Browsing Tag

rajesh sahoo

PM ଫସଲ ବୀମା ଯୋଜନାରେ ମାଲେମାଲ ବୀମା କମ୍ପାନୀ, ଚାଷୀଙ୍କୁ ମିଳୁନି ଲାଭ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ର ଉପରେ ବର୍ଷିଲା ବିଜେଡି। ଫସଲ ବୀମା ଯୋଜନାରେ କମ୍ପାନୀ ମାନେ ପ୍ରଚୁର ପରିମାଣରେ ଲାଭବାନ ହେଉଥିବା ବେଳେ, ଚାଷୀ ହଇରାଣ ହେଉଥିବା କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଗୁଁ ଓଡ଼ିଶା ଚାଷୀ…
Read More...

ଗଞ୍ଜାମ ଗସ୍ତ କରିବେ ବିଧାୟକ ଓ ବିଧାୟିକା, ବୁଲି ଦେଖିବେ ସ୍ମାର୍ଟ କ୍ଲାସ

ଭୁବନେଶ୍ୱର: ଆସନ୍ତା ୨୧ରେ ଗଂଜାମ ଜିଲ୍ଲା ଗସ୍ତରେ ଆସିବେ ୧୦୮ ବିଧାୟକ ଓ ବିଧାୟିକା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳୀକାଟୁ ଓ ଶେରଗଡ଼ର ସ୍କୁଲ ମାନଙ୍କରେ କରାଯାଇଥିବା ସ୍ମାର୍ଟକ୍ଲାସ୍ ବୁଲିଦେଖିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ୨୧ ତାରିଖରୁ ୩୦ ତାରିଖ…
Read More...

ମଣିଷ ସେବାରେ ମନୁଙ୍କ ଜୀବନ

ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବିଜୁ ଜନତା ଦଳ। ୨୭ ପ୍ରତିଶତ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ପଞ୍ଚାୟତ ଓ ଅନ୍ୟ ନିର୍ବାଚନରେ ଟିକଟ ଦେବ ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର…
Read More...

`ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍, ଫଲ୍ସ ପଜିଟିଭ ଅଧିକ’

ଭୁବନେଶ୍ୱର : ରାଜ୍ୟରେ କରୋନା ପରେ ଡରାଇଲାଣି ଡେଙ୍ଗୁ। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ହଜାରେ ଡେଙ୍ଗୁ କେସ୍ ରହିଛି। ଡେଙ୍ଗୁ ସ୍ଥିତି ନେଇ ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏଭଳି ସୂଚନା ଦେଇଛନ୍ତି। ସେ…
Read More...

ବିଜେପି କନ୍ଦଳ ଦିନକୁ ଦିନ ଘମେଇବାରେ ଲାଗିଛି

ଭୁବନେଶ୍ୱର : ପୁଣି ଥରେ କେରଳ ବିଜେପିର ଚିନ୍ତା ବଢାଇଲା ଭାଇରାଲ ଅଡିଓ କଲ୍ ରେକର୍ଡିଂ। କେରଳ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପର ଠାରୁ ରାଜ୍ୟ ବିଜେପିର ପିଛା ଛାଡୁନି ବିବାଦ। ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏରେ ସାମିଲ ହେବା ପାଇଁ ଜେଆରଏସ ସହିତ ନଗଦ ଟଙ୍କା କାରବାର…
Read More...