Browsing Tag

Rayagada

ଜିଆଇଇଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣୁପର ଜି.ଆଇ.ଇ.ଟି ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଭାବେ ଡ଼ଃ ବିନୟ କୁମାର ମିତ୍ତଲ ଯୋଗଦାନ ଦେଇଛନ୍ତି । ସେ ଭାରତର ବିଖ୍ୟାତ କମ୍ପୁଟର ଇଞ୍ଜିନିୟରିଙ୍ଗ ପ୍ରଫେସର ତଥା ପୂର୍ବତନ ବାୟୁସେନା ସ୍କାଡ୍ରନ ଲିଡ଼ର ଭାବେ କାର୍ୟ୍ୟରତ ଥିଲେ । ପ୍ରଫେସର ମିତ୍ତଲ ଏକ…
Read More...

ମହାଶିବରାତ୍ରୀ ଜାଗର ଯାତ୍ରା ଅବସରରେ ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ଶୈବ ପୀଠରେ ହଜାର ହଜାର ସଂଖ୍ୟାରେ…

ରାୟଗଡା କଲ୍ୟାଣ ସିଂହପୁର (ସନ୍ତୋଷ କୁମାର ଲମତା ):-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଅବସ୍ଥିତ ସର୍ବ ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ଶୈବ ପୀଠ ରେ ଆଜି ମହା ଶିବରାତ୍ରୀ ଜାଗର ଯାତ୍ରା ହେଉଥିବା ବେଳେ ଭକ୍ତ ମାନେ ନିଜ ନିଜ ମାନସିକ ପୂରଣ କରିବା ସହ ଯାତ୍ରା…
Read More...

ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନରେ ଚାଲିଗଲା ଯୁବକଙ୍କ ଜୀବନ

ରାୟଗଡା (ମନୋଜ କୁମାର ସାହୁ ) : କ୍ବାକ ତଥା ନକଲି ଡାକ୍ତରଙ୍କ ଭୁଲ ଇଂଜେକସନରେ ଯୁବକ ମୃତ୍ୟୁ। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଶବ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ। ମୃତକ…
Read More...

ଶାଶୁକୁ ହାଣି ଫେରାର ହୋଇଗଲା ଜ୍ବାଇଁ

ରାୟଗଡା /ମନୋଜ କୁମାର ସ୍ୱାଇଁ: ଶାଶୁକୁ ହାଣି ଫେରାର ହୋଇଗଲା ଜ୍ବାଇଁ । ଗୌତମ ନଗର ସ୍ଥିତ ଶିବ ମନ୍ଦୀର ନିକଟରେ ଥିବା ତିନି ମହଲା ଘରର ଉପର ମହଲା ରେ ରହୁଥିଲେ ଗଙ୍ଗାଆମ୍ମା ଗରିଡିଆ ତାଙ୍କ ବଡ ଝିଅ ଓ ସାନ ଝିଅ । ହଠାତ ସାନ ଝିଅ ରୁଦୁମା କନ୍ଧପାଣିର ସ୍ବାମୀ ନବୀନ କନ୍ଧପାଣି ଶାଶୂ…
Read More...

ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାୟଗଡ : (ମନୋଜ କୁମାର ସାହୁ) ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଉଦେଶ୍ୟରେ ସାମ୍ବାଦିକ ମାନଙ୍କ ମୌଳିକ ୫ ଦଫା ସମ୍ବଳିତ ଏକ ଦାବୀପତ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ…
Read More...

କମ୍ପାନୀ ବିରୁଦ୍ଧରେ ଧାରଣା ଦେଲେ ଗ୍ରାମବାସୀ

ରାୟଗଡ଼ା/ (ସନ୍ତୋଷ କୁମାର ଲମତା ): କାଶିପୁର ବ୍ଲକ ମାଈକଞ୍ଚ ପଞ୍ଚାୟତର  ପାଇକ କୁପାଖାଲ ଓ କରଞ୍ଜ କୁପାଖାଲ ମୌଜାରେ ଥିବା ବାପୁଲିମାଳି ବକସାଇଟ୍ ଖଣି ଖନନକୁ  ଦୁଇଟି ଗ୍ରାମର ଲୋକେ ପୁନର୍ବାର ଅଭିଯୋଗ ଶୁଣାଣି ଓ ପୂର୍ଣ୍ଣ ଥଇଥାନ ଦାବୀ ନେଇ  ଉତ୍କଳ ଆଲୁମିନା କମ୍ପାନୀ ବିରୁଦ୍ଧରେ ଧାରଣା ରେ…
Read More...

ରାୟଗଡା ଜିଲ୍ଲାରେ ଉପଲବ୍ଧ ହେଲା ନେଟୱାର୍କ ସେବା

ରାୟଗଡା/ମନୋଜ କୁମାର ସାହୁ : ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ମୁହଁରେ ହସ ଫୁଟିଛି । ଦୁର୍ଗମ ଅଗମ୍ୟ ଅଞ୍ଚଲରେ ମୋବାଇଲ ସେବା ଯୋଗାଈ ଦିଆଯାଇଛି । ଲୋକଙ୍କର ଗତ ଦୁଇ ଦଶନ୍ଧିର ସ୍ବପ୍ନ ସାକାର ହୋଇଛି । ଏହା ପରେ ଜୀବନ ଧାରଣାରେ ବ୍ୟାପକ ପରିବର୍ତ୍ତନ ପାରିଲିଖତ ହୋଇଛି । ଗତ 2002…
Read More...

ଆଠ ଫୁଟ ଅଜଗର ସାପ ଉଦ୍ଧାର

ରାୟଗଡା / ମନୋଜ ସାହୁ : ଆଠ ଫୁଟ ଅଜଗର ସାପ ଉଦ୍ଧାର । ଏ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ । ସୂଚନାନୁସାରେ , ସହର ଭିତରେ ଥିବା ପିଏସଆର ସିନେମା ହଲର ଗାଡି ପାର୍କିଂଙ୍ଗ ଯାଗାରୁ ଏହି ସାପ କୁ ଉଦ୍ଧାର କରିଛନ୍ତି ସାପ ଧରାଳି ପ୍ରଦୀପ ସେନାପତି । ଆଜି ଦୁଇ ପହର ସମୟରେ ବର୍ଷା ହେଉଥିବା…
Read More...

ଝାଡ଼ାବାନ୍ତିରେ ଗଲାଣି ୬ ଜଣଙ୍କ ଜୀବନ

ରାୟଗଡ଼ା: ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ୫ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଆଜି ସକାଳେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଆଉଜଣଙ୍କ ମୃତ୍ୟୁ ଘଟିଛି। ଏପରିଭାବେ ଇତିମଧ୍ୟରେ ୬ଜଣଙ୍କ ପ୍ରାଣହାନି ଘଟିଥିବା…
Read More...

ବଗି ଛାଡି ଚାଲିଗଲା ଇଞ୍ଜିନ : ଅଘଟଣରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ

ରାୟଗଡ଼ା : ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ । ଆନ୍ଧ୍ରରେ ସୀତାନଗରମ୍ ଷ୍ଟେସନ ପାଖରେ ବଗି ଛାଡି ଚାଲିଗଲା ଇଞ୍ଜିନ ।  ଅଳ୍ପକେ ରକ୍ଷା ପାଇଯାଇଛନ୍ତି ଅନେକ ଯାତ୍ରୀ । ଏମିତି ଘଟଣା ଦେଖିବାକୁ ମିଳିଛି ସୀତାନଗରମ୍ ଷ୍ଟେସନରେ ।…
Read More...