Browsing Tag

rain

ଦୁଆର ପାଖରେ ମୌସୁମୀ : ଆଜିଠୁ ଆରମ୍ଭ ବର୍ଷା, କାଲି ଅଧିକ

ଭୁବନେଶ୍ୱର s: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୨ ଯାଏଁ ବର୍ଷା ହେବ । ବେଶି ବର୍ଷା ହେବ ଦକ୍ଷିଣ ଓଡ଼ିଶାରେ । ୟା’ ଭିତରେ ୧୧ କିମ୍ବା ୧୨ ତାରିଖରେ (ବୁଧବାର/ଗୁରୁବାର)…
Read More...

ବଜ୍ରପାତ ନେଇ ୭ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରବିବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ହୋଇଛି । କେନ୍ଦୁଝରରେ ସର୍ବାଧିକ ୩୧.୬ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କୋରାପୁଟ, ଗଞ୍ଜ।ମ, କନ୍ଧମାଳ,ଖୋର୍ଦ୍ଧା ଆଦି…
Read More...

ଆହୁରି ୨୪ ଘଣ୍ଟା ବର୍ଷିବ ତିତଲି

( ମମତା ସାମଲ): ସାମୁଦ୍ରିକ ଝଡ ତିତଲି ଉତ୍ତର -ପୂର୍ବକୁ ଗତି କରି ଏବେ କନ୍ଧମାଳ ଓ ଅନୁଗୋଳରେ ପହଞ୍ଚିଛି । ଧୀରେ ଧୀରେ ତିତଲି ମୟୂରଭଞ୍ଜ ହୋଇ ପଶ୍ଚିମବଙ୍ଗ ମୁହାଁ ହେବ । ଆହୁରି ୨୪ ଘଣ୍ଟା ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ ତିତଲି । ଆସନ୍ତକାଲି ବର୍ଷାର ପରିମାଣ କମିବ ।
Read More...

ଆସନ୍ତା ୧୦ ରୁ ପୁଣି ଆଉ ଏକ ଲଘୁଚାପ

(ସଂଞ୍ଜୁକ୍ତା): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଆସନ୍ତା୨୪ ଘଣ୍ଟାରେ ଏହା ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି। ତେଣୁ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ମୌସୁମୀ ଓଡ଼ିଶା…
Read More...

ଗୁଳୁଗୁଳିରୁ ମିଳିବ ତ୍ରାହି, ୧୦ରୁ ବର୍ଷିବ ବର୍ଷା

(ଶୁଭସ୍ମିତା ଦାଶ): ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇଛି । ଗତ କିଛି ଦିନ ହେବ ଗୁଳୁଗୁଳି ସହ ଗରମ ମଧ୍ୟ ଅନୁଭବ ହେଉଛି । ରାଜ୍ୟରେ ତାପମାତ୍ରା ୩୫ ଓ ୩୬ ଡିଗ୍ରୀ ଉପରେ ରହୁଛି। ଫଳରେ ଗୁଳୁଗୁଳି ଲାଗିରହୁଛି । ଏପରି ଅବସ୍ଥା ଆସନ୍ତା ୮ ତାରିଖ ଯାଏଁ ଲାଗି ରହିବ। । ୮ସୁଦ୍ଧା ଦକ୍ଷିଣପଶ୍ଚିମ…
Read More...

ଆଗକୁ ଆସୁଛି ବର୍ଷା ନେଇପାରେ ଲଘୁଚାପର ରୁପ

(ସୌମ୍ୟ ରଂଜନ ସେଠି) : ଆସନ୍ତା ୯ ତାରିଖରେ ପୁଣି ଘନୀଭୂତ ହୋଇପାରେ ଆଉ ଏକ ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ଘନୀଭୂତ ହେବା ଫଳରେ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୋଆ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ସୂଚନା ଦେଇଛି । ଅକ୍ଟୋବର ୧୧ ତାରିଖରେ…
Read More...

ନିଷ୍କ୍ରିୟ ହେଲା ମୌସୁମୀ

(ସୌମ୍ୟ ରଜଂନ ସେଠୀ) : ରାଜ୍ୟରେ ସ୍ୱାଭାବିକ ଠାରୁ ହାରାହାରି ୧୩% ଅଧିକ ବର୍ଷା ହୋଇଛି। ବଲାଙ୍ଗୀର, ସୁନ୍ଦରଗଡ ସ୍ଥିତି କିନ୍ତୁ ବେହାଲ। ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, ଲୋଇସିଂହା, ବେଲପଡା ଏବଂ ସୁନ୍ଦରଗଡର ଟାଙ୍ଗରପାଲିରେ ଏବର୍ଷ ଅନାବୃଷ୍ଟି ଭଳି ପରିସ୍ଥିତି ସୃଷ୍ଟି ହୋଇଛି।…
Read More...

୨୪ ଘଣ୍ଟା ପର୍ଯ୍ୟନ୍ତ କେତେକ ସ୍ଥାନରେ ଘଡଘଡି ସହ ପୁଣି ବର୍ଷା

(ସୌମ୍ୟ ରଜଂନ ସେଠୀ) : ଗତକାଲି ବିଦର୍ଭ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିଛି। ଏହି ଅବପାତ ଗତି ପ୍ରଭାବରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାକୁ ଯାଉଛି। ଏହାର ପ୍ରଭାବ କିଛି ମାତ୍ରାରେ ଓଡ଼ିଶାକୁ ପ୍ରଭାବିତ କରିଛି। ଏହାର ପ୍ରଭାବ…
Read More...

ପୁଣି ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହୋଇପାରେ

(ରିପୋର୍ଟସଟୁଡେ): ସାମୁଦ୍ରିକ ଝଡ଼ ‘ଡାଏ’ ଓଡ଼ିଶା ଉପକୂଳ ଅତିକ୍ରମ କରିଛି । ରାତି ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ୩୦ ମିନିଟ୍‌ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହି ସାମୁଦ୍ରିକ ଝଡ଼ ସ୍ଥଳ ଭାଗକୁ ଅତିକ୍ରମ କରିଛି । ପଶ୍ଚିମ-ଉତ୍ତର ଦିଗରେ ଗତି କରି ଏହା…
Read More...

ପୁଣି ଦୁଇଦିନ ବର୍ଷା, ୭ଟି ଜିଲ୍ଲାକୁ ରେଡ ଆଲର୍ଟ

(ସୌମ୍ୟ ରଂଜନ ସେଠୀ) : ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ଏହା ଡିପ୍ ଡିପ୍ରେସନର ରୁପ ନେବ । ଏହାର ପ୍ରଭାବରେ ଗତକାଲିଠାରୁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଫଳରେ ୭ ଟି ଜିଲ୍ଲାକୁ…
Read More...