Browsing Tag

puri-shreemandira

୫ ଦିନ ପରିବର୍ତ୍ତେ ପଞ୍ଚୁକ ପଡୁଛି ୪ ଦିନ : ଶ୍ରୀଜିିଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି

ବ୍ୟୁରୋ : ଚଳିତ ଥର ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । ଧର୍ମମାସ ପାଇଁ ଶ୍ରୀକ୍ଷେତ୍ରରେ ଜମୁଛି ବ୍ରତଧାରୀଙ୍କ ଭିଡ । ଶ୍ରୀକ୍ଷେତ୍ରରେ ସୁରକ୍ଷା ସହ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଦୀର୍ଘ ବର୍ଷ ପରେ ୫ ଦିନ ବଦଳରେ ୪ ଦିନ ପଡୁଛି ପଞ୍ଚୁକ ବ୍ରତ ।…
Read More...

ପବିତ୍ର ରାଧାଷ୍ଟମୀ : ପ୍ରଭୁ ସୁଦର୍ଶନଙ୍କୁ ବାର୍ଷିକ ଆୟ ବ୍ୟୟର ହିସାବ ଦେବେ ଜମ୍ବେଶ୍ୱର ମହାଦେବ

ପୁରୀ : ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଏହି ପବିତ୍ର ଦିନ ନିମନ୍ତେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ଚକ୍ରରାଜ ସୁଦର୍ଶନ ଆଜି ନଗର ପରିକ୍ରମା କରିବାର ବିଦ୍ଧି ରହିଛି । ପ୍ରଥା ସମ୍ପର୍ଣ୍ଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।…
Read More...

ଜନ୍ମାଷ୍ଟମୀ ପରେ ଗୁରୁତ୍ୱପୂର୍ଣ୍ଣ ଭାଦ୍ରବ କୃଷ୍ଣ ଏକାଦଶୀ ହୋଇଥାଏ ଏହି ନୀତି…

ପୁରୀ : ମାର୍କେଣ୍ଡେୟ ପୁଷ୍କରିଣୀରେ କାଳିୟଦଳନ ନୀତି ଓ ଧେନୁକାସୁର ବଧ ନୀତି ସମ୍ପନ୍ନ। ଭାଦ୍ରବ କୃଷ୍ଣ ଏକାଦଶୀ ଦିନ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବେଶରେ ମହାପ୍ରଭୁଙ୍କ ଠାରୁ ତିନି ଖଣ୍ଡ ଆଜ୍ଞାମାଳ ମଦନମୋହନ, ରାମ, କୃଷ୍ଣ ଚଳନ୍ତି ପାଇବା ପରେ ବଟବୃକ୍ଷ ସମୀପରେ ରଖାଯାଇଥିବା ପାଲିଙ୍କିକୁ…
Read More...

ଘୁଞ୍ଚିଲା ଶ୍ରୀ ମନ୍ଦିର ପରିଚାଳନାଗତ ମାମଲାର ଶୁଣାଣି

(ରିପୋର୍ଟସ ଟୁଡ଼େ): ସୁପ୍ରମକୋର୍ଟର ୩ ଜଣିଆ ଖଣ୍ଡପୀଠରେ ଶ୍ରୀ ମନ୍ଦିର ପରିଚାଳନା ଓ ସଂସ୍କାରଗତ ମାମଲାର ଶୁଣାଣି ଆଜି ହେବ ବୋଲି ପୂର୍ବରୁ ନିର୍ଦ୍ଦାରିତ କରାଯାଇଥିଲା। ହେଲେ ଶ୍ରୀ ମନ୍ଦିର ପରିଚାଳନା ମାମଲାରେ ସୁପ୍ରିମ୍କୋର୍ଟ ନିଯୁକ୍ତି କରିଥିବା ବରିଷ୍ଠ ଆଇନଜୀବୀ ତଥା ଆମିକସ୍‌କ୍ୟୁରି…
Read More...