Browsing Tag

Rahul Gandhi

ରାହୁଲଙ୍କୁ ଡରୁଆ କହିଲେ ଶକିଲ ଅହମ୍ମଦ

ପୂର୍ବତନ କଂଗ୍ରେସ ନେତା ଶକିଲ ଅହମ୍ମଦ ରାହୁଲ ଗାନ୍ଧୀଙ୍କୁ କାପୁରୁଷ ଏବଂ ଅସୁରକ୍ଷିତ ନେତା ବୋଲି କହିଛନ୍ତି ଏବଂ ଦାବି କରିଛନ୍ତି ଯେ ସେ କେବଳ ସେହି ଯୁବ ନେତାମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ଯେଉଁମାନେ ଦଳରେ ତାଙ୍କର ପ୍ରଶଂସା କରନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଦଳର ସାଧାରଣ…
Read More...

ନ୍ୟାସନାଲ ହେରାଲ୍ଡ ମାମଲା: ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ନୋଟିସ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାରେ ଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା, କିନ୍ତୁ ରାଉସ୍ ଆଭେନ୍ୟୁ କୋର୍ଟ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା। ରାଉସ୍ ଆଭେନ୍ୟୁ…
Read More...

ନ୍ୟାସନାଲ ହେରାଲ୍ଡ ମାମଲା, ରାହୁଲ ଓ ସୋନିଆଙ୍କୁ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଅଦାଲତ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଇଡି କେସରୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଜଜ ବିଶାଳ ଗୋଗନେଙ୍କ ଖଣ୍ଡପୀଠ ମାମଲାରେ ଇଡିର ଚାର୍ଜସିଟ୍ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ପୀଠ କହିଛନ୍ତି, ଯେବେ ଏହି ମାମଲାରେ ଦିଲ୍ଲୀ ପୋଲିସର ଆର୍ଥିକ…
Read More...

ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି, ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା

ନୂଆଦିଲ୍ଲୀ: ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି । ୧୬ ବିଚାରପତି, ୧୨୩ ଅବସରପ୍ରାପ୍ତ ପ୍ରଶାସକଙ୍କ ସହ ୨୭୨ ବ୍ୟକ୍ତିଙ୍କ ଚିଠି । ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା । ଗଭୀର ଚିନ୍ତା ପ୍ରକାଶ କରୁଛୁ, ଗଣତନ୍ତ୍ର ଆଜି…
Read More...

ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ଚିଠି ଜାରି କଲେ ପୂର୍ବତନ ବିଚାରପତି

ଦେଶର ୨୭୨ ଜଣ ପ୍ରମୁଖ ନାଗରିକ, ଯେଉଁଥିରେ ୧୬ ଜଣ ପୂର୍ବତନ ବିଚାରପତି, ୧୨୩ ଜଣ ଅବସରପ୍ରାପ୍ତ ଅମଲା ଏବଂ ୧୩୩ ଜଣ ଅବସରପ୍ରାପ୍ତ ସାମରିକ ଅଧିକାରୀ ସାମିଲ ଅଛନ୍ତି, ଏକ ଚିଠି ଜାରି କରି ବିରୋଧୀ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା…
Read More...

ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ଵର: ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ଓଡିଶା ଗସ୍ତ ବେଳେ ରାହୁଲଙ୍କ ରୋଡ୍ ସୋ', ପଦଯାତ୍ରା, ସଭା କାର୍ଯ୍ୟକ୍ରମ ରହିଛି । ଭୋଟ୍ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ସେ ଉପରେ…
Read More...

ଭୋଟଚୋରି ଅଭିଯୋଗ ରେ ରାହୁଲ ଗାନ୍ଧିଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ

ନୂଆଦିଲ୍ଲୀ:- ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଭୋଟ ଚୋରି ଅଭିଯୋଗକୁ ନେଇ  ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ସ୍ପଷ୍ଟ ଜବାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ‘ଜଣେ ଯଦି କହିବ ଯେ ଭୋଟର ତାଲିକାରେ ଜଣେ…
Read More...

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର କୋର୍ଟ

ନୂଆଦିଲ୍ଲୀ:- କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଆଶ୍ୱସ୍ତି ମିଳିଛି । ବୁଧବାର ଦିନ ଝାଡଖଣ୍ଡର ଚାଇବାସା ସ୍ଥିତ ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲା ୨୦୧୮ ମସିହାରେ କେନ୍ଦ୍ର…
Read More...

‘ଭାରତ ଯୋଡ ଯାତ୍ରା’ ବେଳେ ସେନାକୁ ନେଇ ମନ୍ତବ୍ୟ ପାଇଁ ଭର୍ତ୍ସନା କଲେ ମାନ୍ୟବର କୋର୍ଟ

ନୂଆଦିଲ୍ଲୀ:- ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ‘ଭାରତ ଯୋଡ ଯାତ୍ରା’ ବେଳେ ସେନାକୁ ନେଇ ମନ୍ତବ୍ୟ ପାଇଁ ଭର୍ତ୍ସନା କଲେ ମାନ୍ୟବର କୋର୍ଟ। ଯଦି ଆପଣ ପ୍ରକୃତ ଭାରତୀୟ ହୋଇଥିବେ, ଏଭଳି ମନ୍ତବ୍ୟ ଦିଅନ୍ତୁନି କହିଲେ ସୁପ୍ରିମକୋର୍ଟ। ସୂଚନା ଅନୁସାରେ, ୯…
Read More...

ସୌମ୍ୟାଶ୍ରୀ ଆତ୍ମାହୁତି ଦେଇନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି : ରାହୁଲ ଗାନ୍ଧୀ

ଭୁବନେଶ୍ୱର : ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ । ମୃତ୍ୟୁବରଣ କଲେ ବାଲେଶ୍ବର ଫକୀରମୋହନ କଲେଜର ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସେ ଚିକିତ୍ସିତ ହେଉଥିବା AIIMS ତରଫରୁ ଏ ସଂପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ…
Read More...