Browsing Tag

priyadarshani swain

ବାଃ କି ସୁଆଦିଆ ଆମ୍ବ 

(ଭୁବନେଶ୍ୱର) :  ସତରେ ଖରା ଦିନେ ଆମ୍ବ ଖାଇବାର ମଜା କହିଲେ ନସରେ । ଆରେ ବାଃ କି ସୁଆଦିଆ ମିଠା ଆମ୍ବ । ଲାଗେ ଏହି ଆମ୍ବର ଋତୁ ସବୁବେଳେ ରୁହନ୍ତାନି । ତେବେ ଦର୍ଶକ ବନ୍ଧୁ ବଜାରରେ ଏବେ ବିଭିନ୍ନ ପ୍ରକାରର ଆମ୍ବର ଉପଲବ୍ଧ ହେଉଛି । ଆମ୍ବ ଖାଇବାକୁ ବଡ଼ ରୁ ଛୋଟ ସମସ୍ତଙ୍କୁ ଭଲ ଲାଗେ । ଆହରି…
Read More...

ବୃଦ୍ଧି ପାଇଲା ସୁନା ଦର: ଶୁଦ୍ଧତା ପ୍ରତି ସାବଧାନ 

(ଭୁବନେଶ୍ୱର) : ସମୟ କ୍ରମେ ଦିନକୁ ଦିନକୁ ଅହେତୁକ ଭାବେ ବୃଦ୍ଧି ପାଉଛି ସୁନା ଦର । ଯାହାକୁ ନେଇ ବେଶ ଚିନ୍ତାରେ ଗ୍ରାହକ । ତେବେ ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୫,୭୦୦ ଟଙ୍କା ରହିଛି …
Read More...

ପୁଣି ହଟହଟା ହେଲେ ଉର୍ଫି

(ମୁମ୍ବାଇ) : ନିଜର ସ୍ୱତନ୍ତ୍ର  ପୋଷାକକୁ ନେଇ ଚର୍ଚ୍ଚାରେ ଉର୍ଫି ଜାଭେଦ୍‌ । କିଛି ଜଣ ଏହାକୁ ପସନ୍ଦ କରୁଥିବା ବେଳେ କିଛି ଜଣ ଏହାକୁ ନାପସନ୍ଦ କରୁଥିବା ଦେଖିବାକୁ ମିଳିଛି  ଫ୍ୟାସନ୍‌ କୁଇନ୍‌ ଉର୍ଫିଙ୍କୁ ସୋସିଆଲ୍‌ ମିଡିଆରେ ସେନ୍‌ସେସନ୍‌ ପାଲଟିବା ପଡିଲା ମହଙ୍ଗା । କଥାଟି ହେଉଛି…
Read More...

ଜଗା ସହ ମିଳନ: ଆଉ ମାତ୍ର ୫୦ ଦିନ    

(ପୁରୀ) : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୫୦ ଦିନ। ଭକ୍ତ ନିଜର ଧାର୍ଯ୍ୟ ହରେଇ ବସିଲାଣି ଚକାନୟନକୁ ଦେଖିବାକୁ । ଏଥି ପ୍ରସ୍ତୁତି ଜୋରସୋରରେ ଚାଲିଛି । ରଥଖଳାରେ ରଥ ନିର୍ମାଣ କ୍ରମରେ ଆଜି ତିନି ରଥର ମୁଖ୍ୟ ମହାରଣାମାନେ ତୁମ୍ବ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି। ଆଜି ମୋଟ୍‌ ୧୨୧…
Read More...

ଆଜିଠୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା

(ଭିତରକନିକା) : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ।  ଦୀର୍ଘ ୩ ମାସ ଯାଏ  ଭିତରକନିକା ବନ୍ଦ ରହିବ । ତେବେ ମେ ୧ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବିରଳ କୁମ୍ଭୀରଙ୍କ ପ୍ରଜନନ ଋତୁ ହେତୁ ବିଭାଗ ଏପରି ନିଷ୍ପତି ନେଇଛି ବୋଲି…
Read More...

