Browsing Tag

rain

ଆହୁରି ୩ ଦିନ ପ୍ରବଳ ବର୍ଷା, ଚେତାବନୀ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ଵର: ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା । ୭ ତାରିଖ ଯାଏଁ ଲାଗି ରହିବ ବର୍ଷା । ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତିନି ଦିନ ଯାଏ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବର ସମେତ…
Read More...

ସାରା ରାଜ୍ୟରେ ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ଵର: ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ବଙ୍ଗୋପସାଗର ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ୫ ଜୁଲାଇ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସହ ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବରେ…
Read More...

ଲଗାଣ ବର୍ଷାରେ ବୁଡିଲା ବ୍ରିଜ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି : ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁଣି ବେହାଲ ହୋଇଛି ମାଲକାନଗିରି ଜିଲ୍ଲା। ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କାଲିମେଳା ବ୍ଲକ ଏମ୍ଭି-୯୬ ପୋଲ ବନ୍ୟାଜଳରେ ସଂପୂର୍ଣ୍ଣ ବୁଡ଼ିଯାଇଛି। ସେହିପରି…
Read More...

ଲଗାଣ ବର୍ଷା ପ୍ରବାହ ଦାନା ପାଣି ଛଡାଇବା ସହ ଉଜୁଡ଼ାଇ ଦେଇଛି ସୁଖର ସଂସାର

ଦାନଗଦି: ଲଗାଣ ବର୍ଷା ପ୍ରବାହରୁ ଦାନଗଦି ବଜାର ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲିଛି । ରାସ୍ତାର ଦୁଇପାର୍ଶ୍ୱରେ ଡ୍ରେନର ସୁବିଧା ନଥିବାରୁ ରାସ୍ତା ମଝିରେ ନାଳ ପାଣି ଜମୁଛି ।ଏପଟେ ଦାନଗଦି ବ୍ଲକକୁ ସଂଯୋଗ କରୁଥିବା କେତେକ ଗାଁ ମଧ୍ୟ ଜଳବନ୍ଦୀ ଦେଖିବାକୁ ମିଳିଛି । ମାନଗୋବିନ୍ଦପୁରଠୁ…
Read More...

ଆସୁଛି ୨ ଲଘୁଚାପ, ୨୫ରୁ ୩ ଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ବର୍ଷା। ଘନଘନ ଲଘୁଚାପ ପାଇଁ ବର୍ଷା ପରିମାର କମ ହେବନି । ଗୋଟିଏ ଲଘୁଚାପ ପଛକୁ ଆଉ ଗୋଟିଏ ଲଘୁଚାପ ଲାଗିରହିଛି । ସେଥିପାଇଁ ରାଜ୍ୟରେ କିଛି ଦିନ ଯାଏ ବର୍ଷା ଜାରିରହିବା ବର୍ତ୍ତମାନ ରାଜ୍ୟ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ରହିଥିବା ଯୋଗୁଁ ରାଜ୍ୟର ବିଭିନ୍ନ…
Read More...

ଦିନ ୧୧.୩୦ ସୁଦ୍ଧା ୪୦ଡିଗ୍ରୀ ପାର କରିଛି ୩ଟି ସହରର ତାପମାତ୍ରା

ଭୁବନେଶ୍ୱର: ଜଳୁଛି ସାରା ରାଜ୍ୟ । ଦିନ ୧୧.୩୦ ସୁଦ୍ଧା ୪୦ଡିଗ୍ରୀ ପାର କରିଛି ୩ଟି ସହରର ତାପମାତ୍ରା । ସମ୍ବଲପୁର ଓ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ୪୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ ୪୧.୮ଡିଗ୍ରୀ ତାପମାତ୍ରା ରେକଡ କରାଯାଇଥିବା ବେଳେ ଭୁବନେଶ୍ୱରରେ…
Read More...

ଆଜି ଠୁ ହେବ ପ୍ରବଳ ବର୍ଷା, ପାଣିପାଗ ବିଭାଗର ସୂଚନା

ଆଜି ଠୁ ରାଜ୍ୟରେ ହେବ ବର୍ଷା । ରାଜ୍ୟରେ ପଡିବ ପଶ୍ଚିମା ଝଡର ପ୍ରଭାବ । ପଶ୍ଚିମା ଝଡର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିବା ନେଇ ପୂବ ର୍ାନୁମାନ କରିଛି ପାଣିପାଗ ବିଭାଗ । ଆଜି ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ନେଇ ୯ଟି…
Read More...

ଲଗାଣ ବର୍ଷାରେ ବେହାଲ ଓଡ଼ିଶା

ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିଛି । ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ…
Read More...

ରାଜ୍ୟରେ ୧୯ ଜିଲ୍ଲାରେ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର-ଗତ ୨୪ ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡା, ସୋନପୁର,…
Read More...

ବର୍ଷା ଯୋଗୁଁ ୧୨୦୦ ଗାଁ ଜଳମଗ୍ନ

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୨୦୦ ଗାଁ ପ୍ରଭାବିତ ହୋଇଛି। ଏପର୍ୟ୍ୟନ୍ତ ୫,୯୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେନା, ଏନଡିଆରଏଫ, ବିଏସଏଫ ଏବଂ ରାଜ୍ୟର ଅନ୍ୟାନ୍ୟ ଏଜେନ୍ସି ନିରନ୍ତର ରିଲିଫ ଏବଂ…
Read More...