Browsing Tag

rairangpur

ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

ରାଇରଙ୍ଗପୁର:- ରାଇରଙ୍ଗପୁର ବାମନଘାଟୀ ଉପଖଣ୍ଡରେ ବିଭିନ୍ନ‌ ସାପ୍ତାହିକ ହାଟରେ ଅବାଧ ଗୋମାଂସ ବିକ୍ରିକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ପୋଲିସ ମଧ୍ୟ ଏଥିପ୍ରତି କଠୋର ହେଉଛି । ଆଇନ ଶୃଙ୍ଖଳାକୁ ଫୁ କରିଦେଉଛନ୍ତି ଗୋ ତସ୍କର ମାନେ। ସୂଚନାଯୋଗ୍ୟ ବିଶୋଇ ଥାନା ଅନ୍ତର୍ଗତ ସାପ୍ତାହିକ…
Read More...

ଜିଲ୍ଲା ସ୍ତରୀୟ ୨୦୨୫ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କଲେ ମନିଷ ପାଲ

ରାଇରଙ୍ଗପୁର:- ରାଇରଙ୍ଗପୁର ଅଂଚଳର ଯୁବ ବେଡମିଣ୍ଟନ ତାରକା ମନିଷ ପାଲ ଜିଲ୍ଲା ସ୍ତରୀୟ ୨୦୨୫ ବେଡମିଣ୍ଟନ ଟୁର୍ଣାମେଣ୍ଟରେ ରେକର୍ଡ ସୃଷ୍ଟି କରିଛନ୍ତି । ବାରିପଦାରେ ଷ୍ଟାଡିୟମ ପଡ଼ିଆରେ ତ୍ରୀ ଦୀବସୀୟ ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷରୁ କମ,୧୯ ବର୍ଷରୁ କମ ଏବଂ ବରିଷ୍ଠ ବିଭାଗରେ ନିଜର କ୍ରୀଡା…
Read More...

ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ…

ରାଇରଙ୍ଗପୁର-: ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପଜିଲ୍ଲାପାଳ…
Read More...

ରାତାରାତି କାଟିନେଲେ ବହୁ ମୂଲ୍ୟବାନ ଚନ୍ଦନ ଗଛ

ରାଇରଙ୍ଗପୁର-: ଗତ କାଲି ବିଳମ୍ବିତ ରାତିରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦୁବୁଲାବେଡା ଗ୍ରାମ ବିକାଶ ନଗରର ଦୀନବନ୍ଧୁ ପୁହାଣଙ୍କ ବାଡି ଭିତରେ ପଶି ବିନା ଶବ୍ଦ ବାଲା କଟାଯନ୍ତ୍ରରେ ଗୋଟିଏ ୩୦ ଫୁଟ ଉଚ୍ଚର ପୁରୁଣା ଚନ୍ଦନ ଗଛକୁ କାଟି ନେଇ ପଳାଇ…
Read More...

ଏଲ ଆଣ୍ଡ ଟି କମ୍ପାନୀର ଆକାଉଣ୍ଟାଣ୍ଟ ହାରିଲେ ଜୀବନ

ରାଇରଙ୍ଗପୁର-: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଖେମକା କଲୋନୀର ଚାରି ମହଲା ଆପାର୍ଟମେଣ୍ଟର ଏଲ ଆଣ୍ଡ ଟି କମ୍ପାନୀର ଆକାଉଣ୍ଟାଣ୍ଟଙ୍କ ଝୁଲନ୍ତା ମୃତଦେହକୁ ରାଇରଙ୍ଗପୁର ଟାଉନ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତିଙ୍କ ନାମ ସୁଧାଂସୁ ଶେଖର ଦାସ ଓ ସେ ସମ୍ବଲପୁର ନିବାସୀ ବୋଲି ଜଣା ପଡିଛି…
Read More...

ସର୍ପାଘାତରେ ଗଲା ମହିଳାଙ୍କ ଜୀବନ

ରାଇରଙ୍ଗପୁର-: ଦିନକୁ ଦିନ ସାପ କାମୁଡା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ମୟୁରଭଞ୍ଜ ଜିଲ୍ଲା ବଖମନଘାଟୀ ଉପଖଣ୍ଡରେ ସପ୍ତାହକ ମଧ୍ୟରେ ଦୁଇଟି ଶିଶୁ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ଘଟିଲାଣି । ସୂଚନାଯୋଗ୍ୟ ଯାମଦା ଥାନା ଅନ୍ତର୍ଗତ ମାନବୀର ପଞ୍ଚାୟତର ରାମ ସିଂଙ୍କ ପତ୍ନୀ ଯୁମୁନା ରାତିରେ…
Read More...

ରାଇରଙ୍ଗପୁର ପ୍ରଷିଦ୍ଧ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ

ରାଇରଙ୍ଗପୁର ସତ୍ୟନାରାୟଣ ପାଲ ; ରାଇରଙ୍ଗପୁର ପ୍ରଷିଦ୍ଧ ରଥାଯାତ୍ରା  ଅବସରରେ ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟର ୧୯୯୮ ମସିହା ମେଟ୍ରିକ୍ ଵ୍ଯାଚର ଛାତ୍ରମାନଙ୍କ ଦ୍ବାରା ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ ସେଵାକାମ କରାଯାଇଛି ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ରେ  ଦିତୀୟ ବୃହତ୍ତମ…
Read More...

ଶୌଚ କରିବାକୁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ

ରାଇରଙ୍ଗପୁର-: ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରାଜନଗର ଥାନା ହନୁମାତବେଡା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ପୋଡଶୀ ଝାଡ଼ଖଣ୍ଡ ରାଜ୍ୟ ରାଜନଗର ଥାନା ହନୁମାତବେଡା ଗ୍ରାମର ଗମା ସର୍ଦ୍ଦାର(୪୦) ରାତିରେ ଶୌଚ ପାଇଁ…
Read More...

ତ୍ୱରିତ ପ୍ରକ୍ରିୟାରେ କରାଯିବ ସମାଧାନ

ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପ…
Read More...

ରାଇରଙ୍ଗପୁରରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଶୁଭ…

ରାଇରଙ୍ଗପୁର -: ପ୍ରତିବର୍ଷ ପରି ଚୈତ୍ର ପର୍ବ ଉପଲକ୍ଷେ ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଟ ବାମନଘାଟୀ ଛଉ ନୃତ୍ୟ ଭବନରେ  ଏପ୍ରିଲ  ୨,୩,୪ ତାରିଖ ୩ ଦିନ ଧରି  ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବର ଶୁଭାରମ୍ଭ ବୁଧବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି…
Read More...