Browsing Tag

Rayagada

ବନ୍ଦ ପାଳନ ବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ

ରାୟଗଡ଼ାରେ ବନ୍ଦ ପାଳନ ବେଳେ ଦୁର୍ଘଟଣା। ଆଜି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଏକ ପୋଲିସ ବସ୍ ବ୍ରେକ୍ ଫେଲ୍ ହୋଇଗଲା। ତଥାପି, ସତର୍କ ଡ୍ରାଇଭର ଶହ ଶହ ପ୍ରଦର୍ଶନକାରୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଆଜି ସକାଳେ ରାୟଗଡ଼ାର ସିରିଗୁଡ଼ା ଛକରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଆଜି ଟ୍ରେଡ୍…
Read More...

ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ବିଷମ କଟକରେ ପ୍ରଥମ ଥର ପାଇଁ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ, ୫ ଲକ୍ଷରୁ ଅଧିକ ମୂଲ୍ୟର ଗଛ ପୋଡ଼ିଲା ଅବକାରୀ ବିଭାଗ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡ଼ା ପଞ୍ଚାୟତର ରେଲାକୁପା ମୌଜା ଅଧୀନରେ ଥିବା ଏକ ଜଙ୍ଗଲରେ ଆଜି ସକାଳେ ଏକ ବଡ଼ ଧରଣର ଗଞ୍ଜେଇ ଚାଷ ଉପରେ ଚଢ଼ାଉ…
Read More...

ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି, କଡ଼ା ସୁରକ୍ଷାରେ ଚାଲିଥିଲା ଗଣତି

ରାୟଗଡ଼ା: ଖୋଲିଲା ମା’ ମଝିଘରିଆଣୀଙ୍କ ହୁଣ୍ଡି । ୬ ମାସ ପରେ ଖୋଲିଛି ମନ୍ଦିରର ଦାନ ହୁଣ୍ଡି । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ଏହି ଗଣତି ଶେଷ ପରେ ସମସ୍ତ ଅର୍ଥକୁ ବ୍ୟାଙ୍କରେ ଡିପୋଜିଟ୍‌ କରାଯିବ ବୋଲି ସୂଚନା ମିଳିଛି । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣି…
Read More...

ଲାଞ୍ଚ ନେଇ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି

ରାୟଗଡ଼ା-: ଲାଞ୍ଚ ନେଇ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସିଡିପିଓ  ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ କାବୁ କରିଥିବା…
Read More...

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳିକା…

ରାୟଗଡ;ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ । ତେବେ ଗତ ୧୭ ତାରିଖରେ ଅଭିଯୋହ ଶୁଣାଣିରେ ହୋଇଥିଲା ପ୍ରଧାନ ଶିକ୍ଷୟିତ୍ରୀ ନାଁରେ ଅଭିଯୋଗ । ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ କୁମୁଡାବାଲି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ କସ୍ତୁରବା ଗାନ୍ଧୀବାଳିକା ବିଦ୍ୟାଳୟର…
Read More...

ରାୟଗଡାରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ ।…
Read More...

ଷ୍ଟ୍ରେଚର ଦ୍ୱାରା ନଈ ପାର ହେଲେ ଗର୍ଭବତୀ ମହିଳା

କଲ୍ୟାଣସିଂହପୁର/ସନ୍ତୋଷ କୁମାର ଲମତା : ଷ୍ଟ୍ରେଚର ଦ୍ୱାରା ନଈ ପାର ହେଲେ ଗର୍ଭବତୀ ମହିଳା | ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ ତଳସଜା ଗ୍ରାମରେ | ଗର୍ଭବତୀ ମହିଳା କବିତା ମିନିଆକାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ…
Read More...

ବୈଦୁର୍ଯ୍ୟ ଖଣି ଖନନ ନେଇ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଷମକଟକ/ ରବିନ୍ଦ୍ର କୁମାର ସାହୁ:  ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡାଠାରେ ରହିଥିବା ବୈଦୁର୍ଯ୍ୟ (ରତ୍ନ ପଥର) ଖନନ ନିମନ୍ତେ ପ୍ରଶାସନ ତରଫରୁ ଆଜି ଜନଶୁଣାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଖଣିକୁ ମେସର୍ସ ବଜରଙ୍ଗିଲାଲ ଗୁପ୍ତା ୫୦ ବର୍ଷ ପାଇଁ ଲିଜ୍…
Read More...

ଜାତୀୟ ସ୍ତରରେ ଆଦର୍ଶ ବିଧାୟକ ରୂପେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କୁ ପୁରସ୍କୃତ

ରାୟଗଡା / ରବିନ୍ଦ୍ର କୁମାର ସାହୁ : ଏମ୍.ଆଇ.ଟି ସ୍କୁଲ୍ ଅଫ ଗମେଣ୍ଟ ମୁମ୍ବାଇ ରେ ଆୟୋଜିତ ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ ଜୁନ ୧୫ ରୁ ୧୭ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ୧୭୦୦ ରୁ ଉର୍ଦ୍ଧ ବିଧାୟକ ଓ ବିଧାନ ପରିଷଦ ର ସଦସ୍ୟ, ୧୦୦ ରୁ…
Read More...

ରଥଯାତ୍ରା ଦେଖିବାକୁ ଆସିବା ସମୟରେ ଦୁର୍ଘଟଣା ୧୫ ଆହତ, ଜଣେ ଗୁରୁତ୍ୱର

ରାୟଗଡ଼ା/ରବିନ୍ଦ୍ର କୁମାର ସାହୁ : ରଥ ଯାତ୍ରା ଦେଖିବାକୁ ଆସି ଅଘଟଣ | ଏକ ପିକଅପ୍ ଭ୍ୟାନ ଯୋଗେ ରାୟଗଡ଼ା ଘୋଷଯାତ୍ରା ଦେଖିବାକୁ ଆସିବା ସମୟରେ ୩୨୬ ଜାତିୟ ରାଜପଥ ତଳ ସଂକେଶ ମନ୍ଦିର ନିକଟରେ ବିପରୀତ ଦିଗରେ ଆସୁଥିବା ଏକ ଅଟୋକୁ ସାଇଡ ଦେବାକୁ ଯାଇ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୧୫ ଜଣ…
Read More...