Browsing Tag

priyadarshani swain

ଓଜନ କମାଇବାରେ ସହାୟତା କରେ ପ୍ରୋଟିନ୍‌ ଯୁକ୍ତ ସୋୟାବିନ୍‌

ଓଜନ କମାଇବା ପାଇଁ ଅଧିକାଂଶ ଲୋକ ମେଡିସିନ୍‌ ଖାଇବା ସହିତ ଏକ୍ସସରସାଇଜ୍‌ କରିଥା’ନ୍ତି। ଏସବୁ ବ୍ୟତୀତ ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ପ୍ରଥମେ ଆପଣଙ୍କୁ କମ୍‌ କ୍ୟାଲୋରୀ ଓ ହାଇ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ିବ। ପ୍ରୋଟିନ୍‌ ମାଂସପେଶୀକୁ ମଜବୁତ୍‌ କରିବା ସହ ଶରୀରକୁ…
Read More...

‘ବଲିଉଡ ବାଇସେପ୍‌ କି ଜୟ’ : ହ୍ରିତିକ୍‌ ରୋଶନ୍‌

(ମୁମ୍ବାଇ) : ବଲିଉଡର ଅଭିନେତା ହ୍ରିତିକ୍‌ ରୋଶନ୍‌। ତାଙ୍କର ଡ୍ୟାନ୍ସ ଏବଂ ବଡି ଫିଟ୍‌ନେସ୍‌ ଲକ୍ଷ ଲକ୍ଷ ଫ୍ୟାନ୍ସକୁ କରେ ଦିୱାନା। ଏବେ ପୁଣି ସିକ୍ସ ପ୍ୟାକ୍‌ ଆବ୍ସରେ ନଜର ଆସିଛନ୍ତି ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ। ସାମ୍ନାକୁ ଆସିଛି ତାଙ୍କର ଏକ ଦମ୍‌ଦାରା ଫଟୋ। ଏହି ଫଟୋରେ ହ୍ରିତିକ…
Read More...

ଫିଲ୍ମ ରିଲିଜ ପୂର୍ବରୁ ବଦଳି ଯାଇଛି ବଲିଉଡ ପଙ୍ଗା କୁଇନ୍‌ କଙ୍ଗନାଙ୍କ ମିଜାଜ

(ମୁମ୍ବାଇ) : ଫିଲ୍ମ ରିଲିଜ ପୂର୍ବାରୁ ବଦଳି ଯାଇଛି ବଲିଉଡର ପଙ୍ଗା କୁଇନ୍‌ କଙ୍ଗନାଙ୍କ ମିଜାଜ । ଅପ୍‌କମିଂ ଫିଲ୍ମ ‘ଥଲାଇଭି’ ପାଇଁ ଆଙ୍ଗ୍ରି ଉମେନ୍‌ରୁ କଙ୍ଗନା ପାଲଟିଗଲେ ସୁଇଟ୍‌ ଗାର୍ଲ। ଶୁକ୍ରବାର ରିଲିଜ ହେବ ଫିଲ୍ମ ‘ଥଲାଇଭି’। କରୋନା ଯୋଗୁଁ ଏବେବି ମହାରାଷ୍ଟ୍ରରେ ଫିଲ୍ମ ହଲ ସବୁ…
Read More...

କେରଳ ପରେ ତାମିଲନାଡୁରେ ନିପାହ ଭାଇରସ

(ଦିଲ୍ଲୀ) : କରୋନା ଭାଇରସ ପରେ ଆଉ ଏକ ଭାଇରସ ବ୍ୟାପିବା ଆରମ୍ଭ ହୋଇଯାଇଛି । କେରଳରେ ନିକଟରେ ନିପାହ ମାମଲା ସାମ୍ନାକୁ ଆସିଥିଲା । ଏବେ ତାମିଲନାଡୁରେ ମଧ୍ୟ ଏକ କେସ୍ ସାମ୍ନାକୁ ଆସିଛି । ରବିବାର କେରଳରେ ଏକ ୧୨ ବର୍ଷୀୟା ଶିଶୁ ଏଥିରେ ପ୍ରାଣ ହାରିବା ପରେ ସମସ୍ତେ ଅଧିକ ସଜାଗ ହେବା ସହ…
Read More...

