Browsing Tag

Ranji Trophy

ପ୍ରଥମ ଥର ରଣଜୀ ଚାମ୍ପିଅନ୍‌ ହୋଇ ଇତିହାସ ରଚିଛି ଜମ୍ମୁ-କାଶ୍ମୀର

ନୂଆଦିଲ୍ଲୀ: ଭାରତୀୟ ଘରୋଇ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ Ranji Trophyର ଫାଇନାଲ୍ ମ୍ୟାଚ୍ ଡ୍ରରେ ଶେଷ ହେଲେ ମଧ୍ୟ, ପ୍ରଥମ ଇନିଂସରେ ୨୯୧ ରନ୍‌ର ଅଗ୍ରଣୀ ଆଧାରରେ ଜମ୍ମୁ କାଶ୍ମୀରକୁ ବିଜେତା ଘୋଷଣା କରାଯାଇଛି। ଏହା ସହିତ ଜମ୍ମୁ କାଶ୍ମୀର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ୍…
Read More...

ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା

କଟକ:- ଆଜିଠୁ ରଣ୍‌ଜୀ ଟ୍ରଫି ଅଭିଯାନ ଆରମ୍ଭ । ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା । କଟକ ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ୍ ଓଡ଼ିଶା । ତେବେ ଓଡ଼ିଶା ଏଥର ଭଲ ପ୍ରଦର୍ଶନ କରିବାର ଆଶା…
Read More...

ୱାନ୍ ଡେ’ ଓ ଟେଷ୍ଟ୍ ମ୍ୟାଚ୍ ପରେ ରଣଜୀରେ ବି ଫେଲ୍ ମାରିଲେ ରୋହିତ୍

ବ୍ୟୁରୋ : ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ଲପ୍ ହୋଇଥିଲେ । ପରେ ଆଲୋଚନା ହେଉଥିଲା ରଣଜୀ ଟ୍ରଫିରେ ପୁଣି ହିଟମ୍ୟାନ ଫର୍ମକୁ ଫେରିବେ । କିନ୍ତୁ ରଣଜୀରେ ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ରୋହିତ । ମୁମ୍ବାଇ ପକ୍ଷରୁ ରଣଜୀ ଖେଳୁଥିବା…
Read More...

ରଣଜୀ ଟ୍ରଫିରେ ଓଡିଶାର ବଡ ବିଜୟ

ନୂଆଦିଲ୍ଲୀ: ପ୍ରଥମ ଇନିଂରେ ପଛୁଆ ରହିଥିବା ଓଡିଶା ଏବେ ହିମାଚଳ ପ୍ରଦେଶ ବିପକ୍ଷରେ ହାସଲ କରିଛି ବଡ ବିଜୟ । କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ହିମାଚଳ ପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ୍ 'ଡି' ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା କୁ ମିଳିଛି ଏହି ବଡ ସଫଳତା । ଦ୍ୱିତୀୟ ଇନସିଂରେ…
Read More...