Browsing Tag

priyadarshani swain

ଜନ ଶୁଣାଣି ଶିବିରରେ ନାହାନ୍ତି ଅଭିଯୋଗକାରୀ

(ହାଟଡ଼ିହି/ ବିଭୁତି ଭୂଷଣ ଜେନା) : ଜନ ଶୁଣାଣି ରେ ନଥିଲେ ଅଭିଯୋଗ କାରୀ। ଘଟଣା ଟି ଦେଖିବାକୁ ମିଳିଛି ହାଟଡିହି ବ୍ଲକରେ , ବ୍ଲକ ପକ୍ଷରୁ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ କରାଯାଇଥିଲା ଏଥିରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମୀ ନିଯୁକ୍ତି ଯୋଜନାରେ କିପରି ଜବ କାର୍ଡଧାରୀ ମାନେ କିପରି…
Read More...

କେଭି ତାର ଲାଗି ଚାଲିଗଲା ହେଲପରର ଜୀବନ

(ଜଗତସିଂହପୁର /ପ୍ରତାପ କୁମାର ସିଂ) : ପଦ୍ମପୁର ନିକଟରେ ୧୧ କେଭି ତାର ଲାଗି ଚାଲିଗଲା ହାଈୱା ହେଲପରର ଜୀବନ । ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଅଲଣାହାଟ ଗଉଡୁଣି ପଡିଆ ନିକଟସ୍ଥ ପଦ୍ମପୁର ଗ୍ରାମରେ । ତାପଙ୍ଗରୁ ଗୋଡି ବୋଝେଇ ହାଇୱା ପଦ୍ମପୁର…
Read More...

ଭାରତୀୟ ବାୟୁସେନା ଇନ୍ଦ୍ରମଣି ସାହୁ ଅମର ରହେ

(ଗଞ୍ଜାମ /ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ଗ୍ରାମର ୩୬ ବର୍ଷୀୟ ଇନ୍ଦ୍ରମଣି ସାହୁ ଆସାମ ଜରାହାଟ ଠାରେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିବା ସମୟରେ ହୃଦଘାତରେ ଅକାଳ ମୃତ୍ୟୁ ଘଟି ଏ ଦେଶ ପାଇଁ ବୀରପୁତ୍ର ସହୀଦ ହୋଇଯାଇଛନ୍ତି ।…
Read More...

ହିଞ୍ଜିଳି ଥାନାର ନୂତନ କୋଠା ଉଦଘାଟିତ

(ଗଞ୍ଜାମ/ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନୂତନ ଗୃହକୁ ଉଦଘାଟନ କରାଯାଇଛି । ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ନୂତନ ଥାନା ଗୃହର ଶୁଭ ଉଦଘାଟନ କରିଛନ୍ତି । ପୁଲିସ ଲୋକଙ୍କ ଅଧିକ ନିକଟତର ହେବା ସହ ଜନସାଧାରଣଙ୍କୁ…
Read More...

ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା ପବନ ସିଂହ

(ମୁମ୍ବାଇ) : ପ୍ରଥମେ ମନା କରିଥିଲେ କିନ୍ତୁ ଏବେ ଲଢ଼ିବେ ଭୋଜପୁରୀ ଅଭିନେତା ପବନ ସିଂହ। ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଭୋଜପୁରୀ ଅଭିନେତା ପବନ ସିଂହଙ୍କୁ ଆସାନସୋଲରୁ ଟିକେଟ ଦେଇଥିଲା । ସୂଚନାନୁଯାୟୀ , ବ୍ୟକ୍ତିଗତ କାରଣ ଦର୍ଶାଇ ପବନ…
Read More...

ଆଜି ବସିବ କିସାନ ମହାପଞ୍ଚାୟତ ସଭା

(ଦିଲ୍ଲୀ) :  ରାମଲୀଲା ମୈଦାନରେ ଆଜି ବସିବ କିସାନ ମହାପଞ୍ଚାୟତ ସଭା, ସକାଳ ୧୧ ଟାରୁ ଦିନ ୨ଟା ଯାଏ ଚାଲିବ ସମାବେଶ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିବେ ଚାଷୀ ସଂଗଠନ । ଏହାର ପୂର୍ବରୁ ନୂଆଦିଲ୍ଲୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ହଜାର ହଜାର ଚାଷୀ ଏକାଠି ହୋଇଥିବା ଦେଖିବାକୁ…
Read More...

ଆଜିଠୁ କିଛି ସ୍ଥାନରେ ବର୍ଷା ସମ୍ଭାବନା  

(ଭୁବନେଶ୍ୱର) : ରାଜ୍ୟରେ ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଆଜି ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାନୁଯାୟୀ , ନୟାଗଡ,…
Read More...

ପୁରୀରେ ଧାରା ୩୦ ଲାଗୁ 

(ପୁରୀ) : ପୁରୀ ଜିଲ୍ଲାରେ  ୧୨/୩ ପୋଲିସ ଆଇନର ୩୦ ଧାରା ଲାଗୁ । ଏହା ଚଳିତ ମାସ ୩ ତାରିଖ ଠାରୁ ମଇ ୫ ତାରିଖ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି, କୋଣାର୍କ ଓ ନିମାପଡା ଏନ ଏ ସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ…
Read More...

ବଢୁଛି ତାତି : ୧୫ରୁ ବର୍ଷା ସମ୍ଭାବନା

(ଭୁବନେଶ୍ୱର) : ଦିନକୁ ଦିନ ବଢୁଛି ପାରଦ । ରାଜ୍ୟର ୧୯ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେର୍କଡ କରାଯାଇଛି । ରାଜ୍ୟରେ ଧୀରେ ଧୀରେ ତାପମାତ୍ରାରେ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆହୁରି ୨ରୁ ୪ଡିଗ୍ରୀ ଯାଏ ପାରଦ ବୃଦ୍ଧି ହେବା ନେଇ ଆକଳନ…
Read More...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୩ ଘଣ୍ଟା ଧରି ବନ୍ଦ 

(ପୁରୀ) : ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ । ଶ୍ରୀଜିଉଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର…
Read More...