Browsing Tag

Puri

ଶେଷ ହୋଇଛି ଦ୍ୱିତୀୟ ଦିନର ବାହାର ଭଣ୍ଡାର ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ

ଶେଷ ହୋଇଛି କାଳିଆ ସାଆନ୍ତଙ୍କ ଦ୍ୱିତୀୟ ଦିନର ବାହାର ଭଣ୍ଡାର ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ । ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରେ ଥିବା ମଣି ମାଣିକ୍ୟକୁ ଚିହ୍ନଟ କରୁଛନ୍ତି ରତ୍ନ ବିଶାରଦ ବା ଜେମୋଲୋଜିଷ୍ଟ । ରତ୍ନ ଅଳଙ୍କାରର ମୂଲ୍ୟାଙ୍କନ ନହୋଇ କେବଳ ଓଜନ ମାପ ହେଉଛି । ଆRò ତୃତୀୟ ଦିନରେ…
Read More...

ମାଡି ଆସିବ କି ବିପତ୍ତି , ନୀଳ ଚକ୍ରରେ ପୁଣି ବସିଲା ଚିଲ ।

ଏଇ କିଛି ଦିନ ହେବ ଲଗାତାର ଭାବେ ମହାପ୍ରଭୁଙ୍କ ନୀଳ ଚକ୍ରରେ ଚିଲ ବିସିବା ଚିତ୍ର ସାମ୍ନାକୁ ଆସୁଛି । ଆଜି ମଧ୍ୟ ସମାନ ପ୍ରାୟ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ କଳ୍ପନା ଜଳ୍ପନା ଜାରି ରହିଛି । ଏହାକୁ ନଜରର ରଖି ଅନେକ ଶୁଭ ନା ଅଶୁଭ ଏନେଇ ମଧ୍ୟ ନାନା…
Read More...

ମହିଳା ଦିବସ ଅବସରରେ ସ୍ୱତନ୍ତ୍ର ବାଲୁକା ଆନିମେସନ୍

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ତାଙ୍କ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି । ଯାହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ 10 ମିନିଟ୍ ସମୟ ଲାଗିଥିଲା। ଏହି କଳାକୃତି ମହିଳା ଶକ୍ତି ଏବଂ ସଫଳତାର ଉଜ୍ଜ୍ୱଳ…
Read More...

ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ ପାଳିଲା ୪୦ ବର୍ଷ ପୂର୍ତି ଉତ୍ସବ

ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ ପାଳିଲା ୪୦ ବର୍ଷ ପୂର୍ତି ଉତ୍ସବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହୋଟେଲ୍‌ ମାଲିକ ମାନେ ପର୍ଯ୍ୟଟନ ପ୍ରତିନିଧି ସାଜିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାର ଆତିଥ୍ୟକୁ ସମୃଦ୍ଧ କରିବାରେ ହୋଟେଲ୍‌ ଆଣ୍ଡ୍ ରେଷ୍ଟୁରାଣ୍ଟ୍…
Read More...

ଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ

ଆଜି ଭୋର ସମୟରୁ ପୁର୍ବାହ୍ନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ପୁରୀ ସହରକୁ ଘନକୁହୁଡି ଢ଼ାଙ୍କି ରଖିଥିଲା। ଫଳରେ ଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ ଓ ଦର୍ଶନାର୍ଥି। ଶ୍ରୀମନ୍ଦିର ଘନ କୁହୁଡି ଯୋଗୁଁ ସମ୍ପୁର୍ଣ୍ଣ ଲୁଚି ଯାଇଥିଲେ। ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରୁ ବି ଶ୍ରୀମନ୍ଦିର…
Read More...

ଦୀର୍ଘଦିନ ଧରି ମୁଣ୍ଡରେ ଉକୁଣି ସଂକ୍ରମଣ; ଚିକିତ୍ସା ସମୟରେ ୧୨ ବର୍ଷୀୟା ଝିଅର ମୃତ୍ୟୁ

ପୁରୀ: ସାଧାରଣ ଭାବେ ଅଣଦେଖା କରାଯାଉଥିବା ମୁଣ୍ଡ ଉକୁଣି ସଂକ୍ରମଣ କେତେ ଘାତକ ହୋଇପାରେ, ତାହାର ଏକ ଭୟଙ୍କର ଉଦାହରଣ ପୁରୀ ଜିଲ୍ଲାରୁ ସାମ୍ନାକୁ ଆସିଛି। ଦୀର୍ଘ ଦିନ ଧରି ମୁଣ୍ଡ ଉକୁଣି ସଂକ୍ରମଣରେ ପୀଡ଼ିତ ଜଣେ ୧୨ ବର୍ଷୀୟା କିଶୋରୀ ଚିକିତ୍ସା ସମୟରେ ପ୍ରାଣ ହରାଇଛନ୍ତି। ମୃତ ଝିଅଟି…
Read More...

୩ରେ ପୁରୀ ଆସିବେ ରାଷ୍ଟ୍ରପତି, ପୁରୀ ବାଲିସାହି ଶ୍ୱେତଗଙ୍ଗା ଠାରେ କରିବେ ପିଣ୍ଡ ଦାନ

ପୁରୀ: ପୁରୀ ବାଲିସାହି ଶ୍ୱେତଗଙ୍ଗା ଠାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଫେବ୍ରୁଆରୀ ୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ପିଣ୍ଡଦାନ କରିବେ । ପିଣ୍ଡ ଦାନ ପରେ ୭ଟା ୪୦ରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ ।…
Read More...

ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ

ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ । ଏଣୁ ଦୟଣାମାଳି ସେବକ ଲାଗି ପଡିଛନ୍ତି ଠାକୁରଙ୍କ ବେଶ ପ୍ରସ୍ତୁତ କାର୍ଯ୍ୟରେ । ଶ୍ରୀମୁଖ ପଦ୍ମ, କରପଲ୍ଲଭ, ହଂସ, ଗଛ, ଡାଳିଲତା ଆଦି ବେଶ ସାମଗ୍ରୀ ତିଆରି ଚାଲିଛି । ରତ୍ନସିଂହାସନକୁ ପଦ୍ମ ପୁଷ୍କରିଣୀ ଜ୍ଞାନ କରାଯାଇ…
Read More...

ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ, ସୂଚନା ଦେଲେ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତ ନିବାସରେ ସ୍ବଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡ଼ା ଦିଆଯାଉଛି। ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ…
Read More...

ପୁରୀ ମ୍ୟୁନିସିପାଲିଟି ହେଲା ମହାନଗର ନିଗମ, ଏନେଇ ବିଜ୍ଞପ୍ତି ପ୍ରକାଶ କଲେ ସରକାର

ପୁରୀ: ପୁରୀ ମ୍ୟୁନିସିପାଲିଟି ହେଲା ମହାନଗର ନିଗମ । ଏନେଇ ବିଜ୍ଞପ୍ତି ପ୍ରକାଶ କଲେ ସରକାର । ଜୁଲାଇ ୩ରେ ମହାନଗର ନିଗମ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଲୋଇସିଂହା, ଚଣ୍ଡିଖୋଲ, ଯଶୀପୁର ଓ ବସ୍ତା ସହର NAC । ତେବେ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି…
Read More...