Browsing Tag

Puri Jagannath temple

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ ବଡ ବିଭ୍ରାଟ । ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ , ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ଶ୍ରଦ୍ଧାଳୁ ନିରାଶ । ଅନ୍ୟପଟେ ମହାପ୍ରଭୁଙ୍କ ଚାପ ଖେଳ…
Read More...

ଉତ୍କଳୀୟ କାରୁକାର୍ଯ୍ୟ ସହ ଶଙ୍ଖ, ଚକ୍ର,ଗଦାରେ ଶୋଭାପାଉଛି ଶ୍ରୀମନ୍ଦିରର ସିଂହଦ୍ୱାର

ପୁରୀ: ରୂପାରେ ଝଲସୁଛି ସିଂହଦ୍ୱାର । ୩ଦିନ ଧରି ଚାଲିଥିବା ସଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନ କରିଛନ୍ତି । ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର…
Read More...

ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କର ହେବ ମରାମତି,ସିଂହଦ୍ୱାର ହେବ ରୁପା ଛାଉଣୀ

ପୁରୀ: କୋଟି ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନ ପଲଙ୍କ ପୁରୁଣା ହୋଇ ଗଲାଣି । ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ଭାଙ୍ଗି ଦୋହଲିଲାଣି।ପଲଙ୍କରେ ଲାଗିଥିବା ରୁପା ଛାଡିଗଲାଣି । ତେଣୁ ଏହାକୁ ମରାମତି କରାଯିବ। ତା ସହ ଆଉ ଏକ ସେଟ୍ ରତ୍ନ ପଲଙ୍କ ନୂତନ ଭାବେ…
Read More...

ମହାପ୍ରଭୁ ଦର୍ଶନ କଲେ ସୁପ୍ରିମକେର୍ଟ ବିଚାରପତି

ପୁରୀ: ଶ୍ରୀମନ୍ଦିରରେ ଜଗା ଦର୍ଶନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ । ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସମେତ ପୁରୀ ଏସ୍ପି ତାଙ୍କୁ ସ୍ବାଗତ କରିଥିଲେ ।୪୦ ମିନିଟ ସେ ମନ୍ଦିରରେ ଅତିବାହିତ କରିଥିବା…
Read More...

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା: ଏତଲା ପରେ ଜଣେ ଚିହ୍ନଟ

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣା ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଏତଲା ପରେ ଆକ୍ସନ ମୋଡ଼କୁ ଆସିଛି ପୋଲିସ । ତଦନ୍ତ ପାଇଁ ଗଠିତ ହୋଇଛି ୫ଜଣିଆ ଟିମ୍‌ । ସେହିଭଳି ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି ବୋଲି କହିଛନ୍ତି ପୁରୀ ଏସ୍‌ପି କେ. ବିଶାଲ୍‌ ସିଂହ । ପୁରୀ…
Read More...