Browsing Tag

Rayagada

ଜାତୀୟ ସ୍ତରରେ ଆଦର୍ଶ ବିଧାୟକ ରୂପେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ପୁରସ୍କୃତ

ରାୟଗଡା / ରବିନ୍ଦ୍ର କୁମାର ସାହୁ : ଏମ୍.ଆଇ.ଟି ସ୍କୁଲ୍ ଅଫ ଗମେଣ୍ଟ ମୁମ୍ବାଇ ରେ ଆୟୋଜିତ ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ ଜୁନ ୧୫ ରୁ ୧୭ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ୧୭୦୦ ରୁ ଉର୍ଦ୍ଧ ବିଧାୟକ ଓ ବିଧାନ ପରିଷଦ ର ସଦସ୍ୟ, ୧୦୦ ରୁ…
Read More...

ରଥଯାତ୍ରା ଦେଖିବାକୁ ଆସିବା ସମୟରେ ଦୁର୍ଘଟଣା ୧୫ ଆହତ, ଜଣେ ଗୁରୁତ୍ୱର

ରାୟଗଡ଼ା/ରବିନ୍ଦ୍ର କୁମାର ସାହୁ : ରଥ ଯାତ୍ରା ଦେଖିବାକୁ ଆସି ଅଘଟଣ | ଏକ ପିକଅପ୍ ଭ୍ୟାନ ଯୋଗେ ରାୟଗଡ଼ା ଘୋଷଯାତ୍ରା ଦେଖିବାକୁ ଆସିବା ସମୟରେ ୩୨୬ ଜାତିୟ ରାଜପଥ ତଳ ସଂକେଶ ମନ୍ଦିର ନିକଟରେ ବିପରୀତ ଦିଗରେ ଆସୁଥିବା ଏକ ଅଟୋକୁ ସାଇଡ ଦେବାକୁ ଯାଇ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୧୫ ଜଣ…
Read More...

ରାୟଗଡ଼ା ଗସ୍ତ କରି ରୂପାନ୍ତରଣ ହେବ ବ୍ଲକ ସମସ୍ତ ସ୍କୁଲ ଓ କଲେଜ କହିଲେ ୫ଟି ସଚିବ ଭି କେ ପାଣ୍ଡିଆନ

ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ରାୟଗଡା ଗସ୍ତରେ ୫ଟି ସଚିବ ଭି.କେ.ପାଣ୍ଡିଆନ । ଆଜି ଦ୍ୱିତିୟ ଦିନରେ ସକାଳୁ ୯.୫୦ ମିନିଟ ରେ ବିଷମ କଟକ ରେ ତିଆରି ହୋଇଥାବା ନୁତ୍ତନ ମିଶନ ଶକ୍ତି କ୍ୟାଫେ ରେ ଫହଁଚି ଥିଲେ । ସେଠାରେ ମହିଳାମାନେ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ ଓ ମହିଳା ମାନଙ୍କ…
Read More...

ବିଷମକଟକ ମିଶନ ଶନ୍ତି କ୍ୟାଫେରେ ଜଳଖିଆ ଖାଇଛନ୍ତି ୫ଟି ସଚିବ ଭେ କେ ପାଣ୍ଡିଆନ

ରାୟଗଡା : ଦୁଇଦିନିଆ ରାୟଗଡା ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ୫ଟି ସଚିବ ରାୟଗଡ ରେ ପହଂଚିବାପରେ ବିଭିନ୍ନ କାର୍ୟ୍ୟକ୍ରମ ରେ ଯୋଗ ଦେଇଛନ୍ତି । ଆଜି ଦ୍ୱତିୟ ଦିନରେ କାଶୀପୁରର ନବ ନିର୍ମିତ ସିଏଚସି ବୁଲି ଦେଖିଛନ୍ତି । ବାକି ଥିବା ହାଇସ୍କୁଲ…
Read More...

ପଞ୍ଚାୟତ ସ୍ତରରେ ସମବାୟ ବ୍ୟାଙ୍କ ତରଫରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ରାୟଗଡା / ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁକୁମ୍ ପଞ୍ଚାୟତ ଠାରେ ଆଖ ପାଖ ର ଚାରୋଟି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା କାର୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ବିଜୁସ୍ଵ।ସ୍ଥ୍ୟ ଉପଦେଷ୍ଟା…
Read More...

