କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ହାତରେ ଲାଗିବ ଅଲିଭା କାଳି
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟ ସକକାରଙ୍କ ବଡ ନିଷ୍ପତି । ବାହାରୁ ଆସି କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ହାତରେ ଲାଗିବ ଅଲିଭା କାଳି । ଏହି ଅଲିଭା ଷ୍ଟାମ୍ପରେ ତାରିଖ ରହିବା ନେଇ ସୂଚନା ଦିଆଯାଇଛି ।
ସୂଚନାମୁତବାକ, କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ବଡ…
Read More...
Read More...