Browsing Tag

Rasmitasahoo

ଉନ୍ନତ୍ତ ସ୍ବାସ୍ଥ୍ୟ ସେବାର ନିରନ୍ତର ବିକାଶ ନିମନ୍ତେ ୫ ଜଣ ପରାମର୍ଶଦାତା ନିୟୋଜିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫…
Read More...

ଭାଇରଲ ହେଉଛି ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କ ଭିଡିଓ

ନୂଆଦିଲ୍ଲୀ : ସତରେ ଭାଇଭଉଣୀର ସମ୍ପର୍କ ନିଆରା | ଯେତେ ଅସୁବିଧାରେ ଭାଇ ଟିଏ ଥିଲେ ମଧ୍ୟ ଭଉଣୀ ତା ପାଖରେ ଆସି ଠିଆ ହୋଇଥାଏ | ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି କଂଗ୍ରେସ ଅଧକ୍ଷ ରହୂଲଗାନ୍ଧୀ ଓ ଭଉଣୀ ପ୍ରିୟକାଙ୍କ ମଧ୍ୟରେ | ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ…
Read More...

ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ 

ଭୁବନେଶ୍ୱର : ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିବା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତା ଏମ୍ସ ଯାଇ ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏହାସହ ସାଂସଦଙ୍କ…
Read More...

ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା

ମୁମ୍ବାଇ : ବିସିସିଆଇ ପକ୍ଷରୁ ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ମହିଳା ଆଇପିଏଲର ଶୁଭାରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା କରିଛି ।ମାର୍ଚ୍ଚରୁ ଆରମ୍ଭ ହୋଇ ପୁରୁଷ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ…
Read More...

ନୂଆ ବର୍ଷରେ ନୂଆ ବିଜୟର ଖାତା ଖୋଲିଛି  ଭାରତ

ମୁମ୍ବାଇ: ନୂଆ ବର୍ଷରେ ନୂଆ ବିଜୟର ଖାତା ଖୋଲିଛି  ଭାରତ | ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି  ପ୍ରଥମ ଟି -୨୦ ମ୍ୟାଚ |   ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ବାଦ ଦେଇଥିଲା  ଦଳ |  ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ରାତି ୭ଟାରେ ଖେଳାଯାଇଛି  ମ୍ୟାଚ୍…
Read More...

ବିଦେଶୀ ମଦ ବିକ୍ରୀକରୁଥିବାରୁ ଦଳରୁ ବିଦା ହେଲେ ଭୁବନ ଜିଲା ପରିଷଦ ସଦସ୍ୟ

ଢେଙ୍କାନାଳ: ଗତକାଲି ଢେଙ୍କାନାଳ ଜିଲ୍ଲା ଭୁବନ ଏକତାଳି ଗାଁରେ ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଥିଲା ଅବକାରୀ ବିଭାଗ । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଭୁବନ ବ୍ଲକ ତିନି ନମ୍ବର ଜିଲ୍ଲାପରିଷଦ ସଭ୍ୟ ସୁବାସ ମାଝୀଙ୍କୁ ଗିରଫ କରିଥିଲା ପୋଲିସ । ପୋଲିସ କନେସତଲବଲ ମଧ୍ୟ ଥିବା…
Read More...

ଢେଙ୍କାନାଳ ଅବକାରୀ ବିଭାଗର ବଡ଼ ଧରଣର ରେଡ, ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି

ଢେଙ୍କାନାଳ : ଅବକାରୀ ବିଭାଗର ବଡ଼ ଧରଣର ରେଡ୍ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ମାଝୀଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି| ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଭୁବନରେ | ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ…
Read More...

ଆଜି ଭାରତ – ଶ୍ରୀଲଙ୍କା ପ୍ରଥମ ଟି-୨୦, ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ : ନୂଆ ବର୍ଷରେ ନୂଆ ଖାତା ଖୋଲିବ ଭାରତ | ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବ ପ୍ରଥମ ଟି -୨୦ ମ୍ୟାଚ | ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲଙ୍କୁ ବାଦ ଦେଇଛି ଦଳ | ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ରାତି ୭ଟାରେ ଖେଳାଯିବ ମ୍ୟାଚ୍ ।ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ…
Read More...

ସନ୍ଦେହଜନକ ଭାବେ ରୁଷୀୟ ନାଗରିକଙ୍କ ମୃତ୍ୟୁ

ପାରାଦୀପ : ଓଡ଼ିଶାରେ ଆସି ପୁଣି ଜଣେ ଋଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ । ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଘଟିଛି ଏହି ଅଘଟଣ। ‘ଏମ୍ .ଭି. ଅଲଦାନା’ ନାମକ ଜାହାଜରେ ଥିବା ଇଞ୍ଜିନିୟର ‘ମିଲ୍ ଯାକୁବ ସର୍ଜଇ’ ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା…
Read More...

ବାଇକ ଧକାରେ ସାଇକେଲ ଆରୋହୀ ମୃତ

ଗଞ୍ଜାମ ଜିଲ୍ଲା(ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚାରୀମଇଲି ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ସାଇକେଲ କୁ ଧକା ଦେଲା ବାଇକ l ଫଳରେ ସାଇକେଲ ଆରୋହୀ କ୍ଷେତ୍ରବାସୀ ସାହୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଭେଟନଇ ଅଞ୍ଚଳର କାଳୁଚରଣ ସ୍ୱାଇଁ ଗୁରୁତର…
Read More...