ପାଣି ପାଇଁ ଡହଳବିକଳ ରାଇଖଣ୍ଡି ପଞ୍ଚାୟତ
ଗୋପ : (ଜୟନ୍ତ କୁମାର ସେଠୀ) :- ପାଣି ପାଇଁ ଡହଳ ବିକଳ ଲୋକେ । ନଳକୂଅ ଗୋଟିଏ , ଏହା ଉପରେ ଭରସା କରିବା ଲୋକେ ହେଉଛନ୍ତି ପାଞ୍ଚ ଶହରୁ ଉର୍ଦ୍ଦ । ସେ ଖରା ହେଉକି ବର୍ଷା କି ଶୀତ, ବର୍ଷକ ବାର ମାସ ରାଇଖଣ୍ଡି ପଂଚାୟତ ଦୁଇ ନମ୍ବର ୱାର୍ଡ ବେହେରା ଓ ଦଳିତ ସାହିର ତୃଷ୍ଣା ମେଣ୍ଟାଇଥାଏ ଗାଁ…
Read More...
Read More...