Browsing Tag

puri srimandir

ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି

ପୁରୀ:- ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ ଓ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ବିକ୍ରମ ନାଥ। ବିଚାରପତି ଓ ତାଙ୍କ ପରିବାରବର୍ଗଙ୍କୁ କଡ଼ା ସୁରକ୍ଷା ମଧ୍ୟରେ…
Read More...

ଅନଲାଇନ ଆପ୍ ମାଧ୍ୟମରେ ଭକ୍ତଙ୍କୁ ଠାକୁରଙ୍କ ନାଁରେ ଚୂନ ଲଗାଉଛନ୍ତି ଆପ୍ ସଂସ୍ଥା

ବ୍ୟୁରୋ :- କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ଅନଲାଇନରେ ସାଂଘାତିକ ଖେଳ । ଅନଲାଇନ ଆପ୍ ମାଧ୍ୟମରେ ଭକ୍ତଙ୍କୁ ଠାକୁରଙ୍କ ନାଁରେ ଚୂନ ଲଗାଉଛନ୍ତି ଅନଲାଇନ ଆପ୍ ସଂସ୍ଥା । ପୂଜା ପରିସେବା ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯାଇଛି। ଏଥିରେ ସିଧାସଳଖ ଦର୍ଶାଯାଇଛି ଯେ,…
Read More...

ତିରୁପତି ବାଲାଜୀ ମନ୍ଦିରରେ ଅଭିଯୋଗ ପୁନରାବୁର୍ତ୍ତି ନ କରିବା ପାଇଁ ଏହି ପଦକ୍ଷେପ

ବ୍ୟୁରୋ : କୌଣସି ସ୍ଥାନରେ ନକଲି ଘିଅ ବ୍ୟବହାର ହେଉନାହିଁ । ଶୁଦ୍ଧତା ମାନ ଯାହା ରହିବା କଥା ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି । କିନ୍ତୁ ଏହି ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ପରୀକ୍ଷଣ କରିବା ଓ ଏହି ମାନକୁ ମେଣ୍ଟେନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ ହେବ । ତିରୁପତି ବାଲାଜୀ ମନ୍ଦିରରେ ଯେଉଁ…
Read More...

ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀରେ ହୁଏ ରାହୁରେଖା ଲାଗି ନୀତି

ଭୁବନେଶ୍ୱର : ରାହୁରେଖା ଲାଗି ନୀତି। ଆଜି ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ପଞ୍ଚମୀ ତିଥି ଅର୍ଥାତ୍ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି…
Read More...

ଅଗଷ୍ଟ ୪ରେ ଶ୍ରୀମନ୍ଦିର ନିଷ୍ପତି

ପୁରୀ(ରିପୋର୍ଟର୍ସ ଟୁଡେ) : ଶ୍ରୀ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଲାଗି ଅଗଷ୍ଟ ୪ରେ ବୈଠକ ହେବା ନେଇ ନିଷ୍ପତି ହୋଇଛି । ଏଥିରେ ଏସପି ପୁରୀ ଜିଲ୍ଲାପାଳ, ସିଡିଏମଓ, ଭର୍ଚୁଆଲ ମିଂଟିରେ ରହିବେ । ପ୍ରାୟ ଅଢେଇ ମାସ ଧରି ଶ୍ରୀ ମନ୍ଦିର ଭକ୍ତଙ୍କ ପ୍ରବେଶ ନିଷିଧ ହୋଇଅଛି । ବିଗତ ଦିନରେ ପୁରୀରେ…
Read More...

ଶ୍ରୀଜିଉଙ୍କ ସେବା ବନ୍ଦ କରିବାକୁ ଧମକ ଦେଇଛି ବିମାନ ବଡ଼ୁ ସେବକ

(ଶୁଭସ୍ମିତା ଦାଶ): ସତେ ଯେପରି ଅଶାନ୍ତି ଘେର ମଧ୍ୟରେ ଶ୍ରୀ ମନ୍ଦିର ରହିଛି । ବଡ଼ଦାଣ୍ଡରେ ଲଙ୍କାକାଣ୍ଡ ଘଟଣା ପରଠୁ ପ୍ରତି ଦିନ ଶ୍ରୀ ମନ୍ଦିର ଚର୍ଚ୍ଚାରେ ରହିଆସୁଛି । କେବେଳ ଯେ ଲଙ୍କା କାଣ୍ଡ ବଡ଼ ଦାଣ୍ଡ ମଧ୍ୟରେ ସୀମିତ ରହିଛି ତାହା ନୁହେଁ । ସ୍ୱଂୟ ଜଗତର ନାଥ ଜଗନ୍ନାଥ ମଧ୍ୟ ଏଥିରୁ ବାଦ…
Read More...

ଶାନ୍ତ ପଡ଼ିଲା ବଡ଼ଦାଣ୍ଡ, ଉଠିଲା ୧୪୪ ଧାରା, ସ୍ୱଭାବିକ ହେଲା ଦର୍ଶନ

(ଶୁଭସ୍ମିତା ଦାଶ): ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରତିବାଦରେ ଆସନ୍ତା କାଲି ବଡ଼ ଦାଣ୍ତରେ ଲଙ୍କାକାଣ୍ତ ଘଟିଥିଲା । ଭକ୍ତ, ସାଧାରଣ ଜନତା ଏବଂ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭର ମାତ୍ରା ଏତେ ଯୋର ବଢିଯାଇଥିଲା ଯେ ବଡ଼ଦାଣ୍ଡ ପାଲିଟି ଯାଇଥିଲା…
Read More...

ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ

( ମମତା ସାମଲ): ଶ୍ରୀମନ୍ଦିରର ସୁରକ୍ଷା ଯାଞ୍ଚ କରିବେ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ-NSG । ଆଜି ଘଝଏର ତିନି ଜଣିଆ ଟିମ୍ ଏନେଇ ପୁରୀ ଆସିବେ । କାଲି ଶ୍ରୀମନ୍ଦିର ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ଏନ୍ଏସ୍ଜିଟିମ୍ ଯାଞ୍ଚ କରିବେ । ମନ୍ଦିର ଭିତର ସୁରକ୍ଷାକୁ ନେଇ ମୁଖତଃ ଯାଞ୍ଚ…
Read More...