ବିବାହ କରିବା ପଡିଲା ମହଙ୍ଗା

ରାୟଗଡା / ରବୀନ୍ଦ୍ର କୁମାର ସାହୁ : ବିବାହ କରିବା ପଡିଲା ମହଙ୍ଗା । ମ୍ୟାଟ୍ରିମୋନୀ ରୁ କରୁଥିଲେ ବିବାହ । ଜଣଙ୍କୁ କି ଦୁଇ ଜଣଙ୍କୁ ନୁହେଁ ୪ଜଣଙ୍କୁ କରିଥିଲେ ପ୍ରେମ ବିବାହ । ଏପରି ଜଣେ ରସିକିଆ ଯନ୍ତ୍ରୀ ହେଲେ କାଶୀପୁର ବ୍ଲକ୍ ଚଡଊ (କୋଠା ବାଡ଼ି ରାସ୍ତା ନିର୍ମାଣ ବିଭାଗ)ର ଯନ୍ତ୍ରୀ…
Read More...

ଓକିଲ ସଂଘର ନିର୍ବାଚନ ରେ ସଭାପତି ଭ।ବେ ଚନ୍ଦ୍ରମୌଳି ପଟ୍ଟନାୟକ ନିର୍ବାଚିତ

ରାୟଗଡ଼ା /ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ବିଷମ କଟକ ଓକିଲ ସଂଘର ସରିଲା ନିର୍ବାଚନ ଏଥିରେ ବରିଷ୍ଠ ଆଇନଜୀବୀ ଚନ୍ଦ୍ରମୌଳି ପଟ୍ଟନାୟକ ସର୍ବସମ୍ମତି ରେ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଇଛନ୍ତି । ସମ୍ପାଦକ ଭାବେ ସନ୍ତୋଷ କୁମାର ପଣ୍ଡା, ଉପସଭାପତି ଭାବେ ରାଧାରମଣ…
Read More...

ମଇଁଷି ବୋଝେଇ ଟ୍ରକ କୁ କାବୁ କରି ପୋଲିସ ଦେଲେ ଗ୍ରାମବାସି

ରାୟଗଡ଼ା /ରବିନ୍ଦ୍ର କୁମାର ସାହୁ :ଚାଲଣ ହେଉଛି ଟ୍ରକ ଟ୍ରକ ମଇଁଶି । ରାୟଗଡ଼ା ଜିଲ୍ଲାର ବିଷମକଟକ ଥାନା ଅଧିନସ୍ଥ ଚଞ୍ଚର।ଗୁଡ଼ରେ ଦେଖିବାକୁ ମିଳୁଛି ଏହି ଘଟଣା । ରାୟପୁର ଠାରୁ ବିଶାଖାପାଟଣା ବେଆଇନ୍ ମଇଁଶି ଚାଲାଣ ହେଉଥିବା ଟ୍ରକ୍ (ନମ୍ବର: ଉଏ୦୪ ଖଛ ୮୮୪୨) ଚାଞ୍ଚରାଗୁଡା ଠାରେ ଅଟକ…
Read More...

ଗୁଣପୁର ଡାକ୍ତରଖାନାରେ ଡକ୍ତର ସମସ୍ୟାର ହେବ ସମାଧାନ

ରାୟଗଡା/ ରବିନ୍ଦ୍ର କୁମାର ସାହୁ : ରାୟଗଡା ଜିଲ୍ଲାରେ ଦେଖାଦେଇଛି ଡାକ୍ତର ସମସ୍ୟା । ବିଶେଷ କରି ରାୟଗଡା ଜିଲ୍ଲାର ଗୁଣପୁର ଉପଖଣ୍ଡର ଡାକ୍ତରଖାନାରେ ଖାଲିପଡିଛି ଡାକ୍ତର ପଦବି ତା ସହିତ ଭେଷଜ ଓ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ,ଗୁମୁଡ଼ା ନ୍ୟୁ ପିଏଚସି…
Read More...

ପ୍ରଗତି ସମବାୟ ସମିତି ତରଫରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ,ସଫଳ ଚାଷୀଙ୍କୁ ମିଳିଲା ପୁରସ୍କାର

ରାୟଗଡ଼ା  : ରାୟଗଡ଼ା ଜିଲ୍ଲା ବିଷମକଟକ ରେ ଆଜି ପ୍ରଗତି ସମବାୟ ସମିତି ପକ୍ଷରୁ ସ୍ଥାନୀୟ ବିଜୁ କଲ୍ୟାଣମଣ୍ଡପ ଠାରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଗତି ସମବାୟସମିତି ର ମୂଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମାନ ତପନ କୁମାର ବିଶ୍ବାଳ ଅତିଥି ମାନଙ୍କ…
Read More...