।…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଡିଏଫଓ ବିଜୟ କୁମାର ପରିଡ଼ା ନିଲମ୍ବିତ

ରାୟଗଡା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡାକୁ ଚାକିରିରୁ ନିଲମ୍ବିତ କରାଯାଇଛି । ସରକାରୀ ନିୟମ ଅନୁସାରେ, ଜେଲ୍‌ରେ ୪୮ ଘଣ୍ଟାରୁ ଅଧିକ ସମୟ ରହିଥିବାରୁ ଶ୍ରୀ ପରିଡ଼ାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ, ପରିବେଶ ଓ ଜଳବାୟୁ…
Read More...

ବୃକ୍ଷରୋପଣ ନାଁରେ ୩ କୋଟି ଠକିଥିବା ରାୟଗଡ଼ା ଡିଏଫ୍ଓ ବିଜୟ ପରିଡା ଗିରଫ

ଭୁବନେଶ୍ୱର: ଗିରଫ ହେଲେ ରାୟଗଡା ଡିଏଫଓ ବିଜୟ ପରିଡା । ଡିଏଫଙ୍କୁ ଗିରଫ କରିଛି ଭିଜିଲାନ୍ସ । ମୁନିଗୁଡା ଲଣ୍ଡା ପାହାଡରେ ବୃକ୍ଷରୋପଣ ନାଁରେ ଡିଏଫଓ ୩ କୋଟି ଟଙ୍କା ହରିଲୁଟ କରିଥିଲେ । ଏନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା । ଗତକାଲି…
Read More...

ରାୟଗଡା  ଜିଲ୍ଲାପାଳଙ୍କ ଯୁଗ୍ମ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ବିଷମ କଟକ :ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ବିଷମ କଟକ  ପଞ୍ଚାୟତ ସମିତି ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଲା ମୁଖ୍ୟ…
Read More...

ରାୟଗଡା ଜିଲ୍ଲା ସଦର ମହକୁମାରେ 77ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡା/ ମନୋଜ କୁମାର ସାହୁ : ୭୭ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ଇଂରାଜୀ ବିଦ୍ୟାଳୟର ଖେଳ ପଡିଆରେ ମହାଆଡମ୍ବରରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ଓ ଉଚ୍ଚ ଶିକ୍ଷା…
Read More...

ଉପରସାଜାରେ କଲଭେଟର ସେଣ୍ଟ୍ରିଙ୍ଗ୍ ଭୁଶୁଡିବା ଘଟଣା, ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ମନ୍ତ୍ରୀ ଓ ଜିଲ୍ଲାପାଳ

ରାୟଗଡ଼ା / ସନ୍ତୋଷ ଜନକ ଲମତା : ଉପରସାଜାରେ କଲଭେଟର ସେଣ୍ଟ୍ରିଙ୍ଗ୍ ଭୁଶୁଡିବା ଘଟଣା ,ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଜିଲ୍ଲାପାଳ ସ୍ଵଧା ଦେବ ସିଂ । ଗତ ସୋମବାର ୩୧ତାରିଖ ଦିନ ଲଗାଣ ବର୍ଷା ହେବା ଯୋଗୁଁ କଟଲପାଡୁ ଠାରୁ ତଳ ସାଜା ଦେଇ ଉପର ସାଜା…
Read More...