Browsing Tag

ratha yatra 2022

ଶରଧା ବାଲିରେ ତିନିରଥ: ୩ ଠାକୁରଙ୍କୁ ଦେଖିବାକୁ ଗୁଣ୍ଡିଚା ମନ୍ଦିର ଆଗରେ ଭକ୍ତଙ୍କ ଭିଡ

ପୁରୀ: ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ । ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଯାଇ ପହଞ୍ଚିଥିଲା । ଏବେ ଶରଧା ବାଲିରେ ୩ ରଥ ସମାନ ହୋଇ ଛିଡା ହୋଇଛନ୍ତି । ୩…
Read More...

ଉଦଳାରେ ଭକ୍ତ ଭଗବାନଙ୍କ ମହାମିଳନ: ଧୁମଧାମରେ ଘୋଷଯାତ୍ରା ପାଳିତ

ଉଦଳା: ଦୁଇ ବର୍ଷ ପରେ ଶୁକ୍ରବାର ପବିତ୍ର ଘୋଷଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି । ବଡ ଦାଣ୍ଡରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ବଳିତ ହୋଇ ପଡିଛନ୍ତି ହଜାର ହଜାର ଭକ୍ତ । ବଡ ଦାଣ୍ଡରେ ଭକ୍ତ ଭଗବାନଙ୍କ ଅପୂର୍ବ ମିଳନ। ଶ୍ରୀକ୍ଷେତ୍ର ଭଳି ଉଦଳାରେ ମଧ୍ୟ ଖୁବ ଧୁମଧାମରେ…
Read More...

ଗୁଳୁଗୁଳି ସାଙ୍ଗକୁ ଖରାର ପ୍ରକୋପରେ ଦଶରୁ ଉର୍ଦ୍ଧ୍ବ ଭକ୍ତ ଅଂଶୁଘାତ ଆକ୍ରାନ୍ତ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ରଥାରୁଢ଼ ମହାପ୍ରଭୁ । ଆଉ ଭଗବାନଙ୍କୁ ଦେଖିବାକୁ ଲାଗିଛି ଭକ୍ତଙ୍କ ସମାଗମ ।ତେବେ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଖରାର ପ୍ରକୋପରେ ଦଶରୁ ଉର୍ଦ୍ଧ୍ବ ଭକ୍ତ ଅଂଶୁଘାତ ଆକ୍ରାନ୍ତ, ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର…
Read More...

ରାତି ପାହିଲେ ବିଶ୍ଵନୟନ୍ତାଙ୍କ ଘୋଷଯାତ୍ରା: ତିନିବାଡରୁ ଆସିଲା ଆଜ୍ଞାମାଳ

ପୁରୀ: ରାତି ପାହିଲେ ଚତୁର୍ଦ୍ଧା ମୂରତିଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତେବେ ଆଜି ଆଜ୍ଞାମାଳବିଜେ ନୀତି ଅନୁଯାୟୀ, ମହାପ୍ରଭାଙ୍କ ଆଜ୍ଞାମାଳ ଆସି ତିନିରଥରେ ପହଞ୍ଚିଛି । ଏହାପରେ ରଥ ସିଂହଦ୍ୱାର ସମ୍ମୁଖକୁ ଆସିବ । ପ୍ରଥମେ ନନ୍ଦିଘୋଷ, ତାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜକୁ ସିଂହଦ୍ୱାର…
Read More...