ପରଲୋକରେ ‘ଗର୍ଲ୍ସ ଆଲାଉଡ୍’ର ଗାୟିକା ସାରା ହାର୍ଡିଂ

(ମୁମ୍ବାଇ) : ଆରପାରିରେ ‘ଗର୍ଲ୍ସ ଆଲାଉଡ୍’ର ଗାୟିକା ସାରା ହାର୍ଡିଂ। ୩୯ ବର୍ଷ ବୟସ ସେ ବ୍ରେଷ୍ଟ୍ କ୍ୟାନ୍ସର୍ ରେ ପୀଡିତ ଥିଲେ । ଏହି ଦୁଃଖଦ ଖବରକୁ ଗାୟିକାଙ୍କ ମା’ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଗାୟିକାଙ୍କ ମା’ ମରିୟମ ଇନଷ୍ଟାଗ୍ରାମରେ ଏହି ଖବର ବିଷୟରେ ସୂଚନା ଦେଇ ତାଙ୍କ…
Read More...

୨୭ ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା

(ଦିଲ୍ଲୀ) : ଚଳିତ ମାସ ୨୭ ତାରିଖରେ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । କୃଷି ଆଇନ ସମ୍ପୂର୍ଣ୍ଣ ରଦ୍ଦ ଦାବିରେ ଏହି ବନ୍ଦ ପାଳନ କରାଯିବ । ଆଜି ଉତ୍ତରପ୍ରଦେଶର ମୁଜାଫରନଗରରେ ଆୟୋଜିତ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌)ର ମହାପଞ୍ଚାୟତରେ ଏହି ନିଷ୍ପତ୍ତି ନିଆଯାଇଛି…
Read More...

ମହାକାଶରେ ଜନ୍ମଦିନ ପାଳିଲେ ମହାକାଶଚାରୀ

(ଦିଲ୍ଲୀ) : ନାସାର ମହାକାଶଚାରୀ ମେଗାନ ମ୍ୟାକଅର୍ଥର ନିଜର ୫୦ତମ ଜନ୍ମଦିନ ଇଣ୍ଟରନେସନାଲ ସ୍ପେସ ଷ୍ଟେସନରେ ମନାଇଛନ୍ତି। ଏହି ଅବସରରେ ନାସାର ମହାକାଶଚାରୀମାନେ ଆଇସକ୍ରିମ ପାର୍ଟି କରିଥିଲେ। ନିଜର ୫୦ତମ ଜନ୍ମଦିନ ଅବସରରେ ମେଗାନ ମ୍ୟାକଅର୍ଥର ଟୁଇଟ କରି କହିଥିଲେ, ‘ମୋ ଜନ୍ମଦିନ ପାଇଁ ମୁଁ…
Read More...

ଶିକ୍ଷକଙ୍କର ମହାନତା , ଡଙ୍ଗାରେ ଚାଲିଛି ପାଠ ପଢ଼ା

(ବିହାର) : ପାଣି ଭିତରେ ଚାଲିଛି ପାଠ ପଢ଼ା। ନଦୀ ମଝିରେ ଡଙ୍ଗାରେ ବସିଛନ୍ତି ପିଲା, ଆଉ ପଢ଼ାଉଛନ୍ତି ଶିକ୍ଷକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର କଟିହାର ଜିଲ୍ଲାରେ। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗଙ୍ଗା ନଦୀରେ ବନ୍ୟା ଆସିବା ଯୋଗୁଁ କଟିହାର…
Read More...

ପ୍ରଥମ ଜାତୀୟ ରାଜପଥରେ ଅବତରଣ କରିପାରିବ IAF ଯୁଦ୍ଧ ବିମାନ

(ଦିଲ୍ଲୀ) : ଜାତୀୟ ରାଜପଥରେ ଲ୍ୟାଣ୍ଡ କରିପାରିବ ଭାରତୀୟ ବାୟୁସେନାର ବିମାନ ଲଢ଼ାକୁ । ରାଜସ୍ଥାନର ବାଡ଼ମେରରେ ନିର୍ମାଣ ସରିଥିବା ଜାତୀୟ ରାଜପଥରେ ଆଇଏଏଫର ଲଢ଼ାକୁ ବିମାନ ଲ୍ୟାଣ୍ଡ କରିପାରିବ। ବୁଧବାର ଅର୍ଥାତ୍‌ ୮ ତାରିଖରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ପ୍ରତିରକ୍ଷା ମନ୍ତ୍ରୀ…
Read More...

ଫିଲ୍ମ ‘ଉଞ୍ଚାଇ’ରେ ବିଗ୍‌ ବି’ଙ୍କ ସହ ନଜର ଆସିବେ ପରିଣୀତି

(ମୁମ୍ବାଇ) : ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଉଞ୍ଚାଇ’ରେ ଦେଖିବାକୁ ମିଳିବ ବୋଲି ଶୁଣାଯାଉଛି । ସବୁଠୁ ବଡ଼ କଥା ହେଲା ସେ ଫିଲ୍ମରେ ମହାନାୟକ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବେ । ସେଥିରେ ପରିଣୀତିଙ୍କର ଭୂମିକା ଖୁବ୍‌…
Read More...