ପିତା ବନିବାକୁ ଚାହୁଁଛନ୍ତି ଭାଇଜାନ 

(ମୁମ୍ବାଇ) : ନିକଟରେ 'କିସି କି ଭାଇ କିସି କି ଜାନ' ରିଲିଜ ହୋଇଯାଇଛି ।  ଯାହାକୁ ନେଇ ସବୁଆଡୁ ଢେର ସାରା ଭଲପାଇବା ମିଳିଛି । ତେବେ ସେ ପିତା ବନିବାକୁ  ଚାହୁଁଥିବା ଜଣାପଡିଛି ।  ତାହା ଏବେ ଚର୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ନିଜ ପରିବାର ଜନଙ୍କ  ସହିତ ସହିତ ସମୟ କଟାଇବା…
Read More...

ଜଳପ୍ରପାତରେ ଚାଲିଗଲା ଜୀବନ 

(ଖଣ୍ଡାଧାର) : ଗାଧୋଇବାକୁ ଯାଇ ଚାଲିଗଲା ଜୀବନ  । ଏଭଳି ଏକ ଦୁର୍ଘଟଣା ଘଟିଛି ଖଣ୍ଡାଧାର ଜଳପ୍ରପାତରେ । ଖଣ୍ଡାଧାର ଜଳପ୍ରପାତରେ ଖସି ପଡ଼ି ଯୁବକ ନିଖୋଜ ହୋଇଯାଇଛନ୍ତି  । ଯୁବକ ଜଣକ ହେଉଛନ୍ତି ସୁନ୍ଦରଗଡ଼ କେ.ବଳଙ୍ଗ ଥାନା ଅଞ୍ଚଳର । ଗତକାଲି ଗାଧୋଈବା ସମୟରେ କୌଣସି କାରଣରୁ ଖସି ଯାଇ ଏକ ପଥର…
Read More...

କାଳବୈଶାଖୀ ପ୍ରଭାବ: ଏହି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) :  କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଲଗାତାର ବର୍ଷା ଜାରି ରହିଛି । ଉପକୂଳ ଓଡ଼ିଶାରେ ଏବେ ତାପମାତ୍ରା ଅଧିକ ରହୁଥିବ‌ା ବେଳେ ପଶ୍ଚିମ ଓଡ଼ିଶା କିନ୍ତୁ ତାପମାତ୍ରା କମ୍‌ ରହୁଛି। ଆସନ୍ତା ୪ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଜାରି ରହିବ ବୋଲି ପାଣିପାଗ…
Read More...

ସୂରଜ ପଞ୍ଚୋଲିଙ୍କୁ ଭାଇ କହି ଚର୍ଚ୍ଚାରେ ଡ୍ରାମା କୁଇନ

(ମୁମ୍ବାଇ) :  ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ନିଜର ବିବାଦୀୟ ବୟାନକୁ ନେଇ ବେଶ ଚର୍ଚାରେ ରହିଥାନ୍ତି । ସମାନ ସେତିକି ହିଁ ଚର୍ଚ୍ଚା ଲାଗିଁରୁହେ ତାଙ୍କର ବୈବାହିକ ଜୀବନକୁ ନେଇକି । ନିକଟରେ ଜିଆ ଖାନ ଆତ୍ମହତ୍ୟା ମାମଲାରେ ଅଭିନେତା ସୂରାଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ପରେ…
Read More...

ତାତିରେ କଲବଲ ହେଲେଣି ରାଜଧାନୀବାସୀ

(ଭୁବନେଶ୍ୱର) : ତାତିରେ କଲବଲ ହେଲେଣି ରାଜଧାନୀବାସୀ । ରାଜଧାନୀର ସର୍ବୋଚ୍ଚ ଦିନ ତାପମାତ୍ରା‌ ରବିବାର ଦିନ ୩୯.୬ ଡିଗ୍ରି ରେକର୍ଡ ହୋଇଛି । ତେବେ ସବୁଠାରୁ ଉତ୍ତପ୍ତ ସହର ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଜଗତସିଂହପୁର ଜିଲ୍ଲାରେ ସର୍ବୋଚ୍ଚ…
Read More...