ଗାଜିଆବାଦର ଦିଲ୍ଲୀ-ମେରଟ ଏକ୍ସପ୍ରେସ ୱେରେ ବଡ଼ ଦୁର୍ଘଟଣା
(ଦିଲ୍ଲୀ) : ଗାଜିଆବାଦର ଦିଲ୍ଲୀ-ମେରଟ ଏକ୍ସପ୍ରେସ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ପାଞ୍ଚ ଜଣ ଲୋକ କାରରେ ଯାଉଥିଲେ । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, ୨ ପୁରୁଷ ଏବଂ ଜଣେ ଶିଶୁ ଅଛନ୍ତି । କାର- ଟ୍ରକ
ରେ ମଧ୍ୟରେ ହୋଇଥିବା ଏହି…
Read More...
Read More...