Browsing Tag

Raghu Dahibara

କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ

କଟକ: କଟକ ଦହିବରା କହିଲେ ପ୍ରଥମେ ଯାହା ନାଁ ପାଟିକୁ ଆସେ ସେ ହେଉଛନ୍ତି ରଘୁ ମଉସା । ରଘୁ ମଉସା ଦହିବରା ଦୋକାନ କହିଦେଲେ ଗାଡି ବାଲା ବି ନେଇ ଦୋକାନ ସାମ୍ନାରେ ଅଟକେଇ ଦିଏ । ତାଙ୍କ ହାତର ସେହି ଖଟା ମିଠା ଚଟପଟା ଦହିବରା ଆଳୁଦମ୍ ଆଉ ଶେଷରେ ଦହି ପାଣି ମୁନ୍ଦାଏ…. ଯିଏ ଖାଇଛି ସେ ଜାଣିଛି ।…
Read More...