Browsing Tag

Puri

ପୁରୀ ଗୁଡ଼ିଆସାହିରେ ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା

ପୁରୀ-: ପୁରୀରେ ଗଡିଲା ମୁଣ୍ଡ । ଜଣେ ବରିଷ୍ଠ ସେବାୟତଙ୍କୁ ହତ୍ୟା ଅଭିଯୋଗ । ପୁରୀ ଗୁଡ଼ିଆସାହିରେ ଘଟିଛି ହତ୍ୟାକାଣ୍ଡ । ମୃତକ ଜଣକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ । ପୁରୀରେ ପୋଲିସ ଛାଉଣୀ ଭିତରେ ଏପରି ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି । ସୂଚନା ମୁତାବକ, ମୃତକ…
Read More...

ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ । କାରଣ ଆଜି ପରା ମହାବାହୁଙ୍କ ସ୍ନାନ ଯାତ୍ରା । ଏବେ ସ୍ନାନ ବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । କଡାକଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ସପୂର୍ଣ୍ଣ ଭାବରେ ପୁରୀକୁ ଜଗିଛି ଏଆଇ କ୍ୟାମେରା । ଖାଲି ସେତିକି ନୁହେଁ ୭୦ ପ୍ଲାଟୁନ ଫୋର୍ସ…
Read More...

ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଉ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ ମହାବାହୁ । ସକାଳୁ ସକାଳୁ ବଡଦାଣ୍ଡରେ ଭକ୍ତଙ୍କ ଗହଳି ଲାଗିରହିଛି । ସ୍ନାନ ଦେବୀକୁ ଓହ୍ଲାଇ ଆସିଛନ୍ତି…
Read More...

ଅଣସର ନୀତି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରତିନିଧି ସ୍ଵରୂପ ପଟିଦିଅଁ ପୂଜା ପାଇବେ

ପୁରୀ-: ରାତି ପାହିଲେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ। ତେବେ ୧୫ ଦିନ ଧରି ଅଣସର ଘରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କ କରାଯିବ ଗୁପ୍ତସେବା। ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ ଓ ଅନ୍ୟାନ୍ୟ…
Read More...

ରତ୍ନବେଦୀ ଛାଡି ସ୍ନାନ ବେଦିରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଧାମୂର୍ତ୍ତି

ପୁରୀ-: ରାତି ପହିଲେ ଦେବସ୍ନାନ ପୂଣ୍ଣିମା ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରତ୍ନବେଦୀ ଛାଡି ସ୍ନାନ ବେଦିରେ ପତ୍ୟେକ୍ଷ ସ୍ନାନ କରିବେ ମହାପ୍ରଭୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଧାମୂର୍ତ୍ତି । ଏଥିପାଇଁ ସାରିଛି ନୀତି ନିର୍ଘଣ୍ଟ । କାଲି ଭୋର ୪ଟା ୩୦ରେ ମଙ୍ଗଳା…
Read More...

ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ପୁରୀ-: ଆଜି ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ସେନାପଟା ନୀତି ଲାଗି ହେବ । ଏଥିପାଇଁ ସୋମବାର ରାତ୍ର ଆଳତି ପହୁଡ଼ ଠାରୁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିରରେ ସେନାପଟା ଶେଷ ହେବା ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।…
Read More...

ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବ

ପୁରୀ-: ଆଉ କିଛି ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେଣୁ ପୁରୀରେ ଚାଲିଛି ଜୋରସୋରରେ ପ୍ରସ୍ତୁତି ଆଉ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କରାଯାଉଛି । ତେବେ ରଥଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଶେଷ ହେବ । ମନ୍ଦିରର ପଶ୍ଚିମ ପଟ ମେଘନାଦ ପାଚେରୀକୁ…
Read More...

ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ

ପୁରୀ-: ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ରବିବାର ଏକ ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ସମସ୍ତ ଭକ୍ତ ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିରରେ ଭୋଗମଣ୍ଡପ ଉଠିବା ପରେ ବୋଝିଆ ଭୋଗମଣ୍ଡପ ଘରୁ…
Read More...

ଭକ୍ତ ଓ ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ‘ଶ୍ରୀ ଜଗନ୍ନାଥ ଧାମ’ ନାମରେ ଏକ ଆପ୍ଲିକେସନ୍ ପୁରୀ ଜିଲ୍ଲା ପ୍ରଶାସନ ଲଞ୍ଚ…

ପୁରୀ-: ଭକ୍ତ ଓ ପର୍ଯ୍ୟଟକଙ୍କୁ ସୂଚନା ଦେବାପାଇଁ ‘ଶ୍ରୀ ଜଗନ୍ନାଥ ଧାମ’ ନାମରେ ଏକ ଆପ୍ଲିକେସନ୍ ପୁରୀ ଜିଲ୍ଲା ପ୍ରଶାସନ ଲଞ୍ଚ କରିଛି । ଏହି ଆପ ମନ୍ଦିରର ରୀତିନୀତି, ଧାଡି ସ୍ଥିତି ଏବଂ ରଥଯାତ୍ରା ଭଳି ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ରିଅଲ୍-ଟାଇମ୍ ଅପଡେଟ୍ ଦେବା । ଏହି ଆପ୍ ଶ୍ରଦ୍ଧାଳୁ…
Read More...

ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି ହୋଇଛି

ଭୁବନେଶ୍ୱର-: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା । ତେଣୁ ଏହି ଅବସରରେ ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି ହୋଇଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରର ୨ କିଲୋମିଟର ଅବଧି ମଧ୍ୟରେ ମଦବାର ଖେଲାଯିବାକୁ ବାରଣ କରାଯାଇଛି । ସୂଚନା ମୁତାବକ, ବିଶ୍ୱ…
Read More...